Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୭...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୭ ମୃତ

38

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮୩୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୮୬୩୫୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୧୨୨୦୯୮୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୦୦୧୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦୩୬୫୧୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୧୫୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୨୯୧୭୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୧%

ଆରୋଗ୍ୟ ହୋଇଛନ୍ତି ୯୭.୪୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୧, ୯୦, ୮୦, ୫୨୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୧, ୩୮, ୬୪୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୮, ୫୦, ୫୬, ୫୦୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୭୭, ୯୬୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୨ ୧୨୯
ଆନ୍ଧ୍ରପ୍ରଦେଶ ୧୮୮୮୨ ୧୯୫୨୭୩୬ ୨୧୧୩ ୧୩୫୬୪ ୧୫
ଅରୁଣାଚଳ ପ୍ରଦେଶ ୨୫୩୬ ୪୭୮୨୧ ୩୦୧ ୨୪୮
ଆସାମ ୧୧୦୪୫ ୫୫୯୬୮୪ ୯୬୪ ୫୪୨୦ ୧୬
ବିହାର ୨୮୧ ୭୧୫୩୫୨ ୪୯ ୯୬୪୬
ଚଣ୍ଡିଗଡ଼ ୩୧ ୬୧୧୫୦ ୮୧୧
ଛତିଶଗଡ ୧୬୨୩ ୯୮୮୧୮୯ ୧୮୫ ୧୩୫୪୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୬
ଦିଲ୍ଲୀ ୫୦୪ ୧୪୧୧୨୮୦ ୪୫ ୨୫୦୬୮
୧୦ ଗୋଆ ୯୪୩ ୧୬୭୯୭୮ ୯୪ ୩୧୬୪
୧୧ ଗୁଜୁରାଟ ୨୦୬ ୮୧୪୮୦୨ ୨୪ ୧୦୦୭୭
୧୨ ହରିୟାଣା ୬୭୨ ୭୫୯୭୯୦ ୨୧ ୯୬୫୨
୧୩ ହିମାଚଳ ପ୍ରଦେଶ ୨୩୧୮ ୨୦୨୭୬୧ ୧୮୫ ୩୫୩୭
୧୪ ଜାମ୍ମୁ କାଶ୍ମୀର ୧୨୯୮ ୩୧୭୦୮୧ ୧୨୪ ୪୩୯୨
୧୫ ଝାଡଖଣ୍ଡ ୨୦୮ ୩୪୨୧୦୨ ୨୮ ୫୧୩୦
୧୬ କର୍ଣ୍ଣାଟକ ୨୨୭୦୨ ୨୮୬୧୪୯୯ ୧୯୪୭ ୩୬୮୪୮ ୩୧
୧୭ କେରଳ ୧୭୨୫୦୫ ୩୩୯୬୧୮୪ ୧୮୪୯୩ ୧୮୦୦୪ ୧୫୨
୧୮ ଲଦାଖ ୭୪ ୨୦୧୩୦ ୨୦୭
୧୯ ଲକ୍ଷଦୀପ ୪୭ ୧୦୧୬୫ ୨୦ ୫୧
୨୦ ମଧ୍ୟପ୍ରଦେଶ ୧୩୬ ୭୮୧୩୩୦ ୨୩ ୧୦୫୧୪
୨୧ ମହାରାଷ୍ଟ୍ର ୬୯୫୬୫ ୬୧୫୯୬୭୬ ୭୭୨୦ ୧୩୪୨୦୧ ୧୩୭
୨୨ ମଣିପୁର ୬୯୮୪ ୯୬୭୭୬ ୬୪୮ ୧୬୬୪
୨୩ ମେଘାଳୟ ୪୪୨୭ ୬୪୧୫୭ ୭୦୭ ୧୧୮୫ ୧୧
୨୪ ମିଜୋରାମ ୧୨୪୨୭ ୩୩୭୨୨ ୮୬୮ ୧୭୧
୨୫ ନାଗାଲାଣ୍ଡ ୧୩୭୪ ୨୬୮୫୨ ୧୨୫ ୫୮୫
୨୬ ଓଡ଼ିଶା ୯୭୨୨ ୯୭୨୭୧୦ ୧୩୧୯ ୬୫୬୫ ୬୪
୨୭ ପୁଡୁଚେରୀ ୮୫୧ ୧୧୯୧୧୫ ୮୪ ୧୮୦୦
୨୮ ପଞ୍ଜାବ ୪୬୦ ୫୮୨୭୯୧ ୩୮ ୧୬୩୨୨
୨୯ ରାଜସ୍ଥାନ ୧୯୭ ୯୪୪୭୦୦ ୩୦ ୮୯୫୪
୩୦ ସିକ୍କିମ୍ ୨୫୬୭ ୨୫୦୯୫ ୨୭୩ ୩୫୬
୩୧ ତାମିଲନାଡୁ ୨୦୩୬୩ ୨୫୨୪୪୦୦ ୧୯୩୦ ୩୪୩୬୭ ୨୭
୩୨ ତେଲେଙ୍ଗାନା ୮୧୧୨ ୬୩୮୪୧୦ ୬୨୧ ୩୮୩୧
୩୩ ତ୍ରିପୁରା ୨୦୭୬ ୭୭୮୧୧ ୨୧୦ ୭୭୩
୩୪ ଉତ୍ତରାଖଣ୍ଡ ୪୪୪ ୩୩୪୬୫୦ ୪୧ ୭୩୬୮
୩୫ ଉତ୍ତରପ୍ରଦେଶ ୫୪୫ ୧୬୮୫୪୯୨ ୪୩ ୨୨୭୭୫
୩୬ ପଶ୍ଚିମବଙ୍ଗ ୧୦୨୧୫ ୧୫୦୬୫୩୨ ୭୨୪ ୧୮୨୫୨ ୧୨
ମୋଟ ୩୮୬୩୫୧ ୩୧୨୨୦୯୮୧ ୪୦୦୧୩ ୪୨୯୧୭୯ ୪୯୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.