Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୭୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୮...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୭୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୮ ମୃତ

24

ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୭୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୩୬,୬୪୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୭୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୨,୪୮,୨୯୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୩,୦୭୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୯୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୩୫,୩୦୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୫୭୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୦,୩୭୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୭୦%

ଆରୋଗ୍ୟ ହୋଇଛନ୍ତି ୯୭.୯୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୩, ୯୯, ୧୫, ୩୨୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୯, ୧୨, ୨୦୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୪୯୦ ୧୨୯
ଆନ୍ଧ୍ରପ୍ରଦେଶ ୮୩୧୦ ୨୦୩୩୪୪୭ ୯୨୭ ୧୪୨୪୨
ଅରୁଣାଚଳ ପ୍ରଦେଶ ୩୮୯ ୫୪୧୯୬ ୫୦ ୨୮୦
ଆସାମ ୪୧୧୪ ୫୯୪୫୦୬ ୩୪୩ ୫୯୧୬
ବିହାର ୩୪ ୭୧୬୨୮୮ ୯୬୬୧
ଚଣ୍ଡିଗଡ଼ ୪୩ ୬୪୪୧୦ ୮୨୦
ଛତିଶଗଡ ୨୧୧ ୯୯୧୭୦୫ ୨୪ ୧୩୫୬୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୯୯ ୧୪୧୩୬୪୯ ୨୩ ୨୫୦୮୮
୧୦ ଗୋଆ ୭୪୮ ୧୭୨୯୦୭ ୮୫ ୩୩୨୫
୧୧ ଗୁଜୁରାଟ ୧୭୬ ୮୧୫୮୩୮ ୨୨ ୧୦୦୮୫
୧୨ ହରିୟାଣା ୨୭୯ ୭୬୦୮୨୧ ୯୮୭୫
୧୩ ହିମାଚଳ ପ୍ରଦେଶ ୧୪୦୨ ୨୧୫୧୫୬ ୧୯୩ ୩୬୯୬
୧୪ ଜାମ୍ମୁ କାଶ୍ମୀର ୧୦୯୯ ୩୨୪୮୨୭ ୯୧ ୪୪୨୬
୧୫ ଝାଡଖଣ୍ଡ ୧୧୨ ୩୪୩୦୮୭ ୫୧୩୫
୧୬ କର୍ଣ୍ଣାଟକ ୧୧୪୩୭ ୨୯୩୦୮୬୭ ୬୦୩ ୩୭୮୬୬
୧୭ କେରଳ ୧୧୭୨୩୭ ୪୬୩୧୩୩୦ ୧୨୯୨୨ ୨୬୦୭୨ ୧୨୦
୧୮ ଲଦାଖ ୬୦ ୨୦୫୮୦ ୨୦୮
୧୯ ଲକ୍ଷଦୀପ ୧୦୩୧୦ ୫୧
୨୦ ମଧ୍ୟପ୍ରଦେଶ ୧୧୧ ୭୮୧୯୭୩ ୧୦୫୨୨
୨୧ ମହାରାଷ୍ଟ୍ର ୩୬୬୦୪ ୬୩୯୭୦୧୮ ୨୯୪୩ ୧୩୯୪୭୦ ୫୯
୨୨ ମଣିପୁର ୧୬୮୩ ୧୧୮୧୪୧ ୧୯୧ ୧୮୮୨
୨୩ ମେଘାଳୟ ୧୩୨୬ ୭୯୫୪୨ ୭୪ ୧୪୧୫
୨୪ ମିଜୋରାମ ୧୫୯୫୭ ୮୮୩୫୮ ୧୨୧୦ ୩୪୪
୨୫ ନାଗାଲାଣ୍ଡ ୨୮୯ ୩୦୪୫୨ ୩୬ ୬୬୯
୨୬ ଓଡ଼ିଶା ୪୫୬୬ ୧୦୧୭୭୧୪ ୫୯୮ ୮୨୩୮
୨୭ ପୁଡୁଚେରୀ ୬୪୬ ୧୨୪୪୦୨ ୯୫ ୧୮୪୫
୨୮ ପଞ୍ଜାବ ୨୩୬ ୫୮୫୦୫୬ ୩୬ ୧୬୫୨୯
୨୯ ରାଜସ୍ଥାନ ୩୮ ୯୪୫୩୬୨ ୧୨ ୮୯୫୪
୩୦ ସିକ୍କିମ୍ ୩୨୬ ୩୦୯୨୨ ୭୪ ୩୮୮
୩୧ ତାମିଲନାଡୁ ୧୬୩୭୯ ୨୬୨୩୪୫୯ ୧୪୭୩ ୩୫୭୫୪ ୨୦
୩୨ ତେଲେଙ୍ଗାନା ୪୩୪୫ ୬୫୯୨୬୩ ୨୨୦ ୩୯୨୭
୩୩ ତ୍ରିପୁରା ୧୩୬ ୮୩୨୮୫ ୧୯ ୮୧୬
୩୪ ଉତ୍ତରାଖଣ୍ଡ ୧୬୬ ୩୩୬୦୮୩ ୭୩୯୬
୩୫ ଉତ୍ତରପ୍ରଦେଶ ୧୪୫ ୧୬୮୬୮୮୭ ୧୮ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୬୨୫ ୧୫୪୮୨୯୪ ୭୪୬ ୧୮୮୮୨
ମୋଟ ୨୩୬୬୪୩ ୩୩୨୪୮୨୯୧ ୨୩୦୭୦ ୪୫୦୩୭୫ ୨୪୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.