ନୂଆ ଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୯୫,୮୪୬ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୭% ଅଟେ।
ସମଗ୍ର ଦେଶରେ ସମୁଦାୟ ୩,୩୪,୧୯,୭୪୯ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧୯,୭୮୮ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୮.୧୦% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୬୭,୭୧୯ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫,୭୮୬ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୨,୧୨୪ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୫୭%
ଆରୋଗ୍ୟ ହୋଇଛନ୍ତି ୯୮.୧୦%
ଏବଂ ମୃତ୍ୟୁ ସଂଖ୍ୟା ୧.୩୩%
ଟିକାକରଣ
ଦେଶରେ ମୋଟ ଟିକାକରଣ ୯୭, ୬୫, ୮୯, ୫୪୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୧, ୨୦, ୭୭୨
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୫୯, ୦୯, ୩୫, ୩୮୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୦୦, ୧୨୩
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୯ | ୭୫୦୩ | ୦ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୬୧୯୩ | ୨୦୩୯୫୪୫ | ୫୮୫ | ୧୪୩୦୨ | ୭ |
୩ | ଅରୁଣାଚଳ ପ୍ରଦେଶ | ୧୭୦ | ୫୪୫୩୦ | ୨୯ | ୨୮୦ | ୦ |
୪ | ଆସାମ | ୩୪୮୨ | ୫୯୬୮୩୭ | ୨୯୦ | ୫୯୪୪ | ୫ |
୫ | ବିହାର | ୪୪ | ୭୧୬୩୧୬ | ୨ | ୯୬୬୧ | ୦ |
୬ | ଚଣ୍ଡିଗଡ଼ | ୨୮ | ୬୪୪୫୧ | ୪ | ୮୨୦ | ୦ |
୭ | ଛତିଶଗଡ | ୧୮୧ | ୯୯୧୮୮୭ | ୩୦ | ୧୩୫୭୦ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୩ | ୧୦୬୬୮ | ୦ | ୪ | ୦ |
୯ | ଦିଲ୍ଲୀ | ୩୨୬ | ୧୪୧୩୯୪୩ | ୨୨ | ୨୫୦୮୯ | ୦ |
୧୦ | ଗୋଆ | ୬୧୦ | ୧୭୩୫୧୦ | ୮୭ | ୩୩୪୨ | ୩ |
୧୧ | ଗୁଜୁରାଟ | ୨୧୩ | ୮୧୫୯୮୧ | ୨୧ | ୧୦୦୮୬ | ୦ |
୧୨ | ହରିୟାଣା | ୧୧୪ | ୭୬୦୮୯୮ | ୧୪ | ୧୦୦୪୯ | ୦ |
୧୩ | ହିମାଚଳ ପ୍ରଦେଶ | ୧୨୯୮ | ୨୧୬୨୮୯ | ୧୬୪ | ୩୭୧୯ | ୨ |
୧୪ | ଜାମ୍ମୁ କାଶ୍ମୀର | ୮୫୫ | ୩୨୫୬୮୬ | ୧୨୨ | ୪୪୨୬ | ୦ |
୧୫ | ଝାଡଖଣ୍ଡ | ୧୨୩ | ୩୪୩୧୬୫ | ୧୫ | ୫୧୩୫ | ୦ |
୧୬ | କର୍ଣ୍ଣାଟକ | ୯୫୩୭ | ୨୯୩୫୬୫୯ | ୪୨୧ | ୩୭୯୩୭ | ୬ |
୧୭ | କେରଳ | ୯୧୪୭୮ | ୪୭୨୮୪୯୭ | ୧୧୭୬୯ | ୨୬୭୯୧ | ୫୭ |
୧୮ | ଲଦାଖ | ୪୬ | ୨୦୬୨୨ | ୧ | ୨୦୮ | ୦ |
୧୯ | ଲକ୍ଷଦୀପ | ୦ | ୧୦୩୧୪ | ୧ | ୫୧ | ୦ |
୨୦ | ମଧ୍ୟପ୍ରଦେଶ | ୯୬ | ୭୮୨୦୬୦ | ୧୪ | ୧୦୫୨୩ | ୦ |
୨୧ | ମହାରାଷ୍ଟ୍ର | ୩୩୨୨୪ | ୬୪୧୬୯୯୮ | ୧୬୮୨ | ୧୩୯୭୬୦ | ୨୬ |
୨୨ | ମଣିପୁର | ୧୪୨୨ | ୧୧୯୩୧୬ | ୧୦୮ | ୧୮୯୫ | ୨ |
୨୩ | ମେଘାଳୟ | ୮୭୭ | ୮୦୫୮୭ | ୯୭ | ୧୪୩୪ | ୨ |
୨୪ | ମିଜୋରାମ | ୧୨୭୭୬ | ୯୯୪୪୦ | ୧୪୮୫ | ୩୮୩ | ୩ |
୨୫ | ନାଗାଲାଣ୍ଡ | ୨୩୬ | ୩୦୬୬୧ | ୧୬ | ୬୭୪ | ୦ |
୨୬ | ଓଡ଼ିଶା | ୪୬୧୦ | ୧୦୨୧୭୪୨ | ୫୬୨ | ୮୨୮୨ | ୩ |
୨୭ | ପୁଡୁଚେରୀ | ୫୯୮ | ୧୨୪୮୯୭ | ୬୧ | ୧୮୪୯ | ୦ |
୨୮ | ପଞ୍ଜାବ | ୨୧୯ | ୫୮୫୨୪୮ | ୨୪ | ୧୬୫୪୧ | ୧ |
୨୯ | ରାଜସ୍ଥାନ | ୪୪ | ୯୪୫୩୯୦ | ୧ | ୮୯୫୪ | ୦ |
୩୦ | ସିକ୍କିମ୍ | ୧୮୨ | ୩୧୧୭୨ | ୧୩ | ୩୯୧ | ୦ |
୩୧ | ତାମିଲନାଡୁ | ୧୫୦୨୨ | ୨୬୩୪୯୬୮ | ୧୪୩୪ | ୩୫୮୮୪ | ୧୫ |
୩୨ | ତେଲେଙ୍ଗାନା | ୩୯୭୯ | ୬୬୦୯୧୭ | ୧୮୭ | ୩୯୩୭ | ୧ |
୩୩ | ତ୍ରିପୁରା | ୧୦୦ | ୮୩୩୮୯ | ୮ | ୮୧୬ | ୦ |
୩୪ | ଉତ୍ତରାଖଣ୍ଡ | ୧୭୭ | ୩୩୬୧୭୩ | ୧୦ | ୭୩୯୭ | ୦ |
୩୫ | ଉତ୍ତରପ୍ରଦେଶ | ୧୨୯ | ୧୬୮୬୯୯୨ | ୮ | ୨୨୮୯୮ | ୧ |
୩୬ | ପଶ୍ଚିମବଙ୍ଗ | ୭୪୪୫ | ୧୫୫୩୪୯୮ | ୫୦୧ | ୧୮୯୬୩ | ୧୦ |
ମୋଟ | ୧୯୫୮୪୬ | ୩୩୪୧୯୭୪୯ | ୧୯୭୮୮ | ୪୫୨୧୨୪ | ୧୪୪ |