ନୂଆ ଦିଲ୍ଲୀ ୨୦-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୭୮,୦୯୮ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୨% ଅଟେ।
ସମଗ୍ର ଦେଶରେ ସମୁଦାୟ ୩,୩୪,୭୮,୨୪୭ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୪୬ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୮.୧୫% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୦୮,୯୯୬ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫,୦୨୦ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୨,୬୫୧ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୫୨%
ଆରୋଗ୍ୟ ହୋଇଛନ୍ତି ୯୮.୧୫%
ଏବଂ ମୃତ୍ୟୁ ସଂଖ୍ୟା ୧.୩୩%
ଟିକାକରଣ
ଦେଶରେ ମୋଟ ଟିକାକରଣ ୯୯, ୧୨, ୮୨, ୨୮୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୧, ୩୬, ୧୪୨
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୫୯, ୪୪, ୨୯, ୮୯୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୨୩, ୭୦୨
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୮ | ୭୫୦୯ | ୩ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୫୬୫୪ | ୨୦୪୧୩୧୬ | ୫୩୪ | ୧୪୩୧୭ | ୪ |
୩ | ଅରୁଣାଚଳ ପ୍ରଦେଶ | ୧୪୫ | ୫୪୬୦୬ | ୧୭ | ୨୮୦ | ୦ |
୪ | ଆସାମ | ୩୫୮୫ | ୫୯୭୫୭୭ | ୨୨୯ | ୫୯୫୭ | ୦ |
୫ | ବିହାର | ୪୨ | ୭୧୬୩୩୦ | ୭ | ୯୬୬୧ | ୦ |
୬ | ଚଣ୍ଡିଗଡ଼ | ୨୫ | ୬୪୪୬୫ | ୩ | ୮୨୦ | ୦ |
୭ | ଛତିଶଗଡ | ୧୮୮ | ୯୯୧୯୪୩ | ୨୧ | ୧୩୫୭୦ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୪ | ୧୦୬୬୮ | ୦ | ୪ | ୦ |
୯ | ଦିଲ୍ଲୀ | ୩୨୨ | ୧୪୧୪୦୨୯ | ୧୧ | ୨୫୦୯୦ | ୧ |
୧୦ | ଗୋଆ | ୬୨୦ | ୧୭୩୬୮୫ | ୫୬ | ୩୩୫୪ | ୪ |
୧୧ | ଗୁଜୁରାଟ | ୧୮୫ | ୮୧୬୦୫୫ | ୨୬ | ୧୦୦୮୬ | ୦ |
୧୨ | ହରିୟାଣା | ୧୨୬ | ୭୬୦୯୨୬ | ୯ | ୧୦୦୪୯ | ୦ |
୧୩ | ହିମାଚଳ ପ୍ରଦେଶ | ୧୩୪୮ | ୨୧୬୭୫୧ | ୧୪୨ | ୩୭୨୭ | ୨ |
୧୪ | ଜାମ୍ମୁ କାଶ୍ମୀର | ୮୦୩ | ୩୨୫୯୯୦ | ୯୭ | ୪୪୨୮ | ୦ |
୧୫ | ଝାଡଖଣ୍ଡ | ୧୨୮ | ୩୪୩୧୯୮ | ୧୪ | ୫୧୩୫ | ୦ |
୧୬ | କର୍ଣ୍ଣାଟକ | ୯୧୨୯ | ୨୯୩୬୯୨୬ | ୩୯୯ | ୩୭୯୬୭ | ୧୪ |
୧୭ | କେରଳ | ୮୦୮୫୭ | ୪୭୬୦୭୮୧ | ୧୦୪୮୮ | ୨୭୦୦୨ | ୭୭ |
୧୮ | ଲଦାଖ | ୩୪ | ୨୦୬୪୧ | ୨ | ୨୦୮ | ୦ |
୧୯ | ଲକ୍ଷଦୀପ | ୦ | ୧୦୩୧୪ | ୦ | ୫୧ | ୦ |
୨୦ | ମଧ୍ୟପ୍ରଦେଶ | ୭୯ | ୭୮୨୦୯୮ | ୧୨ | ୧୦୫୨୩ | ୦ |
୨୧ | ମହାରାଷ୍ଟ୍ର | ୩୦୪୦୮ | ୬୪୨୪୫୪୭ | ୨୭୯୧ | ୧୩୯୮୬୫ | ୪୯ |
୨୨ | ମଣିପୁର | ୧୩୫୮ | ୧୧୯୬୪୦ | ୧୧୬ | ୧୯୦୧ | ୪ |
୨୩ | ମେଘାଳୟ | ୭୪୦ | ୮୦୯୦୦ | ୧୦୧ | ୧୪୩୯ | ୧ |
୨୪ | ମିଜୋରାମ | ୧୦୭୬୮ | ୧୦୩୩୦୫ | ୧୨୬୯ | ୩୯୩ | ୨ |
୨୫ | ନାଗାଲାଣ୍ଡ | ୨୪୭ | ୩୦୭୧୮ | ୧୮ | ୬୭୬ | ୧ |
୨୬ | ଓଡ଼ିଶା | ୪୨୮୧ | ୧୦୨୩୩୯୮ | ୬୧୮ | ୮୨୯୪ | ୪ |
୨୭ | ପୁଡୁଚେରୀ | ୪୯୦ | ୧୨୫୧୩୭ | ୮୬ | ୧୮୫୨ | ୨ |
୨୮ | ପଞ୍ଜାବ | ୨୧୬ | ୫୮୫୩୧୬ | ୨୦ | ୧୬୫୪୯ | ୫ |
୨୯ | ରାଜସ୍ଥାନ | ୩୮ | ୯୪୫୪୦୦ | ୫ | ୮୯୫୪ | ୦ |
୩୦ | ସିକ୍କିମ୍ | ୧୮୧ | ୩୧୨୧୦ | ୧୦ | ୩୯୨ | ୧ |
୩୧ | ତାମିଲନାଡୁ | ୧୪୩୨୬ | ୨୬୩୯୨୦୯ | ୧୪୦୭ | ୩୫୯୨୮ | ୧୬ |
୩୨ | ତେଲେଙ୍ଗାନା | ୩୯୪୦ | ୬୬୧୪୮୪ | ୧୯୦ | ୩୯୪୧ | ୧ |
୩୩ | ତ୍ରିପୁରା | ୧୦୨ | ୮୩୪୩୧ | ୧୭ | ୮୧୬ | ୦ |
୩୪ | ଉତ୍ତରାଖଣ୍ଡ | ୧୭୫ | ୩୩୬୧୯୩ | ୭ | ୭୩୯୭ | ୦ |
୩୫ | ଉତ୍ତରପ୍ରଦେଶ | ୧୧୮ | ୧୬୮୭୦୩୧ | ୧୬ | ୨୨୮୯୮ | ୦ |
୩୬ | ପଶ୍ଚିମବଙ୍ଗ | ୭୪୨୮ | ୧୫୫୫୫୨୦ | ୭୦୫ | ୧୮୯୯୮ | ୯ |
ମୋଟ | ୧୭୮୦୯୮ | ୩୩୪୭୮୨୪୭ | ୧୯୪୪୬ | ୪୫୨୬୫୧ | ୧୯୭ |