Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୯ ମୃତ

47

ନୂଆ ଦିଲ୍ଲୀ ୨୨-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୮,୪୪୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩୪.୩୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୯,୩୪,୫୪୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୧୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୦୭୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୧୮,୯୦୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪,୨୭୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୫,୯୧୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩୪.୩୧%

ଆରୋଗ୍ୟ ହୋଇଛନ୍ତି ୯୮.୩୦୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୫%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୧୬, ୮୭, ୨୮, ୩୮୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୨, ୯୯, ୩୩୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୩, ୨୫, ୨୪, ୨୫୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୭, ୮୩, ୫୬୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୫ ୧୨୯
ଆନ୍ଧ୍ରପ୍ରଦେଶ ୨୨୬୫ ୨୦୫୪୫୫୩ ୩୦୧ ୧୪୪୨୬
ଅରୁଣାଚଳ ପ୍ରଦେଶ ୩୮ ୫୪୯୨୯ ୨୮୦
ଆସାମ ୨୯୭୩ ୬୦୬୩୩୭ ୨୨୦ ୬୦୭୨
ବିହାର ୪୦ ୭୧୬୪୮୫ ୯୬୬୩
ଚଣ୍ଡିଗଡ଼ ୩୦ ୬୪୫୫୬ ୮୨୦
ଛତିଶଗଡ ୨୯୫ ୯୯୨୬୫୫ ୨୩ ୧୩୫୯୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୦୯ ୧୪୧୫୨୬୨ ୪୫ ୨୫୦୯୫
୧୦ ଗୋଆ ୨୩୫ ୧୭୫୦୪୮ ୨୬ ୩୩୭୮
୧୧ ଗୁଜୁରାଟ ୩୧୦ ୮୧୬୮୦୫ ୩୫ ୧୦୦୯୧
୧୨ ହରିୟାଣା ୧୪୦ ୭୬୧୩୫୧ ୧୦୦୫୩
୧୩ ହିମାଚଳ ପ୍ରଦେଶ ୯୧୦ ୨୨୧୬୫୪ ୧୪୬ ୩୮୩୧
୧୪ ଜାମ୍ମୁ କାଶ୍ମୀର ୧୭୦୧ ୩୨୯୨୦୬ ୧୬୦ ୪୪୬୧
୧୫ ଝାଡଖଣ୍ଡ ୧୩୧ ୩୪୩୮୬୪ ୧୦ ୫୧୪୦
୧୬ କର୍ଣ୍ଣାଟକ ୭୦୯୩ ୨୯୪୮୩୩୧ ୨୭୮ ୩୮୧୭୫
୧୭ କେରଳ ୫୮୭୨୩ ୫୦୦୪୭୮୬ ୭୮୦୮ ୩୭୪୯୫ ୧୯୬
୧୮ ଲଦାଖ ୨୩୦ ୨୦୮୮୫ ୧୦ ୨୧୨
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୫ ୭୮୨୪୧୬ ୧୦ ୧୦୫୨୬
୨୧ ମହାରାଷ୍ଟ୍ର ୧୩୪୫୪ ୬୪୭୫୬୮୨ ୭୩୦ ୧୪୦୭୩୯ ୧୭
୨୨ ମଣିପୁର ୬୮୨ ୧୨୨୨୭୪ ୨୯ ୧୯୬୨
୨୩ ମେଘାଳୟ ୨୮୦ ୮୨୪୯୪ ୩୧ ୧୪୬୭
୨୪ ମିଜୋରାମ ୪୭୪୬ ୧୨୬୬୭୨ ୫୦୯ ୪୭୯
୨୫ ନାଗାଲାଣ୍ଡ ୧୨୬ ୩୧୨୨୯ ୬୯୫
୨୬ ଓଡ଼ିଶା ୨୧୦୯ ୧୦୩୬୫୦୧ ୨୭୧ ୮୩୯୩
୨୭ ପୁଡୁଚେରୀ ୩୨୩ ୧୨୬୪୭୦ ୨୫ ୧୮୭୦
୨୮ ପଞ୍ଜାବ ୨୭୯ ୫୮୬୧୧୭ ୩୫ ୧୬୫୮୪
୨୯ ରାଜସ୍ଥାନ ୧୧୯ ୯୪୫୫୩୨ ୮୯୫୫
୩୦ ସିକ୍କିମ୍ ୧୨୩ ୩୧୬୪୩ ୧୦ ୪୦୩
୩୧ ତାମିଲନାଡୁ ୮୭୨୨ ୨୬୭୫୧୭୪ ୮୪୭ ୩୬୩୭୫ ୧୪
୩୨ ତେଲେଙ୍ଗାନା ୩୫୭୫ ୬୬୬୯୯୯ ୧୫୩ ୩୯୮୧
୩୩ ତ୍ରିପୁରା ୭୬ ୮୩୮୨୭ ୮୧୮
୩୪ ଉତ୍ତରାଖଣ୍ଡ ୧୯୨ ୩୩୬୫୧୦ ୭୪୦୪
୩୫ ଉତ୍ତରପ୍ରଦେଶ ୧୦୨ ୧୬୮୭୩୨୧ ୨୨୯୦୯
୩୬ ପଶ୍ଚିମବଙ୍ଗ ୮୦୨୦ ୧୫୮୨୪୪୨ ୭୪୫ ୧୯୩୮୩
ମୋଟ ୧୧୮୪୪୩ ୩୩୯୩୪୫୪୭ ୧୨୫୧୦ ୪୬୫୯୧୧ ୨୪୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.