Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୪,୮୭୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୪,୮୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮୪ ମୃତ

51

ନୂଆ ଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୮୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦୈନିକ ସକରାତ୍ମକତା ହାର (୩.୧୭%)

ସାପ୍ତାହିକ ସକରାତ୍ମକତା ହାର (୪.୪୬%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫,୩୭,୦୪୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୫,୮୫,୭୧୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୧୭,୫୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୩୧,୪୨୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୩,୩୯୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୮୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୮,୬୬୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୬%

ଆରୋଗ୍ୟ ହୋଇଛନ୍ତି ୯୭.୫୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୨, ୮୧, ୪୯, ୪୪୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୯, ୧୬, ୮୦୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୩୯ ୯୭୦୬ ୧୩ ୧୨୯
ଆନ୍ଧ୍ରପ୍ରଦେଶ ୨୪୪୫୪ ୨୨୭୨୮୮୧ ୮୮୪୯ ୧୪୬୯୪
ଅରୁଣାଚଳ ପ୍ରଦେଶ ୬୯୫ ୬୨୯୯୩ ୧୯୭ ୨୯୪
ଆସାମ ୪୭୩୦ ୭୧୨୦୮୫ ୭୦୦ ୬୬୦୧
ବିହାର ୧୩୪୭ ୮୧୫୧୬୦ ୨୪୩ ୧୨୨୫୧
ଚଣ୍ଡିଗଡ଼ ୬୮୬ ୮୯୪୫୯ ୧୨୭ ୧୧୫୧
ଛତିଶଗଡ ୮୧୯୫ ୧୧୨୩୪୯୮ ୧୦୧୦ ୧୪୦୦୧ ୧୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୯ ୧୧୩୯୨
ଦିଲ୍ଲୀ ୪୩୩୧ ୧୮୨୦୧୨୫ ୧୩୮୮ ୨୬୦୬୦ ୧୩
୧୦ ଗୋଆ ୨୪୮୮ ୨୩୭୭୮୪ ୪୭୨ ୩୭୬୯
୧୧ ଗୁଜୁରାଟ ୧୫୯୭୨ ୧୧୮୭୨୪୯ ୩୯୫୫ ୧୦୭୯୫ ୨୦
୧୨ ହରିୟାଣା ୬୮୮୯ ୯୫୫୩୧୬ ୧୩୧୬ ୧୦୪୭୯
୧୩ ହିମାଚଳ ପ୍ରଦେଶ ୩୯୮୬ ୨୭୨୦୪୦ ୫୫୧ ୪୦୮୦
୧୪ ଜାମ୍ମୁ କାଶ୍ମୀର ୬୨୫୫ ୪୩୯୩୩୨ ୧୬୨୪ ୪୭୪୪
୧୫ ଝାଡଖଣ୍ଡ ୧୮୬୭ ୪୨୫୯୫୩ ୨୮୧ ୫୩୧୪
୧୬ କର୍ଣ୍ଣାଟକ ୩୮୭୮୧ ୩୮୪୫୯୦୩ ୮୯୮୮ ୩୯୬୧୩ ୩୮
୧୭ କେରଳ ୧୮୨୧୧୮ ୬୧୫୨୦୭୬ ୩୮୮୧୯ ୬୨୦୫୩ ୪୨୭
୧୮ ଲଦାଖ ୫୭୦ ୨୬୬୦୪ ୭୪ ୨୨୬
୧୯ ଲକ୍ଷଦୀପ ୭୭ ୧୧୧୬୭ ୨୨ ୫୨
୨୦ ମଧ୍ୟପ୍ରଦେଶ ୨୨୩୯୦ ୯୯୦୭୨୦ ୬୨୨୦ ୧୦୬୮୯
୨୧ ମହାରାଷ୍ଟ୍ର ୫୬୨୦୬ ୭୬୩୯୮୫୪ ୧୨୯୮୬ ୧୪୩୩୮୭ ୩୨
୨୨ ମଣିପୁର ୨୩୨୧ ୧୩୧୩୪୭ ୧୩୧ ୨୦୮୦
୨୩ ମେଘାଳୟ ୮୫୦ ୯୦୫୨୨ ୧୬୨ ୧୫୬୧
୨୪ ମିଜୋରାମ ୧୨୧୧୬ ୧୮୩୬୬୮ ୧୭୩୭ ୬୩୬
୨୫ ନାଗାଲାଣ୍ଡ ୫୦୩ ୩୩୯୨୦ ୬୨ ୭୫୦
୨୬ ଓଡ଼ିଶା ୧୧୨୫୭ ୧୨୫୫୯୯୫ ୨୦୮୧ ୮୮୬୨ ୨୪
୨୭ ପୁଡୁଚେରୀ ୧୫୮୧ ୧୬୧୬୧୪ ୪୯୩ ୧୯୫୭
୨୮ ପଞ୍ଜାବ ୪୨୪୭ ୭୩୩୪୦୨ ୧୧୧୧ ୧୭୫୮୫ ୧୦
୨୯ ରାଜସ୍ଥାନ ୨୩୪୦୪ ୧୨୩୦୭୪୬ ୪୯୭୩ ୯୪୫୬
୩୦ ସିକ୍କିମ୍ ୪୬୪ ୩୮୦୨୬ ୬୬ ୪୩୭
୩୧ ତାମିଲନାଡୁ ୪୭୬୪୩ ୩୩୪୮୪୧୯ ୧୧୧୫୪ ୩୭୯୦୪ ୧୭
୩୨ ତେଲେଙ୍ଗାନା ୧୩୬୭୪ ୭୬୫୨୩୯ ୨୬୪୫ ୪୧୦୬
୩୩ ତ୍ରିପୁରା ୨୦୬ ୯୯୬୬୫ ୬୨ ୯୧୯
୩୪ ଉତ୍ତରାଖଣ୍ଡ ୭୮୧୪ ୪୧୭୮୬୨ ୬୨୪ ୭୬୪୫
୩୫ ଉତ୍ତରପ୍ରଦେଶ ୧୫୨୭୬ ୨୦୧୮୦୭୪ ୩୧୦୧ ୨୩୩୯୧
୩୬ ପଶ୍ଚିମବଙ୍ଗ ୧୩୪୮୪ ୧୯୭୫୯୧୫ ୧୩୪୭ ୨୦୯୯୦ ୨୫
ମୋଟ ୫୩୭୦୪୫ ୪୧୫୮୫୭୧୧ ୧୧୭୫୯୧ ୫୦୮୬୬୫ ୬୮୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.