Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୪୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୪୬ ମୃତ

61

ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୭୮,୮୮୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୬,୭୭,୬୪୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯୧,୯୩୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୬୫,୫୩୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୮,୧୬୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୪୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୯,୦୧୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୨%

ଆରୋଗ୍ୟ ହୋଇଛନ୍ତି ୯୭.୬୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୨, ୯୫, ୮୭, ୪୯୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୧, ୬୬, ୯୯୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୫, ୧୮, ୦୩, ୭୬୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୬୭, ୯୦୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୨୭ ୯୭୨୫ ୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୮୯୨୯ ୨୨୭୯୧୫୨ ୬୨୭୧ ୧୪୬୯୭
ଅରୁଣାଚଳ ପ୍ରଦେଶ ୬୨୯ ୬୩୦୮୧ ୮୮ ୨୯୪
ଆସାମ ୩୮୪୬ ୭୧୩୦୪୪ ୯୫୯ ୬୬୦୫
ବିହାର ୧୨୭୫ ୮୧୫୪୨୫ ୨୬୫ ୧୨୨୫୧
ଚଣ୍ଡିଗଡ଼ ୬୨୩ ୮୯୫୬୩ ୧୦୪ ୧୧୫୨
ଛତିଶଗଡ ୭୯୦୯ ୧୧୨୪୩୫୮ ୮୬୦ ୧୪୦୦୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୩୦ ୧୧୩୯୬
ଦିଲ୍ଲୀ ୩୯୨୬ ୧୮୨୧୩୨୨ ୧୧୯୭ ୨୬୦୭୨ ୧୨
୧୦ ଗୋଆ ୨୩୩୩ ୨୩୮୦୬୬ ୨୮୨ ୩୭୭୩
୧୧ ଗୁଜୁରାଟ ୧୪୨୧୧ ୧୧୯୦୨୭୧ ୩୦୨୨ ୧୦୮୦୮ ୧୩
୧୨ ହରିୟାଣା ୬୫୭୪ ୯୫୬୪୬୨ ୧୧୪୬ ୧୦୪୮୬
୧୩ ହିମାଚଳ ପ୍ରଦେଶ ୩୮୦୮ ୨୭୨୩୭୮ ୩୩୮ ୪୦୮୩
୧୪ ଜାମ୍ମୁ କାଶ୍ମୀର ୫୪୬୬ ୪୪୦୫୬୦ ୧୨୨୮ ୪୭୪୫
୧୫ ଝାଡଖଣ୍ଡ ୧୬୨୦ ୪୨୬୩୨୪ ୩୭୧ ୫୩୧୪
୧୬ କର୍ଣ୍ଣାଟକ ୩୫୭୩୧ ୩୮୫୧୨୯୮ ୫୩୯୫ ୩୯୬୪୦ ୨୭
୧୭ କେରଳ ୧୬୧୧୦୪ ୬୧୮୪୦୮୦ ୩୨୦୦୪ ୬୨୧୯୯ ୧୪୬
୧୮ ଲଦାଖ ୫୩୭ ୨୬୭୧୪ ୧୧୦ ୨୨୬
୧୯ ଲକ୍ଷଦୀପ ୮୪ ୧୧୧୮୩ ୧୬ ୫୨
୨୦ ମଧ୍ୟପ୍ରଦେଶ ୧୯୭୨୮ ୯୯୫୪୭୦ ୪୭୫୦ ୧୦୬୯୩
୨୧ ମହାରାଷ୍ଟ୍ର ୪୯୮୭୬ ୭୬୪୯୬୬୯ ୯୮୧୫ ୧୪୩୪୦୪ ୧୭
୨୨ ମଣିପୁର ୨୨୬୯ ୧୩୧୪୮୬ ୧୩୯ ୨୦୮୩
୨୩ ମେଘାଳୟ ୭୫୧ ୯୦୬୭୮ ୧୫୬ ୧୫୬୨
୨୪ ମିଜୋରାମ ୧୧୮୪୫ ୧୮୪୫୧୬ ୮୪୮ ୬୩୬
୨୫ ନାଗାଲାଣ୍ଡ ୪୬୫ ୩୩୯୭୯ ୫୯ ୭୫୨
୨୬ ଓଡ଼ିଶା ୧୦୫୩୮ ୧୨୫୭୮୪୦ ୧୮୪୫ ୮୮୮୪ ୨୨
୨୭ ପୁଡୁଚେରୀ ୧୨୯୭ ୧୬୧୯୮୯ ୩୭୫ ୧୯୫୭
୨୮ ପଞ୍ଜାବ ୩୯୬୬ ୭୩୩୯୯୯ ୫୯୭ ୧୭୫୯୬ ୧୧
୨୯ ରାଜସ୍ଥାନ ୨୧୦୬୪ ୧୨୩୫୨୫୬ ୪୫୧୦ ୯୪୬୩
୩୦ ସିକ୍କିମ୍ ୪୧୩ ୩୮୦୯୩ ୬୭ ୪୩୮
୩୧ ତାମିଲନାଡୁ ୪୧୬୯୯ ୩୩୫୬୬୪୮ ୮୨୨୯ ୩୭୯୧୫ ୧୧
୩୨ ତେଲେଙ୍ଗାନା ୧୧୬୮୧ ୭୬୭୬୬୦ ୨୪୨୧ ୪୧୦୭
୩୩ ତ୍ରିପୁରା ୧୫୭ ୯୯୭୧୮ ୫୩ ୯୧୯
୩୪ ଉତ୍ତରାଖଣ୍ଡ ୭୫୧୪ ୪୧୮୪୪୨ ୫୮୦ ୭୬୫୧
୩୫ ଉତ୍ତରପ୍ରଦେଶ ୧୪୨୧୪ ୨୦୨୦୫୫୫ ୨୪୮୧ ୨୩୩୯୮
୩୬ ପଶ୍ଚିମବଙ୍ଗ ୧୨୬୪୩ ୧୯୭୭୨୪୧ ୧୩୨୬ ୨୧୦୧୭ ୨୭
ମୋଟ ୪୭୮୮୮୨ ୪୧୬୭୭୬୪୧ ୯୧୯୩୦ ୫୦୯୦୧୧ ୩୪୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.