Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୧ ମୃତ

22

ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୧୪,୯୦୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୩,୨୦,୦୫୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୭୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୮୫,୯୨୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୨,୪୪୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୦,୯୬୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୩%

ଆରୋଗ୍ୟ ହୋଇଛନ୍ତି ୯୮.୦୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୫, ୮୯, ୭୮, ୦୪୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୫, ୮୬, ୦୯୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୫୦, ୩୮, ୦୪୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୮୧, ୭୬୬

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୪୯୫ ୧୨୯
ଆନ୍ଧ୍ରପ୍ରଦେଶ ୭୨୫୮ ୨୦୩୬୦୪୮ ୯୯୪ ୧୪୨୫୬
ଅରୁଣାଚଳ ପ୍ରଦେଶ ୨୩୨ ୫୪୪୧୨ ୫୮ ୨୮୦
ଆସାମ ୩୯୯୪ ୫୯୫୩୧୪ ୨୨୩ ୫୯୩୧
ବିହାର ୩୬ ୭୧୬୩୦୧ ୯୬୬୧
ଚଣ୍ଡିଗଡ଼ ୩୭ ୬୪୪୨୩ ୮୨୦
ଛତିଶଗଡ ୧୯୬ ୯୯୧୭୮୮ ୩୩ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୬୯ ୧୪୧୩୭୬୦ ୨୫୦୮୯
୧୦ ଗୋଆ ୬୪୭ ୧୭୩୧୭୧ ୯୭ ୩୩୩୦
୧୧ ଗୁଜୁରାଟ ୧୮୬ ୮୧୫୮୯୦ ୧୮ ୧୦୦୮୬
୧୨ ହରିୟାଣା ୨୬୫ ୭୬୦୮୬୦ ୧୫ ୯୮୭୫
୧୩ ହିମାଚଳ ପ୍ରଦେଶ ୧୨୩୭ ୨୧୫୬୭୫ ୨୪୫ ୩୭୦୬
୧୪ ଜାମ୍ମୁ କାଶ୍ମୀର ୧୦୪୯ ୩୨୫୧୧୧ ୯୫ ୪୪୨୬
୧୫ ଝାଡଖଣ୍ଡ ୧୧୩ ୩୪୩୧୧୭ ୫୧୩୫
୧୬ କର୍ଣ୍ଣାଟକ ୯୯୩୫ ୨୯୩୩୫୭୦ ୬୧୧ ୩୭୮୯୫ ୧୦
୧୭ କେରଳ ୧୦୨୦୧୨ ୪୬୭୩୪୪୨ ୧୬୫୭୬ ୨୬୩୪୨ ୮୪
୧୮ ଲଦାଖ ୪୬ ୨୦୫୯୯ ୨୦୮
୧୯ ଲକ୍ଷଦୀପ ୧୦୩୧୧ ୫୧
୨୦ ମଧ୍ୟପ୍ରଦେଶ ୧୦୩ ୭୮୨୦୦୯ ୧୪ ୧୦୫୨୩
୨୧ ମହାରାଷ୍ଟ୍ର ୩୫୭୧୦ ୬୪୦୪୩୨୦ ୩୦୩୩ ୧୩୯୫୭୮ ୩୬
୨୨ ମଣିପୁର ୧୭୦୭ ୧୧୮୫୧୬ ୧୨୭ ୧୮୮୫
୨୩ ମେଘାଳୟ ୧୦୫୨ ୮୦୦୧୨ ୧୬୨ ୧୪୨୩
୨୪ ମିଜୋରାମ ୧୪୩୮୧ ୯୨୮୨୨ ୧୩୩୭ ୩୬୩
୨୫ ନାଗାଲାଣ୍ଡ ୨୫୭ ୩୦୫୪୫ ୨୬ ୬୭୧
୨୬ ଓଡ଼ିଶା ୪୬୭୧ ୧୦୧୯୨୧୮ ୪୬୯ ୮୨୫୫
୨୭ ପୁଡୁଚେରୀ ୬୩୯ ୧୨୪୬୦୮ ୫୯ ୧୮୪୮
୨୮ ପଞ୍ଜାବ ୨୨୯ ୫୮୫୧୩୪ ୨୩ ୧୬୫୩୧
୨୯ ରାଜସ୍ଥାନ ୩୫ ୯୪୫୩୭୭ ୮୯୫୪
୩୦ ସିକ୍କିମ୍ ୨୩୫ ୩୧୦୫୪ ୪୩ ୩୮୮
୩୧ ତାମିଲନାଡୁ ୧୫୯୯୨ ୨୬୨୭୭୮୦ ୧୪୨୮ ୩୫୭୯୬ ୧୩
୩୨ ତେଲେଙ୍ଗାନା ୪୧୯୬ ୬୫୯୯୪୨ ୨୨୦ ୩୯୩୨
୩୩ ତ୍ରିପୁରା ୧୧୨ ୮୩୩୪୨ ୧୯ ୮୧୬
୩୪ ଉତ୍ତରାଖଣ୍ଡ ୧୬୨ ୩୩୬୧୧୭ ୧୭ ୭୩୯୬
୩୫ ଉତ୍ତରପ୍ରଦେଶ ୧୪୧ ୧୬୮୬୯୨୮ ୧୧ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୬୪୯ ୧୫୫୦୩୮୦ ୫୯୭ ୧୮୯୧୪
ମୋଟ ୨୧୪୯୦୦ ୩୩୩୨୦୦୫୭ ୨୬୫୭୯ ୪୫୦୯୬୩ ୧୮୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.