Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୪...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୪ ମୃତ

51

ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୩୦,୯୭୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୨,୭୧,୯୧୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୩,୬୨୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୯୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୫୩,୪୭୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫,୬୭୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୧୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୦,୫୮୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୮%

ଆରୋଗ୍ୟ ହୋଇଛନ୍ତି ୯୭.୯୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୪, ୭୦, ୧୦, ୧୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୬, ୮୫, ୪୧୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୨୫, ୯୫, ୬୯୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୮୩, ୨୧୨

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୧ ୭୪୯୨ ୧୨୯
ଆନ୍ଧ୍ରପ୍ରଦେଶ ୮୧୩୪ ୨୦୩୪୨୪୪ ୭୯୭ ୧୪୨୫୦
ଅରୁଣାଚଳ ପ୍ରଦେଶ ୨୮୫ ୫୪୩୧୬ ୧୨୦ ୨୮୦
ଆସାମ ୪୦୩୭ ୫୯୪୮୫୧ ୩୪୫ ୫୯୨୧
ବିହାର ୩୭ ୭୧୬୨୮୯ ୯୬୬୧
ଚଣ୍ଡିଗଡ଼ ୪୨ ୬୪୪୧୫ ୮୨୦
ଛତିଶଗଡ ୨୧୫ ୯୯୧୭୨୬ ୨୧ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୭୭ ୧୪୧୩୭୦୧ ୫୨ ୨୫୦୮୮
୧୦ ଗୋଆ ୭୩୩ ୧୭୨୯୮୧ ୭୪ ୩୩୨୬
୧୧ ଗୁଜୁରାଟ ୧୮୨ ୮୧୫୮୫୫ ୧୭ ୧୦୦୮୬
୧୨ ହରିୟାଣା ୨୮୧ ୭୬୦୮୨୮ ୯୮୭୫
୧୩ ହିମାଚଳ ପ୍ରଦେଶ ୧୩୭୧ ୨୧୫୩୨୨ ୧୬୬ ୩୬୯୯
୧୪ ଜାମ୍ମୁ କାଶ୍ମୀର ୧୧୦୦ ୩୨୪୯୦୮ ୮୧ ୪୪୨୬
୧୫ ଝାଡଖଣ୍ଡ ୧୦୮ ୩୪୩୧୦୦ ୧୩ ୫୧୩୫
୧୬ କର୍ଣ୍ଣାଟକ ୧୦୪୨୪ ୨୯୩୨୩୨୨ ୧୪୫୫ ୩୭୮୭୫
୧୭ କେରଳ ୧୧୩୭୨୫ ୪୬୪୪୨୧୧ ୧୨୮୮୧ ୨୬୧୭୩ ୧୦୧
୧୮ ଲଦାଖ ୫୫ ୨୦୫୮୬ ୨୦୮
୧୯ ଲକ୍ଷଦୀପ ୧୦୩୧୧ ୫୧
୨୦ ମଧ୍ୟପ୍ରଦେଶ ୧୦୭ ୭୮୧୯୮୪ ୧୧ ୧୦୫୨୩
୨୧ ମହାରାଷ୍ଟ୍ର ୩୬୬୦୦ ୬୩୯୯୪୬୪ ୨୪୪୬ ୧୩୯୫୧୪ ୪୪
୨୨ ମଣିପୁର ୧୭୧୬ ୧୧୮୨୫୫ ୧୧୪ ୧୮୮୨
୨୩ ମେଘାଳୟ ୧୨୨୩ ୭୯୭୨୪ ୧୮୨ ୧୪୧୭
୨୪ ମିଜୋରାମ ୧୫୬୩୫ ୮୯୮୪୭ ୧୪୮୯ ୩୪୭
୨୫ ନାଗାଲାଣ୍ଡ ୨୭୭ ୩୦୪୯୩ ୪୧ ୬୭୧
୨୬ ଓଡ଼ିଶା ୪୪୯୧ ୧୦୧୮୩୧୧ ୫୯୭ ୮୨୪୨
୨୭ ପୁଡୁଚେରୀ ୬୩୭ ୧୨୪୪୯୪ ୯୨ ୧୮୪୬
୨୮ ପଞ୍ଜାବ ୨୩୧ ୫୮୫୦୮୯ ୩୩ ୧୬୫୨୯
୨୯ ରାଜସ୍ଥାନ ୩୫ ୯୪୫୩୬୬ ୮୯୫୪
୩୦ ସିକ୍କିମ୍ ୨୭୮ ୩୦୯୮୮ ୬୬ ୩୮୮
୩୧ ତାମିଲନାଡୁ ୧୬୨୫୨ ୨୬୨୪୯୧୬ ୧୪୫୭ ୩୫୭୬୮ ୧୪
୩୨ ତେଲେଙ୍ଗାନା ୪୨୮୮ ୬୫୯୫୦୮ ୨୪୫ ୩୯୨୯
୩୩ ତ୍ରିପୁରା ୧୩୪ ୮୩୩୦୬ ୨୧ ୮୧୬
୩୪ ଉତ୍ତରାଖଣ୍ଡ ୧୭୩ ୩୩୬୦୯୩ ୧୦ ୭୩୯୬
୩୫ ଉତ୍ତରପ୍ରଦେଶ ୧୩୮ ୧୬୮୬୯୦୪ ୧୭ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୬୩୪ ୧୫୪୯୦୪୯ ୭୫୫ ୧୮୮୯୪ ୧୨
ମୋଟ ୨୩୦୯୭୧ ୩୩୨୭୧୯୧୫ ୨୩୬୨୪ ୪୫୦୫୮୯ ୨୧୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.