Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୦୫୯ ମୃତ

58

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭,୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୩,୩୧,୬୪୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩.୧୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୦୨,୪୭,୯୦୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୩୦,୮୧୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୫.୬୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୦,୮୦,୬୬୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୦୩,୯୨୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୦୫୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୧,୧୧୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩.୧୬%

ଆରୋଗ୍ୟ ହୋଇଛନ୍ତି ୯୫.୬୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୮, ୯୮, ୧୭, ୧୯୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୭, ୫୩, ୦୮୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୧୧ ୯୫୪୩ ୫୩ ୧୨୯
ଆନ୍ଧ୍ରପ୍ରଦେଶ ୮୮୩୬୪ ୨୧୯୪୩୫୯ ୯୩୧୭ ୧୪୬୪୬
ଅରୁଣାଚଳ ପ୍ରଦେଶ ୧୯୮୫ ୬୧୦୩୯ ୪୦୭ ୨୯୧
ଆସାମ ୧୩୨୮୯ ୭୦୦୮୫୬ ୨୫୬୮ ୬୫୩୩ ୧୫
ବିହାର ୩୨୩୮ ୮୧୧୧୦୩ ୬୪୫ ୧୨୨୩୪
ଚଣ୍ଡିଗଡ଼ ୨୦୯୯ ୮୭୨୪୭ ୩୯୬ ୧୧୩୫
ଛତିଶଗଡ ୧୮୬୮୬ ୧୧୦୩୮୩୫ ୩୪୮୯ ୧୩୯୧୪ ୧୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୭ ୧୧୨୮୧ ୨୧
ଦିଲ୍ଲୀ ୧୧୭୧୬ ୧୮୦୩୨୫୧ ୪୧୬୬ ୨୫୯୫୨ ୨୦
୧୦ ଗୋଆ ୫୯୬୮ ୨୩୧୯୮୯ ୧୩୨୨ ୩୭୨୭ ୧୦
୧୧ ଗୁଜୁରାଟ ୫୭୫୨୧ ୧୧୨୩୪୯୯ ୧୨୧୦୫ ୧୦୬୧୪ ୩୫
୧୨ ହରିୟାଣା ୧୬୮୭୭ ୯୩୪୦୯୦ ୪୨୨୦ ୧୦୩୭୨ ୧୯
୧୩ ହିମାଚଳ ପ୍ରଦେଶ ୭୫୩୯ ୨୬୩୯୩୧ ୨୪୭୨ ୪୦୨୬
୧୪ ଜାମ୍ମୁ କାଶ୍ମୀର ୨୪୦୮୦ ୪୧୫୧୦୯ ୪୦୫୭ ୪୭୦୨
୧୫ ଝାଡଖଣ୍ଡ ୩୦୫୫ ୪୨୨୪୪୦ ୭୦୮ ୫୩୦୮
୧୬ କର୍ଣ୍ଣାଟକ ୧୨୩୧୩୧ ୩୭୧୩୩୪୩ ୪୦୫୯୯ ୩୯୨୫୦ ୫୩
୧୭ କେରଳ ୩୬୬୮୭୧ ୫୭୮୬୯୪୯ ୪୧୦୩୭ ୫୭୨୯୬ ୫୯୫
୧୮ ଲଦାଖ ୧୦୭୯ ୨୫୪୦୫ ୨୧୮ ୨୨୬
୧୯ ଲକ୍ଷଦୀପ ୧୮୮ ୧୦୯୪୭ ୪୦ ୫୨
୨୦ ମଧ୍ୟପ୍ରଦେଶ ୫୧୦୧୯ ୯୩୩୩୮୨ ୮୪୫୧ ୧୦୬୪୮
୨୧ ମହାରାଷ୍ଟ୍ର ୧୪୭୯୪୧ ୭୪୯୧୭୫୯ ୨୭୮୯୧ ୧୪୨୯୪୦ ୮୧
୨୨ ମଣିପୁର ୩୮୯୩ ୧୨୮୪୯୪ ୩୫୭ ୨୦୫୭
୨୩ ମେଘାଳୟ ୧୮୩୯ ୮୮୬୪୪ ୩୭୫ ୧୫୩୮
୨୪ ମିଜୋରାମ ୧୪୯୯୯ ୧୬୭୮୫୩ ୨୪୦୬ ୬୨୧
୨୫ ନାଗାଲାଣ୍ଡ ୭୮୭ ୩୩୨୩୫ ୯୮ ୭୩୭
୨୬ ଓଡ଼ିଶା ୨୪୪୩୭ ୧୨୨୮୯୭୬ ୬୧୦୯ ୮୬୮୯ ୨୩
୨୭ ପୁଡୁଚେରୀ ୫୪୫୮ ୧୫୬୧୫୯ ୧୬୦୮ ୧୯୪୬
୨୮ ପଞ୍ଜାବ ୧୪୩୨୧ ୭୧୮୫୫୯ ୨୯୯୮ ୧୭୩୯୨ ୩୨
୨୯ ରାଜସ୍ଥାନ ୫୪୮୬୯ ୧୧୭୦୮୪୯ ୧୦୫୬୦ ୯୩୫୩ ୨୧
୩୦ ସିକ୍କିମ୍ ୬୫୫ ୩୭୪୩୭ ୧୦୯ ୪୩୩
୩୧ ତାମିଲନାଡୁ ୧୫୫୩୨୯ ୩୨୦୪୨୧୩ ୨୧୪୩୫ ୩୭୬୯୬ ୩୦
୩୨ ତେଲେଙ୍ଗାନା ୩୦୯୩୧ ୭୩୯୧୮୭ ୪୫୫୯ ୪୦୯୭
୩୩ ତ୍ରିପୁରା ୧୧୮୪ ୯୮୫୩୭ ୫୯୪ ୯୧୬
୩୪ ଉତ୍ତରାଖଣ୍ଡ ୨୧୩୫୮ ୩୯୯୧୫୬ ୪୧୮୬ ୭୫୯୬ ୧୫
୩୫ ଉତ୍ତରପ୍ରଦେଶ ୩୬୪୧୧ ୧୯୭୮୫୨୫ ୮୮୧୭ ୨୩୨୮୬
୩୬ ପଶ୍ଚିମବଙ୍ଗ ୨୦୨୧୩ ୧୯୬୨୭୨୧ ୨୪୨୧ ୨୦୭୫୮ ୩୫
ମୋଟ ୧୩୩୧୬୪୮ ୪୦୨୪୭୯୦୨ ୨୩୦୮୧୪ ୫୦୧୧୧୪ ୧୦୫୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.