Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୫୩ ମୃତ

26

ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭୯,୦୯୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୧,୯୫,୦୬୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୦୪୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୫୨,୧୬୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୧୭୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୫୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୮,୦୦୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୩%

ଆରୋଗ୍ୟ ହୋଇଛନ୍ତି ୯୮.୪୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୮, ୩୪, ୭୮, ୧୮୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୪, ୫୬, ୯୧୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୬, ୬୧, ୨୬, ୬୫୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୧୪, ୦୭୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୭୦ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୭ ୨୦୫୯୮୮୨ ୧୫୪ ୧୪୪୮୦
ଅରୁଣାଚଳ ପ୍ରଦେଶ ୨୨ ୫୫୦୨୦ ୨୮୦
ଆସାମ ୨୩୦୨ ୬୧୧୧୩୫ ୧୧୯ ୬୧୪୯
ବିହାର ୮୫ ୭୧୪୧୯୮ ୧୨୦୯୩
ଚଣ୍ଡିଗଡ଼ ୧୦୦ ୬୪୫୩୯ ୧୦୭୮
ଛତିଶଗଡ ୩୦୪ ୯୯୩୫୧୩ ୪୧ ୧୩୫୯୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୨
ଦିଲ୍ଲୀ ୫୩୧ ୧୪୧୬୬୫୬ ୧୦୦ ୨୫୧୦୧
୧୦ ଗୋଆ ୩୯୬ ୧୭୫୮୮୮ ୩୭ ୩୪୮୫
୧୧ ଗୁଜୁରାଟ ୫୭୭ ୮୧୭୯୩୭ ୬୩ ୧୦୧୦୨
୧୨ ହରିୟାଣା ୨୩୨ ୭୬୧୯୩୫ ୩୨ ୧୦୦୬୧
୧୩ ହିମାଚଳ ପ୍ରଦେଶ ୪୫୪ ୨୨୪୦୦୬ ୭୦ ୩୮୬୮
୧୪ ଜାମ୍ମୁ କାଶ୍ମୀର ୧୩୬୩ ୩୩୪୦୫୬ ୧୯୨ ୪୫୧୩
୧୫ ଝାଡଖଣ୍ଡ ୧୫୯ ୩୪୪୨୭୨ ୧୭ ୫୧୪୨
୧୬ କର୍ଣ୍ଣାଟକ ୭୧୦୩ ୨୯୫୭୨୫୬ ୨୮୬ ୩୮୨୯୦
୧୭ କେରଳ ୨୯୩୯୬ ୫୧୪୫୫୦୧ ୩୭୨୨ ୪୪୯୨୨ ୪୧୯
୧୮ ଲଦାଖ ୧୮୧ ୨୧୫୭୨ ୧୯ ୨୧୮
୧୯ ଲକ୍ଷଦୀପ ୧୦୩୫୫ ୫୧
୨୦ ମଧ୍ୟପ୍ରଦେଶ ୧୮୩ ୭୮୨୭୯୬ ୧୭ ୧୦୫୩୦
୨୧ ମହାରାଷ୍ଟ୍ର ୧୦୭୭୨ ୬୪୯୮୦୧୫ ୫୧୫ ୧୪୧୩୫୩
୨୨ ମଣିପୁର ୨୦୪ ୧୨୩୪୫୧ ୧୪ ୧୯୯୫
୨୩ ମେଘାଳୟ ୯୪ ୮୩୧୮୪ ୨୩ ୧୪୭୯
୨୪ ମିଜୋରାମ ୧୮୬୯ ୧୩୭୩୦୩ ୯୪୪ ୫୩୩
୨୫ ନାଗାଲାଣ୍ଡ ୮୩ ୩୧୩୮୬ ୭୦୧
୨୬ ଓଡ଼ିଶା ୧୭୦୦ ୧୦୪୨୮୭୫ ୧୭୪ ୮୪୪୫
୨୭ ପୁଡୁଚେରୀ ୧୨୯ ୧୨୭୩୧୬ ୩୨ ୧୮୮୦
୨୮ ପଞ୍ଜାବ ୨୯୮ ୫୮୭୦୫୮ ୪୪ ୧୬୬୩୦
୨୯ ରାଜସ୍ଥାନ ୨୧୦ ୯୪୬୦୮୨ ୪୫ ୮୯୬୦
୩୦ ସିକ୍କିମ୍ ୯୭ ୩୧୯୫୯ ୪୦୭
୩୧ ତାମିଲନାଡୁ ୭୧୭୨ ୨୬୯୬୫୫୩ ୬୯୭ ୩୬୬୮୬
୩୨ ତେଲେଙ୍ଗାନା ୩୬୪୨ ୬୭୨୦୬୩ ୨୦୭ ୪୦୧୫
୩୩ ତ୍ରିପୁରା ୬୨ ୮୪୦୮୪ ୮୨୭
୩୪ ଉତ୍ତରାଖଣ୍ଡ ୧୭୦ ୩୩୭୦୧୮ ୭୪୧୪
୩୫ ଉତ୍ତରପ୍ରଦେଶ ୨୦୩ ୧୬୮୭୬୦୪ ୨୦ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୪୭୪ ୧୬୦୦୩୪୦ ୪୨୨ ୧୯୬୭୬
ମୋଟ ୭୯୦୯୭ ୩୪୧୯୫୦୬୦ ୮୦୪୩ ୪୭୮୦୦୭ ୪୫୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.