Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୮...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୮ ମୃତ

15

ନୂଆ ଦିଲ୍ଲୀ ୨୯-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୮୨,୫୨୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୮୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୯,୮୬,୧୮୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୮,୧୭୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୮୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୧୬,୪୫୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯,୬୮୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୭୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୭,୭୫୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୮୭%

ଆରୋଗ୍ୟ ହୋଇଛନ୍ତି ୯୭.୮୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୮୭, ୬୬, ୬୩, ୪୯୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୪, ୧୩, ୩୩୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୬, ୭୪, ୫୦, ୧୮୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୦୪, ୭୧୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୧ ୭୪୮୦ ୧୨୯
ଆନ୍ଧ୍ରପ୍ରଦେଶ ୧୧୯୧୨ ୨୦୨୨୧୬୮ ୧୩୩୩ ୧୪୧୫୦
ଅରୁଣାଚଳ ପ୍ରଦେଶ ୩୩୮ ୫୩୮୩୧ ୨୯ ୨୭୫
ଆସାମ ୪୬୩୫ ୫୯୦୯୨୫ ୩୩୨ ୫୮୬୧ ୧୦
ବିହାର ୫୩ ୭୧୬୨୩୫ ୯୬୬୦
ଚଣ୍ଡିଗଡ଼ ୪୨ ୬୪୩୫୮ ୮୧୯
ଛତିଶଗଡ ୨୮୩ ୯୯୧୪୪୮ ୨୫ ୧୩୫୬୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୭୩ ୧୪୧୩୩୨୦ ୨୫ ୨୫୦୮୭
୧୦ ଗୋଆ ୮୩୩ ୧୭୨୦୯୪ ୧୧୪ ୩୩୦୮
୧୧ ଗୁଜୁରାଟ ୧୪୮ ୮୧୫୬୬୬ ୧୮ ୧୦୦୮୨
୧୨ ହରିୟାଣା ୨୭୭ ୭୬୦୬୯୬ ୧୦ ୯୮୭୪ ୬୪
୧୩ ହିମାଚଳ ପ୍ରଦେଶ ୧୬୮୩ ୨୧୩୩୩୮ ୨୧୪ ୩୬୭୨
୧୪ ଜାମ୍ମୁ କାଶ୍ମୀର ୧୪୨୦ ୩୨୩୩୭୮ ୧୮୮ ୪୪୨୨
୧୫ ଝାଡଖଣ୍ଡ ୭୬ ୩୪୨୯୯୮ ୧୨ ୫୧୩୫
୧୬ କର୍ଣ୍ଣାଟକ ୧୨୬୬୩ ୨୯୨୪୧୦୨ ୭୮୨ ୩୭୭୬୩ ୧୭
୧୭ କେରଳ ୧୪୯୯୩୧ ୪୪୭୮୦୪୨ ୧୮୮୪୯ ୨୪୮୧୦ ୧୪୯
୧୮ ଲଦାଖ ୯୪ ୨୦୪୮୭ ୫୬ ୨୦୭
୧୯ ଲକ୍ଷଦୀପ ୧୦୩୦୬ ୫୧
୨୦ ମଧ୍ୟପ୍ରଦେଶ ୧୧୬ ୭୮୧୮୭୫ ୧୦୫୨୦
୨୧ ମହାରାଷ୍ଟ୍ର ୪୦୩୬୭ ୬୩୬୫୨୭୭ ୧୨୫୦ ୧୩୮୯୬୨ ୬୦
୨୨ ମଣିପୁର ୨୧୪୩ ୧୧୬୨୨୧ ୧୭୯ ୧୮୫୨
୨୩ ମେଘାଳୟ ୧୬୯୩ ୭୭୯୦୨ ୧୫୨ ୧୩୯୭
୨୪ ମିଜୋରାମ ୧୬୨୦୮ ୭୫୪୦୫ ୧୦୧୧ ୩୦୬
୨୫ ନାଗାଲାଣ୍ଡ ୪୦୧ ୩୦୧୩୦ ୫୨ ୬୬୪
୨୬ ଓଡ଼ିଶା ୫୦୦୬ ୧୦୧୨୧୧୬ ୬୩୪ ୮୧୮୭
୨୭ ପୁଡୁଚେରୀ ୮୧୧ ୧୨୩୫୬୫ ୧୪୨ ୧୮୩୯
୨୮ ପଞ୍ଜାବ ୨୯୯ ୫୮୪୭୭୦ ୨୩ ୧୬୫୦୯
୨୯ ରାଜସ୍ଥାନ ୮୨ ୯୪୫୨୮୪ ୮୯୫୪
୩୦ ସିକ୍କିମ୍ ୬୦୧ ୩୦୩୬୭ ୬୪ ୩୮୭
୩୧ ତାମିଲନାଡୁ ୧୭୨୩୧ ୨୬୦୭୭୯୬ ୧୬୪୩ ୩୫୫୨୬ ୧୭
୩୨ ତେଲେଙ୍ଗାନା ୪୫୪୯ ୬୫୭୦୪୦ ୨୫୫ ୩୯୧୫
୩୩ ତ୍ରିପୁରା ୨୬୦ ୮୩୦୩୩ ୩୪ ୮୧୨
୩୪ ଉତ୍ତରାଖଣ୍ଡ ୨୧୪ ୩୩୫୯୧୨ ୧୯ ୭୩୯୩
୩୫ ଉତ୍ତରପ୍ରଦେଶ ୧୭୭ ୧୬୮୬୭୨୬ ୧୪ ୨୨୮୯୧
୩୬ ପଶ୍ଚିମବଙ୍ଗ ୭୫୮୬ ୧୫୪୧୨୨୩ ୬୯୩ ୧୮୭୬୪ ୧୩
ମୋଟ ୨୮୨୫୨୦ ୩୨୯୮୬୧୮୦ ୨୮୧୭୮ ୪୪୭୭୫୧ ୩୭୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.