Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୧ ମୃତ

26

ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୩୨,୯୧୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୭୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୯,୧୦,୯୮୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬୭,୫୩୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୭,୫୪,୩୧୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୭,୩୨୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୦,୪୧୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୭୮%

ଆରୋଗ୍ୟ ହୋଇଛନ୍ତି ୯୮.୦୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୪, ୨୪, ୩୬, ୨୮୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୪, ୭୫, ୯୫୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୫, ୫୫, ୩୨, ୪୬୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୭୯, ୭୦୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୬ ୯୭୬୧ ୧୨୯
ଆନ୍ଧ୍ରପ୍ରଦେଶ ୧୦୮୦୮ ୨୨୮୮୯୮୯ ୨୪୧୪ ୧୪୭୦୫
ଅରୁଣାଚଳ ପ୍ରଦେଶ ୪୨୧ ୬୩୪୪୪ ୯୪ ୨୯୪
ଆସାମ ୨୮୫୫ ୭୧୪୩୪୦ ୪୪୩ ୬୬୧୯
ବିହାର ୯୭୭ ୮୧୬୧୦୨ ୨୬୩ ୧୨୨୫୩
ଚଣ୍ଡିଗଡ଼ ୪୩୫ ୮୯୮୬୩ ୧୨୧ ୧୧୫୬
ଛତିଶଗଡ ୪୮୦୩ ୧୧୨୯୦୬୧ ୧୧୫୩ ୧୪୦୧୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୫ ୧୧୪୦୬
ଦିଲ୍ଲୀ ୩୧୯୭ ୧୮୨୪୧୪୫ ୯୦୧ ୨୬୦୮୬
୧୦ ଗୋଆ ୧୬୦୮ ୨୩୯୦୧୫ ୨୫୯ ୩୭୮୨
୧୧ ଗୁଜୁରାଟ ୯୩୭୮ ୧୧୯୭୯୮୩ ୨୬୮୮ ୧୦୮୫୧ ୧୩
୧୨ ହରିୟାଣା ୪୯୬୦ ୯୬୦୪୩୪ ୧୨୨୫ ୧୦୫୦୪
୧୩ ହିମାଚଳ ପ୍ରଦେଶ ୨୫୭୩ ୨୭୪୫୧୪ ୬୧୭ ୪୦୮୬
୧୪ ଜାମ୍ମୁ କାଶ୍ମୀର ୩୬୮୩ ୪୪୩୧୩୨ ୮୨୭ ୪୭୪୫
୧୫ ଝାଡଖଣ୍ଡ ୧୦୬୬ ୪୨୭୩୦୧ ୩୮୦ ୫୩୧୫
୧୬ କର୍ଣ୍ଣାଟକ ୨୩୩୨୦ ୩୮୬୮୫୦୧ ୫୪୧୬ ୩୯୭୧୫ ୨୪
୧୭ କେରଳ ୧୧୪୫୮୨ ୬୨୬୨୭୭୦ ୨୧୯୦୬ ୬୩୦୧୯ ୩୩୮
୧୮ ଲଦାଖ ୪୬୭ ୨୬୯୪୬ ୧୦୨ ୨୨୮
୧୯ ଲକ୍ଷଦୀପ ୬୬ ୧୧୨୨୮ ୧୫ ୫୨
୨୦ ମଧ୍ୟପ୍ରଦେଶ ୧୨୯୯୩ ୧୦୦୬୫୬୫ ୩୦୮୮ ୧୦୭୦୩
୨୧ ମହାରାଷ୍ଟ୍ର ୩୧୪୨୪ ୭୬୭୫୫୭୮ ୫୮୦୬ ୧୪୩୪୯୨ ୪୧
୨୨ ମଣିପୁର ୨୧୪୪ ୧୩୧୯୦୪ ୧୩୬ ୨୦୮୮
୨୩ ମେଘାଳୟ ୫୫୦ ୯୧୦୧୬ ୧୧୯ ୧୫୬୫
୨୪ ମିଜୋରାମ ୧୧୩୪୪ ୧୯୦୨୨୨ ୧୬୯୪ ୬୪୦
୨୫ ନାଗାଲାଣ୍ଡ ୩୬୭ ୩୪୧୮୬ ୪୭ ୭୫୩
୨୬ ଓଡ଼ିଶା ୭୮୪୭ ୧୨୬୩୧୦୬ ୧୬୩୯ ୮୯୪୫ ୧୯
୨୭ ପୁଡୁଚେରୀ ୭୩୬ ୧୬୨୭୨୧ ୨୧୭ ୧୯୫୯
୨୮ ପଞ୍ଜାବ ୨୭୦୬ ୭୩୬୧୧୫ ୫୪୧ ୧୭୬୩୫ ୧୨
୨୯ ରାଜସ୍ଥାନ ୧୬୦୯୬ ୧୨୪୪୩୮୪ ୩୫୬୯ ୯୪୯୪ ୧୩
୩୦ ସିକ୍କିମ୍ ୨୪୯ ୩୮୨୯୮ ୭୩ ୪୪୦
୩୧ ତାମିଲନାଡୁ ୨୭୨୯୪ ୩୩୭୫୨୮୧ ୫୩୭୪ ୩୭୯୫୬ ୧୦
୩୨ ତେଲେଙ୍ଗାନା ୭୬୭୩ ୭୭୩୩୬୨ ୧୨୧୭ ୪୧୦୮
୩୩ ତ୍ରିପୁରା ୧୨୦ ୯୯୭୭୮ ୩୧ ୯୧୯
୩୪ ଉତ୍ତରାଖଣ୍ଡ ୫୩୯୮ ୪୨୧୨୬୨ ୧୪୨୨ ୭୬୬୪
୩୫ ଉତ୍ତରପ୍ରଦେଶ ୧୦୯୬୬ ୨୦୨୭୦୩୩ ୨୩୭୨ ୨୩୪୧୪ ୧୦
୩୬ ପଶ୍ଚିମବଙ୍ଗ ୯୬୯୧ ୧୯୮୧୨୩୮ ୧୩୬୦ ୨୧୦୭୯ ୧୮
ମୋଟ ୩୩୨୯୧୮ ୪୧୯୧୦୯୮୪ ୬୭୫୩୮ ୫୧୦୪୧୩ ୫୪୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.