Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ, ୮୯୩ ମୃତ

70

ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୮,୮୪,୯୩୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୫୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୮୭,୧୩,୪୯୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୭୮୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୪.୨୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୦,୯୨,୫୨୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୯,୩୯୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୯୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୪,୦୯୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୫୯%

ଆରୋଗ୍ୟ ହୋଇଛନ୍ତି ୯୪.୨୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୫, ୭୦, ୬୦, ୬୯୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୨, ୨୨, ୬୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୨, ୭୩, ୯୦, ୬୯୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୧୫, ୯୯୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୪୯ ୯୧୬୫ ୭୯ ୧୨୯
ଆନ୍ଧ୍ରପ୍ରଦେଶ ୧୧୫୪୨୫ ୨୧୩୦୧୬୨ ୯୪୪୫ ୧୪୫୯୪
ଅରୁଣାଚଳ ପ୍ରଦେଶ ୩୧୪୩ ୫୮୫୨୪ ୩୭୯ ୨୮୬
ଆସାମ ୩୦୧୩୫ ୬୭୭୧୨୮ ୫୪୯୭ ୬୪୨୨ ୨୨
ବିହାର ୭୭୧୩ ୮୦୧୮୮୫ ୨୫୭୭ ୧୨୨୧୭
ଚଣ୍ଡିଗଡ଼ ୩୮୧୯ ୮୩୭୬୯ ୧୧୪୬ ୧୧୧୫
ଛତିଶଗଡ ୨୫୧୧୫ ୧୦୮୧୮୫୮ ୪୭୭୬ ୧୩୮୨୪ ୧୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୭ ୧୧୧୭୦ ୩୦
ଦିଲ୍ଲୀ ୨୪୮୦୦ ୧୭୭୩୨୧୮ ୮୮୦୭ ୨୫୭୯୭ ୨୮
୧୦ ଗୋଆ ୧୦୪୨୧ ୨୨୩୪୮୪ ୨୬୯୧ ୩୬୭୫ ୧୦
୧୧ ଗୁଜୁରାଟ ୯୮୦୨୧ ୧୦୩୬୧୫୬ ୨୧୬୫୫ ୧୦୪୦୮ ୩୩
୧୨ ହରିୟାଣା ୩୦୨୨୦ ୯୦୧୫୬୨ ୬୨୨୩ ୧୦୨୬୯ ୧୩
୧୩ ହିମାଚଳ ପ୍ରଦେଶ ୯୪୫୩ ୨୫୫୮୫୨ ୨୦୦୫ ୩୯୮୬
୧୪ ଜାମ୍ମୁ କାଶ୍ମୀର ୪୨୨୧୯ ୩୮୧୩୮୯ ୭୧୦୭ ୪୬୫୨
୧୫ ଝାଡଖଣ୍ଡ ୭୭୪୩ ୪୧୪୧୩୬ ୩୬୭୫ ୫୩୦୦
୧୬ କର୍ଣ୍ଣାଟକ ୨୫୨୧୬୨ ୩୪୬୫୯୯୫ ୬୯୯୦୨ ୩୮୮୭୪ ୭୦
୧୭ କେରଳ ୩୩୬୯୨୦ ୫୫୪୧୮୩୪ ୪୭୬୪୯ ୫୩୧୯୧ ୪୦୫
୧୮ ଲଦାଖ ୧୨୬୧ ୨୪୨୭୮ ୨୬୦ ୨୨୪
୧୯ ଲକ୍ଷଦୀପ ୨୯୩ ୧୦୬୮୭ ୨୮ ୫୨
୨୦ ମଧ୍ୟପ୍ରଦେଶ ୬୬୦୪୨ ୮୭୩୪୮୫ ୧୦୫୭୬ ୧୦୬୦୭
୨୧ ମହାରାଷ୍ଟ୍ର ୨୪୮୨୧୨ ୭୨୯୨୭୯୧ ୫୦୧୪୨ ୧୪୨୫୨୨ ୬୧
୨୨ ମଣିପୁର ୩୯୩୪ ୧୨୬୬୦୯ ୨୯୪ ୨୦୩୮
୨୩ ମେଘାଳୟ ୨୪୧୯ ୮୬୫୮୫ ୩୨୦ ୧୫୧୮
୨୪ ମିଜୋରାମ ୧୪୮୧୧ ୧୫୬୨୭୪ ୧୬୧୧ ୬୦୧
୨୫ ନାଗାଲାଣ୍ଡ ୯୦୭ ୩୨୬୫୪ ୮୦ ୭୧୫
୨୬ ଓଡ଼ିଶା ୪୮୩୧୯ ୧୧୮୪୧୭୪ ୧୦୨୬୭ ୮୫୭୫ ୧୫
୨୭ ପୁଡୁଚେରୀ ୧୨୫୪୨ ୧୪୫୩୫୯ ୨୬୦୪ ୧୯୨୩
୨୮ ପଞ୍ଜାବ ୨୯୪୬୬ ୬୯୧୭୪୯ ୬୮୦୫ ୧୭୧୯୦ ୩୧
୨୯ ରାଜସ୍ଥାନ ୭୪୮୪୯ ୧୧୦୫୯୧୮ ୧୬୦୫୪ ୯୨୨୪ ୨୨
୩୦ ସିକ୍କିମ୍ ୧୩୧୫ ୩୬୨୨୯ ୨୯୧ ୪୨୮
୩୧ ତାମିଲନାଡୁ ୨୦୮୩୫୦ ୩୦୫୭୮୪୬ ୨୭୮୮୫ ୩୭୫୦୬ ୪୬
୩୨ ତେଲେଙ୍ଗାନା ୪୦୪୪୭ ୭୧୪୦୩୪ ୩୫୫୫ ୪୦୮୫
୩୩ ତ୍ରିପୁରା ୫୧୩୦ ୯୪୧୧୭ ୮୫୧ ୮୯୫
୩୪ ଉତ୍ତରାଖଣ୍ଡ ୩୧୨୪୬ ୩୭୯୨୨୭ ୨୩୨୦ ୭୫୩୧ ୧୦
୩୫ ଉତ୍ତରପ୍ରଦେଶ ୫୯୬୦୧ ୧୯୨୨୪୮୦ ୧୩୯୧୦ ୨୩୧୬୪ ୨୫
୩୬ ପଶ୍ଚିମବଙ୍ଗ ୩୭୯୧୮ ୧୯୩୧୭୧୧ ୧୧୨୮୮ ୨୦୫୫୦ ୩୫
ମୋଟ ୧୮୮୪୯୩୭ ୩୮୭୧୩୪୯୪ ୩୫୨୭୮୪ ୪୯୪୦୯୧ ୮୯୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.