Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୬୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୫...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୬୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୫ ମୃତ

25

ନୂଆ ଦିଲ୍ଲୀ ୪-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୬୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯,୯୭୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮୮୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୫୩,୮୫୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୧୯୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୫୨୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୨୪,୩୬୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୧୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୦,୫୩୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮୮୭%

ଆରୋଗ୍ୟ ହୋଇଛନ୍ତି ୯୮.୩୫୨୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୬, ୫୩, ୪୪, ୯୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୬୩, ୭୦୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୪, ୬୦, ୨୬, ୭୮୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୨, ୫୯୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୧ ୧୨୯
ଆନ୍ଧ୍ରପ୍ରଦେଶ ୨୧୫୭ ୨୦୫୬୭୮୮ ୧୧୮ ୧୪୪୪୫
ଅରୁଣାଚଳ ପ୍ରଦେଶ ୩୩ ୫୪୯୭୩ ୨୮୦
ଆସାମ ୨୪୮୦ ୬୦୮୭୧୩ ୧୯୬ ୬୧୧୩
ବିହାର ୩୨ ୭୧୬୫୩୪ ୯୬୬୪
ଚଣ୍ଡିଗଡ଼ ୬୪ ୬୪୫୯୪ ୮୨୦
ଛତିଶଗଡ ୩୨୧ ୯୯୨୯୮୪ ୩୫ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୩୨ ୧୪୧୫୮୧୪ ୨୯ ୨୫୦୯୮
୧୦ ଗୋଆ ୩୮୦ ୧୭୫୩୨୩ ୨୮ ୩୩୮୫
୧୧ ଗୁଜୁରାଟ ୩୧୮ ୮୧୭୨୦୩ ୪୫ ୧୦୦୯୪
୧୨ ହରିୟାଣା ୧୮୨ ୭୬୧୫୪୪ ୧୬ ୧୦୦୫୪
୧୩ ହିମାଚଳ ପ୍ରଦେଶ ୭୯୭ ୨୨୨୭୫୬ ୮୭ ୩୮୫୨
୧୪ ଜାମ୍ମୁ କାଶ୍ମୀର ୧୭୦୮ ୩୩୧୨୫୭ ୧୬୮ ୪୪୭୯
୧୫ ଝାଡଖଣ୍ଡ ୯୨ ୩୪୪୦୪୯ ୧୪ ୫୧୪୧
୧୬ କର୍ଣ୍ଣାଟକ ୬୯୨୫ ୨୯୫୨୧୦୧ ୨୫୬ ୩୮୨୨୦
୧୭ କେରଳ ୪୫୨୯୩ ୫୦୭୦୪୯୭ ୪୪୬୩ ୪୧୧୨୪ ୨୬୯
୧୮ ଲଦାଖ ୩୧୧ ୨୧୧୪୩ ୨୧ ୨୧୫
୧୯ ଲକ୍ଷଦୀପ ୧୬ ୧୦୩୩୦ ୫୧
୨୦ ମଧ୍ୟପ୍ରଦେଶ ୧୩୪ ୭୮୨୫୫୨ ୧୦୫୨୮
୨୧ ମହାରାଷ୍ଟ୍ର ୧୦୮୦୫ ୬୪୮୫୩୩୫ ୪୫ ୧୪୧୧୪୯ ୧୦୦
୨୨ ମଣିପୁର ୩୬୬ ୧୨୨୯୫୧ ୩୨୪ ୧୯୮୦
୨୩ ମେଘାଳୟ ୨୯୬ ୮୨୭୮୫ ୨୧ ୧୪୭୫
୨୪ ମିଜୋରାମ ୩୬୨୦ ୧୩୧୯୫୬ ୪୧୧ ୫୦୪
୨୫ ନାଗାଲାଣ୍ଡ ୧୨୨ ୩୧୩୦୯ ୬୯୯
୨୬ ଓଡ଼ିଶା ୨୨୪୫ ୧୦୩୯୨୦୪ ୨୩୩ ୮୪୧୮
୨୭ ପୁଡୁଚେରୀ ୨୯୯ ୧୨୬୮୫୫ ୨୯ ୧୮୭୪
୨୮ ପଞ୍ଜାବ ୩୫୯ ୫୮୬୪୪୪ ୪୨ ୧୬୬୦୭
୨୯ ରାଜସ୍ଥାନ ୨୧୪ ୯୪୫୬୭୯ ୨୦ ୮୯୫୫
୩୦ ସିକ୍କିମ୍ ୨୦୬ ୩୧୭୩୪ ୪୦୩
୩୧ ତାମିଲନାଡୁ ୮୦୯୮ ୨୬୮୪୪୫୦ ୭୫୯ ୩୬୫୧୩
୩୨ ତେଲେଙ୍ଗାନା ୩୭୨୩ ୬୬୮୮୫୪ ୧୫୩ ୩୯୯୭
୩୩ ତ୍ରିପୁରା ୮୮ ୮୩୯୩୧ ୧୫ ୮୨୫
୩୪ ଉତ୍ତରାଖଣ୍ଡ ୧୮୭ ୩୩୬୭୪୦ ୭୪୦୮
୩୫ ଉତ୍ତରପ୍ରଦେଶ ୯୩ ୧୬୮୭୪୨୧ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୬୭୦ ୧୫୯୦୮୨୩ ୬୧୫ ୧୯୫୨୩ ୧୩
ମୋଟ ୯୯୯୭୪ ୩୪୦୫୩୮୫୬ ୮୧୯୦ ୪୭୦୫୩୦ ୪୧୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.