Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୮୫...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ

41

ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୨,୬୬୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୫,୯୭,୩୩୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୪,୦୨୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୧୫,୬୫୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୫୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୮୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୫,୬୫୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୮%

ଆରୋଗ୍ୟ ହୋଇଛନ୍ତି ୯୮.୧୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୩, ୫୩, ୨୫, ୫୭୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୫, ୮୯, ୧୨୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୫ ୧୨୯
ଆନ୍ଧ୍ରପ୍ରଦେଶ ୪୬୫୫ ୨୦୪୫୨୭୬ ୫୮୪ ୧୪୩୫୬
ଅରୁଣାଚଳ ପ୍ରଦେଶ ୧୩୭ ୫୪୬୯୭ ୧୦ ୨୮୦
ଆସାମ ୩୯୯୧ ୫୯୯୨୯୦ ୨୩୫ ୫୯୮୧
ବିହାର ୪୦ ୭୧୬୩୬୭ ୯୬୬୧
ଚଣ୍ଡିଗଡ଼ ୨୭ ୬୪୪୭୯ ୮୨୦
ଛତିଶଗଡ ୨୪୯ ୯୯୨୦୭୬ ୧୦ ୧୩୫୭୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୧
ଦିଲ୍ଲୀ ୩୨୩ ୧୪୧୪୨୫୭ ୨୫ ୨୫୦୯୧
୧୦ ଗୋଆ ୪୮୩ ୧୭୪୧୦୧ ୫୯ ୩୩୬୨
୧୧ ଗୁଜୁରାଟ ୧୭୧ ୮୧୬୨୦୫ ୧୮ ୧୦୦୮୮
୧୨ ହରିୟାଣା ୧୨୮ ୭୬୧୦୧୨ ୧୩ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୭୬୧ ୨୧୭୬୪୫ ୧୪୯ ୩୭୩୯
୧୪ ଜାମ୍ମୁ କାଶ୍ମୀର ୮୫୪ ୩୨୬୫୧୦ ୭୭ ୪୪୩୧
୧୫ ଝାଡଖଣ୍ଡ ୧୯୦ ୩୪୩୩୫୨ ୨୩ ୫୧୩୫
୧୬ କର୍ଣ୍ଣାଟକ ୮୫୩୯ ୨୯୩୯୯୯୦ ୩୪୩ ୩୮୦୨୪
୧୭ କେରଳ ୭୫୦୫୮ ୪୮୨୪୭୪୫ ୬୯୬୦ ୨୯୩୫୫ ୪୮୨
୧୮ ଲଦାଖ ୪୧ ୨୦୬୬୮ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୯୯ ୭୮୨୧୬୨ ୧୨ ୧୦୫୨୩
୨୧ ମହାରାଷ୍ଟ୍ର ୨୬୫୯୬ ୬୪୩୮୩୯୫ ୧୩୭୦ ୧୪୦୦୬୦ ୩୨
୨୨ ମଣିପୁର ୮୭୩ ୧୨୦୬୧୫ ୮୧ ୧୯୧୫
୨୩ ମେଘାଳୟ ୫୨୯ ୮୧୪୪୦ ୮୯ ୧୪୪୬
୨୪ ମିଜୋରାମ ୭୭୬୬ ୧୧୦୭୬୧ ୧୦୫୯ ୪୨୨
୨୫ ନାଗାଲାଣ୍ଡ ୨୨୫ ୩୦୮୪୧ ୪୩ ୬୮୧
୨୬ ଓଡ଼ିଶା ୪୧୭୯ ୧୦୨୬୭୭୪ ୪୯୭ ୮୩୧୬
୨୭ ପୁଡୁଚେରୀ ୪୫୩ ୧୨୫୪୯୬ ୪୨ ୧୮୫୭
୨୮ ପଞ୍ଜାବ ୨୨୬ ୫୮୫୪୭୧ ୨୩ ୧୬୫୫୪
୨୯ ରାଜସ୍ଥାନ ୨୦ ୯୪୫୪୩୩ ୮୯୫୪
୩୦ ସିକ୍କିମ୍ ୧୭୬ ୩୧୩୪୧ ୧୨ ୩୯୫
୩୧ ତାମିଲନାଡୁ ୧୨୫୪୦ ୨୬୪୮୮୩୦ ୧୩୨୬ ୩୬୦୪୮ ୧୫
୩୨ ତେଲେଙ୍ଗାନା ୪୧୦୧ ୬୬୨୫୯୨ ୧୧୧ ୩୯୫୦
୩୩ ତ୍ରିପୁରା ୧୨୨ ୮୩୪୮୫ ୮୧୬
୩୪ ଉତ୍ତରାଖଣ୍ଡ ୧୫୬ ୩୩୬୨୮୯ ୧୨ ୭୩୯୯
୩୫ ଉତ୍ତରପ୍ରଦେଶ ୯୪ ୧୬୮୭୧୦୮ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୮୪୯ ୧୫୬୧୧୩୬ ୮୧୧ ୧୯୦୮୧ ୧୫
ମୋଟ ୧୬୨୬୬୧ ୩୩୫୯୭୩୩୯ ୧୪୦୨୧ ୪୫୫୬୫୩ ୫୮୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.