Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୬ ମୃତ

30

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୦୭,୬୫୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୩,୪୨,୯୦୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୪୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୦୧,୭୪୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭,୨୪୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୨୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୧,୧୮୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୧%

ଆରୋଗ୍ୟ ହୋଇଛନ୍ତି ୯୮.୦୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୬, ୪୩, ୭୯, ୨୧୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୦, ୬୩, ୮୪୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୬୩, ୬୩, ୪୪୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୨୫, ୩୯୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୯୮ ୧୨୯
ଆନ୍ଧ୍ରପ୍ରଦେଶ ୬୯୩୨ ୨୦୩୬୮୬୫ ୮୧୭ ୧୪୨୬୮ ୧୨
ଅରୁଣାଚଳ ପ୍ରଦେଶ ୨୩୬ ୫୪୪୨୬ ୧୪ ୨୮୦
ଆସାମ ୪୦୧୧ ୫୯୫୫୨୦ ୨୦୬ ୫୯୩୪
ବିହାର ୩୮ ୭୧୬୩୦୫ ୯୬୬୧
ଚଣ୍ଡିଗଡ଼ ୩୯ ୬୪୪୨୬ ୮୨୦
ଛତିଶଗଡ ୧୯୦ ୯୯୧୮୧୦ ୨୨ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୬୫ ୧୪୧୩୭୯୮ ୩୮ ୨୫୦୮୯
୧୦ ଗୋଆ ୬୪୬ ୧୭୩୨୫୨ ୮୧ ୩୩୩୦
୧୧ ଗୁଜୁରାଟ ୧୮୯ ୮୧୫୯୦୯ ୧୯ ୧୦୦୮୬
୧୨ ହରିୟାଣା ୨୬୩ ୭୬୦୮୭୧ ୧୧ ୯୮୭୫
୧୩ ହିମାଚଳ ପ୍ରଦେଶ ୧୩୧୨ ୨୧୫୭୭୦ ୯୫ ୩୭୧୦
୧୪ ଜାମ୍ମୁ କାଶ୍ମୀର ୯୯୩ ୩୨୫୨୪୭ ୧୩୬ ୪୪୨୬
୧୫ ଝାଡଖଣ୍ଡ ୧୨୦ ୩୪୩୧୨୬ ୫୧୩୫
୧୬ କର୍ଣ୍ଣାଟକ ୯୭୪୧ ୨୯୩୪୦୮୫ ୫୧୫ ୩୭୯୦୬ ୧୧
୧୭ କେରଳ ୯୭୨୩୯ ୪୬୮୫୯୩୨ ୧୨୪୯୦ ୨୬୪୪୮ ୧୦୬
୧୮ ଲଦାଖ ୪୬ ୨୦୬୦୨ ୨୦୮
୧୯ ଲକ୍ଷଦୀପ ୧୦୩୧୧ ୫୧
୨୦ ମଧ୍ୟପ୍ରଦେଶ ୧୦୯ ୭୮୨୦୧୫ ୧୦୫୨୩
୨୧ ମହାରାଷ୍ଟ୍ର ୩୪୧୨୦ ୬୪୦୭୯୩୬ ୩୬୧୬ ୧୩୯୬୨୧ ୪୩
୨୨ ମଣିପୁର ୧୪୩୩ ୧୧୮୯୦୮ ୩୯୨ ୧୮୮୭
୨୩ ମେଘାଳୟ ୧୦୨୧ ୮୦୧୩୪ ୧୨୨ ୧୪୨୫
୨୪ ମିଜୋରାମ ୧୪୪୮୪ ୯୩୯୩୯ ୧୧୧୭ ୩୬୭
୨୫ ନାଗାଲାଣ୍ଡ ୨୪୭ ୩୦୫୭୨ ୨୭ ୬୭୩
୨୬ ଓଡ଼ିଶା ୪୬୪୮ ୧୦୧୯୭୬୪ ୫୪୬ ୮୨୬୧
୨୭ ପୁଡୁଚେରୀ ୬୧୭ ୧୨୪୬୮୬ ୭୮ ୧୮୪୮
୨୮ ପଞ୍ଜାବ ୨୧୫ ୫୮୫୧୬୭ ୩୩ ୧୬୫୩୧
୨୯ ରାଜସ୍ଥାନ ୩୬ ୯୪୫୩୮୦ ୮୯୫୪
୩୦ ସିକ୍କିମ୍ ୨୨୪ ୩୧୦୮୫ ୩୧ ୩୮୯
୩୧ ତାମିଲନାଡୁ ୧୫୮୪୨ ୨୬୨୯୨୦୧ ୧୪୨୧ ୩୫୮୧୪ ୧୮
୩୨ ତେଲେଙ୍ଗାନା ୪୧୯୦ ୬୬୦୧୪୩ ୨୦୧ ୩୯୩୩
୩୩ ତ୍ରିପୁରା ୧୧୭ ୮୩୩୫୨ ୧୦ ୮୧୬
୩୪ ଉତ୍ତରାଖଣ୍ଡ ୧୫୮ ୩୩୬୧୪୦ ୨୩ ୭୩୯୭
୩୫ ଉତ୍ତରପ୍ରଦେଶ ୧୪୪ ୧୬୮୬୯୪୫ ୧୭ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୬୭୨ ୧୫୫୧୧୧୫ ୭୩୫ ୧୮୯୨୪ ୧୦
ମୋଟ ୨୦୭୬୫୩ ୩୩୩୪୨୯୦୧ ୨୨୮୪୪ ୪୫୧୧୮୯ ୨୨୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.