Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୫ ମୃତ

39

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୮୧,୦୭୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୧,୫୮,୫୧୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪,୨୨୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୫୧,୯୨୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୧,୦୫୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୩୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୩୪୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୨%

ଆରୋଗ୍ୟ ହୋଇଛନ୍ତି ୯୮.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୫, ୮୩, ୨୭, ୪୪୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୫, ୫୦, ୮୬୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୬, ୧୨, ୩୦, ୫୮୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୮୪, ୨୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୯ ୯୮୫୦ ୧୨୯
ଆନ୍ଧ୍ରପ୍ରଦେଶ ୫୯୮୫ ୨୨୯୫୭୬୮ ୯୫୦ ୧୪୭୧୪
ଅରୁଣାଚଳ ପ୍ରଦେଶ ୨୬୭ ୬୩୭୫୦ ୬୯ ୨୯୬
ଆସାମ ୧୮୩୩ ୭୧୫୫୧୧ ୫୫ ୬୬୩୩
ବିହାର ୫୬୦ ୮୧୬୮୯୮ ୧୩୧ ୧୨୨୫୫
ଚଣ୍ଡିଗଡ଼ ୨୧୬ ୯୦୨୦୭ ୩୦ ୧୧୬୨
ଛତିଶଗଡ ୨୮୮୭ ୧୧୩୨୭୫୭ ୭୮୦ ୧୪୦୨୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୨୮
ଦିଲ୍ଲୀ ୨୨୮୧ ୧୮୨୮୧୩୧ ୭୦୬ ୨୬୧୦୫
୧୦ ଗୋଆ ୫୭୯ ୨୪୦୩୯୧ ୪୦ ୩୭୯୨
୧୧ ଗୁଜୁରାଟ ୪୪୬୪ ୧୨୦୫୫୪୩ ୮୮୭ ୧୦୯୦୨
୧୨ ହରିୟାଣା ୩୧୩୩ ୯୬୫୨୨୦ ୮୪୯ ୧୦୫୩୧
୧୩ ହିମାଚଳ ପ୍ରଦେଶ ୧୬୩୦ ୨୭୬୫୪୦ ୪୩୨ ୪୦୯୭
୧୪ ଜାମ୍ମୁ କାଶ୍ମୀର ୧୬୯୨ ୪୪୫୯୭୧ ୩୬୦ ୪୭୪୭
୧୫ ଝାଡଖଣ୍ଡ ୬୪୪ ୪୨୮୦୮୯ ୯୫ ୫୩୧୫
୧୬ କର୍ଣ୍ଣାଟକ ୧୧୩୯୭ ୩୮୮୬୦୫୨ ୧୯୩୨ ୩୯୮୧୬ ୨୧
୧୭ କେରଳ ୫୯୭୨୯ ୬୩୪୯୦୫୭ ୧୧୦୨୬ ୬୪୨୭୩ ୧୨୮
୧୮ ଲଦାଖ ୩୨୧ ୨୭୩୧୮ ୫୨ ୨୨୮
୧୯ ଲକ୍ଷଦୀପ ୩୨ ୧୧୩୦୦ ୧୬ ୫୨
୨୦ ମଧ୍ୟପ୍ରଦେଶ ୬୮୯୭ ୧୦୧୭୬୭୩ ୧୪୭୫ ୧୦୭୧୭
୨୧ ମହାରାଷ୍ଟ୍ର ୧୮୫୧୬ ୭୬୯୭୧୩୫ ୨୬୯୬ ୧୪୩୫୮୬
୨୨ ମଣିପୁର ୬୪୯ ୧୩୩୭୫୬ ୮୨ ୨୧୦୧
୨୩ ମେଘାଳୟ ୩୪୩ ୯୧୩୯୦ ୩୭ ୧୫୭୧
୨୪ ମିଜୋରାମ ୯୬୨୮ ୧୯୭୭୨୦ ୧୯୬୩ ୬୪୬
୨୫ ନାଗାଲାଣ୍ଡ ୨୩୦ ୩୪୩୮୦ ୪୦ ୭୫୩
୨୬ ଓଡ଼ିଶା ୪୫୯୦ ୧୨୬୯୨୫୩ ୧୦୯୫ ୯୦୨୬ ୧୫
୨୭ ପୁଡୁଚେରୀ ୩୬୩ ୧୬୩୨୯୬ ୭୮ ୧୯୬୦
୨୮ ପଞ୍ଜାବ ୧୩୧୬ ୭୩୮୩୬୦ ୩୨୦ ୧୭୬୮୨ ୧୧
୨୯ ରାଜସ୍ଥାନ ୮୫୮୭ ୧୨୫୭୨୫୯ ୧୭୭୨ ୯୫୨୭
୩୦ ସିକ୍କିମ୍ ୧୧୯ ୩୮୪୭୦ ୨୪ ୪୪୧
୩୧ ତାମିଲନାଡୁ ୧୪୦୩୩ ୩୩୯୩୭୦୩ ୨୬୯୨ ୩୭୯୮୧
୩୨ ତେଲେଙ୍ଗାନା ୪୭୮୭ ୭୭୮୧୬୭ ୭୩୩ ୪୧୦୯
୩୩ ତ୍ରିପୁରା ୫୮ ୯୯୮୭୧ ୧୨ ୯୧୯
୩୪ ଉତ୍ତରାଖଣ୍ଡ ୨୪୬୬ ୪୨୫୧୮୩ ୬୨୬ ୭୬୭୪
୩୫ ଉତ୍ତରପ୍ରଦେଶ ୬୩୬୬ ୨୦୩୫୧୪୬ ୮୭୯ ୨୩୪୩୫
୩୬ ପଶ୍ଚିମବଙ୍ଗ ୪୪୪୩ ୧୯୮୭୯୬୭ ୧୨୮୬ ୨୧୧୪୩ ୧୧
ମୋଟ ୧୮୧୦୭୫ ୪୨୧୫୮୫୧୦ ୩୪୨୨୬ ୫୧୨୩୪୪ ୨୩୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.