Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୧...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୧ ମୃତ

30

ନୂଆ ଦିଲ୍ଲୀ ୦୩-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୧,୨୦୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୬,୯୭,୭୪୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧୫୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୦୮,୧୪୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୫୬୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୯,୧୯୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୪%

ଆରୋଗ୍ୟ ହୋଇଛନ୍ତି ୯୮.୨୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୭, ୨୯, ୬୬, ୩୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୧, ୧୬, ୨୩୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୫୧୯ ୧୨୯
ଆନ୍ଧ୍ରପ୍ରଦେଶ ୪୦୪୨ ୨୦୪୮୫୦୫ ୩୫୪ ୧୪୩୮୨
ଅରୁଣାଚଳ ପ୍ରଦେଶ ୮୨ ୫୪୮୦୫ ୨୮୦
ଆସାମ ୩୭୩୨ ୬୦୧୪୬୮ ୧୫୯ ୬୦୧୧
ବିହାର ୪୫ ୭୧୬୪୦୫ ୯୬୬୧
ଚଣ୍ଡିଗଡ଼ ୩୪ ୬୪୫୦୧ ୮୨୦
ଛତିଶଗଡ ୨୯୫ ୯୯୨୨୨୧ ୨୫ ୧୩୫୮୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୫
ଦିଲ୍ଲୀ ୩୦୯ ୧୪୧୪୫୨୨ ୪୨ ୨୫୦୯୧
୧୦ ଗୋଆ ୩୧୫ ୧୭୪୪୮୫ ୩୮ ୩୩୬୬
୧୧ ଗୁଜୁରାଟ ୧୯୯ ୮୧୬୩୩୮ ୨୭ ୧୦୦୯୦
୧୨ ହରିୟାଣା ୧୨୮ ୭୬୧୦୯୬ ୨୧ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୭୯୬ ୨୧୮୮୬୧ ୨୩୩ ୩୭୬୨
୧୪ ଜାମ୍ମୁ କାଶ୍ମୀର ୯୧୬ ୩୨୭୧୦୩ ୯୧ ୪୪୩୮
୧୫ ଝାଡଖଣ୍ଡ ୧୦୪ ୩୪୩୫୪୬ ୧୦ ୫୧୩୮
୧୬ କର୍ଣ୍ଣାଟକ ୮୩୯୯ ୨୯୪୨୨୭୨ ୩୭୬ ୩୮୦୮୯
୧୭ କେରଳ ୭୫୨୩୨ ୪୮୭୨୯୩୦ ୮୪୨୪ ୩୨୨୩୬ ୧୮୭
୧୮ ଲଦାଖ ୮୧ ୨୦୬୯୦ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୧୨୧ ୭୮୨୨୨୭ ୧୦୫୨୪
୨୧ ମହାରାଷ୍ଟ୍ର ୧୯୧୧୦ ୬୪୫୩୫୮୧ ୧୦୯୫ ୧୪୦୨୭୪ ୪୮
୨୨ ମଣିପୁର ୭୦୪ ୧୨୧୨୧୩ ୬୧ ୧୯୨୫
୨୩ ମେଘାଳୟ ୪୧୨ ୮୧୮୪୪ ୩୭ ୧୪୫୬
୨୪ ମିଜୋରାମ ୬୩୨୫ ୧୧୬୨୩୧ ୭୯୬ ୪୩୬
୨୫ ନାଗାଲାଣ୍ଡ ୨୦୫ ୩୦୯୭୭ ୧୯ ୬୮୬
୨୬ ଓଡ଼ିଶା ୪୧୭୫ ୧୦୨୯୫୮୫ ୮୩୪୦
୨୭ ପୁଡୁଚେରୀ ୩୮୮ ୧୨୫୮୩୦ ୫୧ ୧୮୫୯
୨୮ ପଞ୍ଜାବ ୨୨୮ ୫୮୫୬୪୫ ୩୨ ୧୬୫୬୧
୨୯ ରାଜସ୍ଥାନ ୪୦ ୯୪୫୪୪୬ ୮୯୫୪
୩୦ ସିକ୍କିମ୍ ୧୭୦ ୩୧୪୨୭ ୧୮ ୩୯୭
୩୧ ତାମିଲନାଡୁ ୧୧୧୪୭ ୨୬୫୭୨୮୨ ୧୧୧୪ ୩୬୧୫୭ ୨୧
୩୨ ତେଲେଙ୍ଗାନା ୩୯୩୩ ୬୬୩୮୯୮ ୨୦୭ ୩୯୫୯
୩୩ ତ୍ରିପୁରା ୧୫୦ ୮୩୫୬୫ ୧୨ ୮୧୬
୩୪ ଉତ୍ତରାଖଣ୍ଡ ୧୫୧ ୩୩୬୩୫୯ ୭୪୦୧
୩୫ ଉତ୍ତରପ୍ରଦେଶ ୧୦୨ ୧୬୮୭୧୬୫ ୧୦ ୨୨୯୦୧
୩୬ ପଶ୍ଚିମବଙ୍ଗ ୮୧୨୬ ୧୫୬୭୨୦୯ ୮୭୧ ୧୯୧୬୦ ୧୧
ମୋଟ ୧୫୧୨୦୯ ୩୩୬୯୭୭୪୦ ୧୪୧୫୯ ୪୫୯୧୯୧ ୩୧୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.