Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୫,୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୮୭୧...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୫,୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୮୭୧ ମୃତ

33

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୫,୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦୈନିକ ସକରାତ୍ମକତା ହାର (୧୩.୩୯%)

ସାପ୍ତାହିକ ସକରାତ୍ମକତା ହାର (୧୬.୮୯%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୦,୦୪,୩୩୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୯୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୮୩,୬୦,୭୧୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୩୫,୯୩୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୮୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୮,୫୮,୨୪୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୦୧,୨୭୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୭୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୩,୧୯୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୯୧%

ଆରୋଗ୍ୟ ହୋଇଛନ୍ତି ୯୩.୮୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୫, ୦୪, ୮୭, ୨୬୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୬, ୭୨, ୭୬୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୨, ୫୭, ୭୪, ୭୦୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୫୯, ୪୩୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୭୫ ୯୦୮୬ ୯୫ ୧୨୯
ଆନ୍ଧ୍ରପ୍ରଦେଶ ୧୧୩୩୦୦ ୨୧୨୦୭୧୭ ୮୭୪୨ ୧୪୫୯୧ ୧୨
ଅରୁଣାଚଳ ପ୍ରଦେଶ ୩୧୯୭ ୫୮୧୪୫ ୫୧୫ ୨୮୫
ଆସାମ ୩୩୩୬୦ ୬୭୧୬୩୧ ୬୦୦୨ ୬୪୦୦ ୨୧
ବିହାର ୮୯୯୪ ୭୯୯୩୦୮ ୨୯୭୬ ୧୨୨୧୧
ଚଣ୍ଡିଗଡ଼ ୪୬୪୭ ୮୨୬୨୩ ୧୧୬୮ ୧୧୧୨
ଛତିଶଗଡ ୨୬୧୨୩ ୧୦୭୭୦୮୨ ୫୦୭୫ ୧୩୮୦୯ ୧୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୨୯ ୧୧୧୪୦ ୩୪
ଦିଲ୍ଲୀ ୨୯୧୫୨ ୧୭୬୪୪୧୧ ୮୦୪୨ ୨୫୭୬୯ ୨୫
୧୦ ଗୋଆ ୧୧୯୦୩ ୨୨୦୭୯୩ ୨୬୬୮ ୩୬୬୫ ୨୦
୧୧ ଗୁଜୁରାଟ ୧୦୭୯୧୫ ୧୦୧୪୫୦୧ ୨୨୦୭୦ ୧୦୩୭୫ ୩୦
୧୨ ହରିୟାଣା ୩୨୦୧୧ ୮୯୫୩୩୯ ୮୧୮୧ ୧୦୨୫୬ ୧୯
୧୩ ହିମାଚଳ ପ୍ରଦେଶ ୯୭୫୨ ୨୫୩୮୪୭ ୨୪୧୭ ୩୯୭୮ ୧୦
୧୪ ଜାମ୍ମୁ କାଶ୍ମୀର ୪୫୧୫୬ ୩୭୪୨୮୨ ୫୮୫୦ ୪୬୪୭
୧୫ ଝାଡଖଣ୍ଡ ୧୦୩୮୩ ୪୧୦୪୬୧ ୨୫୯୯ ୫୨୯୭
୧୬ କର୍ଣ୍ଣାଟକ ୨୮୮୭୯୭ ୩୩୯୬୦୯୩ ୭୧୦୯୨ ୩୮୮୦୪ ୫୦
୧୭ କେରଳ ୩୩୪୧୬୨ ୫୪୯୪୧୮୫ ୩୦୨୨୫ ୫୨୭୮୬ ୩୫୨
୧୮ ଲଦାଖ ୧୨୯୫ ୨୪୦୧୮ ୧୪୩ ୨୨୩
୧୯ ଲକ୍ଷଦୀପ ୨୭୮ ୧୦୬୫୯ ୪୭ ୫୨
୨୦ ମଧ୍ୟପ୍ରଦେଶ ୬୭୯୪୫ ୮୬୨୯୦୯ ୧୧୦୧୬ ୧୦୬୦୨
୨୧ ମହାରାଷ୍ଟ୍ର ୨୭୦୪୪୪ ୭୨୪୨୬୪୯ ୪୫୬୪୮ ୧୪୨୪୬୧ ୧୦୩
୨୨ ମଣିପୁର ୩୮୦୪ ୧୨୬୩୧୫ ୪୦୭ ୨୦୩୭
୨୩ ମେଘାଳୟ ୨୪୨୨ ୮୬୨୬୫ ୩୪୮ ୧୫୧୫
୨୪ ମିଜୋରାମ ୧୪୬୦୮ ୧୫୪୬୬୩ ୧୨୫୦ ୫୯୭
୨୫ ନାଗାଲାଣ୍ଡ ୯୦୨ ୩୨୫୭୪ ୭୪ ୭୧୩
୨୬ ଓଡ଼ିଶା ୫୩୭୫୯ ୧୧୭୩୯୦୭ ୧୦୫୧୧ ୮୫୬୦ ୧୦
୨୭ ପୁଡୁଚେରୀ ୧୪୨୯୩ ୧୪୨୭୫୫ ୨୭୨୪ ୧୯୨୧
୨୮ ପଞ୍ଜାବ ୩୩୦୩୬ ୬୮୪୯୪୪ ୬୮୭୯ ୧୭୧୫୯ ୩୦
୨୯ ରାଜସ୍ଥାନ ୮୦୪୮୮ ୧୦୮୯୮୬୪ ୧୪୮୮୪ ୯୨୦୨ ୨୧
୩୦ ସିକ୍କିମ୍ ୧୪୫୦ ୩୫୯୩୮ ୩୩୬ ୪୨୮
୩୧ ତାମିଲନାଡୁ ୨୧୧୮୬୩ ୩୦୨୯୯୬୧ ୨୮୧୫୬ ୩୭୪୬୦ ୪୮
୩୨ ତେଲେଙ୍ଗାନା ୪୦୪୧୪ ୭୧୦୪୭୯ ୨୯୮୧ ୪୦୮୩
୩୩ ତ୍ରିପୁରା ୫୭୯୮ ୯୩୨୬୬ ୯୮୨ ୮୯୨
୩୪ ଉତ୍ତରାଖଣ୍ଡ ୩୧୦୮୬ ୩୭୬୯୦୭ ୩୦୪୨ ୭୫୨୧
୩୫ ଉତ୍ତରପ୍ରଦେଶ ୬୫୨୬୩ ୧୯୦୮୫୭୦ ୧୪୯୯୩ ୨୩୧୩୯ ୧୪
୩୬ ପଶ୍ଚିମବଙ୍ଗ ୪୫୭୨୯ ୧୯୨୦୪୨୩ ୧୩୭୬୭ ୨୦୫୧୫ ୩୪
ମୋଟ ୨୦୦୪୩୩୩ ୩୮୩୬୦୭୧୦ ୩୩୫୯୩୯ ୪୯୩୧୯୮ ୮୭୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.