Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮୭୯୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬୨୪...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮୭୯୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬୨୪ ମୃତ୍ୟୁ

38

ନୂଆ ଦିଲ୍ଲୀ ୧୪-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮୭୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୨୯୯୪୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୦୧୦୪୭୨୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୧୦୦୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୨୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୯୪୬୦୭୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୮୩୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୨୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୧୧୪୦୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୩୯%

ଆରୋଗ୍ୟ ହୋଇଛନ୍ତି ୯୭.୨୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୮, ୭୬, ୯୭, ୯୩୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୭, ୧୪, ୪୪୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୩, ୫୯, ୭୩, ୬୩୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୧୫, ୫୦୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୩୫୮ ୧୨୯
ଆନ୍ଧ୍ରପ୍ରଦେଶ ୨୬୭୧୦ ୧୮୮୭୨୩୬ ୩୦୩୪ ୧୩୦୪୨ ୧୮
ଅରୁଣାଚଳ ପ୍ରଦେଶ ୪୦୦୪ ୩୬୬୧୭ ୩୪୩ ୧୯୩
ଆସାମ ୨୧୬୩୧ ୫୧୧୮୮୮ ୧୪୫୬ ୪୮୮୮ ୨୩
ବିହାର ୭୮୩ ୭୧୩୦୫୫ ୧୦୮ ୯୬୧୯
ଚଣ୍ଡିଗଡ଼ ୭୭ ୬୦୯୫୮ ୧୯ ୮୦୯
ଛତିଶଗଡ ୪୧୫୦ ୯୮୦୯୩୩ ୬୫୮ ୧୩୪୮୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୧ ୧୦୫୬୪
ଦିଲ୍ଲୀ ୬୮୩ ୧୪୦୯୫୦୧ ୮୪ ୨୫୦୨୦
୧୦ ଗୋଆ ୧୭୩୨ ୧୬୪୧୫୫ ୧୯୮ ୩୧୦୧
୧୧ ଗୁଜୁରାଟ ୭୧୯ ୮୧୩୫୧୨ ୧୧୩ ୧୦୦୭୪
୧୨ ହରିୟାଣା ୮୭୨ ୭୫୮୯୦୮ ୫୯ ୯୫୬୩
୧୩ ହିମାଚଳ ପ୍ରଦେଶ ୧୨୦୩ ୧୯୯୧୭୦ ୧୫୦ ୩୪୯୬
୧୪ ଜାମ୍ମୁ କାଶ୍ମୀର ୨୪୩୫ ୩୧୨୧୯୮ ୪୧୬ ୪୩୫୮
୧୫ ଝାଡଖଣ୍ଡ ୩୪୭ ୩୪୦୯୪୪ ୮୨ ୫୧୨୦
୧୬ କର୍ଣ୍ଣାଟକ ୩୪୨୫୭ ୨୮୦୪୩୯୬ ୨୪୮୯ ୩୫୯୪୪ ୪୮
୧୭ କେରଳ ୧୧୫୬୬୨ ୨୯୫୭୨୦୧ ୧୦୩୩୧ ୧୪୮୧୦ ୧୨୪
୧୮ ଲଦାଖ ୧୧୩ ୧୯୯୦୮ ୧୪ ୨୦୬
୧୯ ଲକ୍ଷଦୀପ ୧୦୯ ୯୮୭୩ ୨୨ ୪୯
୨୦ ମଧ୍ୟପ୍ରଦେଶ ୨୭୯ ୭୮୦୭୯୬ ୬୧ ୧୦୫୦୮
୨୧ ମହାରାଷ୍ଟ୍ର ୧୦୭୬୯୧ ୫୯୩୮୭୩୪ ୧୦୯୭୮ ୧୨୬୨୨୦ ୧୯୬
୨୨ ମଣିପୁର ୭୭୦୬ ୭୦୪୦୨ ୫୮୮ ୧୩୦୯ ୨୨
୨୩ ମେଘାଳୟ ୩୯୬୪ ୫୦୩୩୬ ୫୦୬ ୯୧୮
୨୪ ମିଜୋରାମ ୫୦୬୩ ୧୯୯୯୪ ୧୯୧ ୧୧୩
୨୫ ନାଗାଲାଣ୍ଡ ୯୬୨ ୨୪୬୬୪ ୮୨ ୫୧୪
୨୬ ଓଡ଼ିଶା ୨୦୯୦୪ ୯୧୮୦୪୧ ୨୬୪୧ ୪୭୩୦ ୬୮
୨୭ ପୁଡୁଚେରୀ ୧୩୮୪ ୧୧୬୦୨୬ ୧୫୩ ୧୭୭୧
୨୮ ପଞ୍ଜାବ ୧୪୨୭ ୫୮୦୧୯୫ ୧୬୮ ୧୬୧୯୯
୨୯ ରାଜସ୍ଥାନ ୬୧୩ ୯୪୩୬୨୯ ୭୬ ୮୯୪୫
୩୦ ସିକ୍କିମ୍ ୨୨୮୧ ୨୦୦୨୫ ୧୭୦ ୩୧୭
୩୧ ତାମିଲନାଡୁ ୩୧୨୧୮ ୨୪୫୯୨୨୩ ୩୦୫୮ ୩୩୫୦୨ ୪୮
୩୨ ତେଲେଙ୍ଗାନା ୧୦୦୬୪ ୬୧୯୩୪୪ ୮୪୮ ୩୭୩୮
୩୩ ତ୍ରିପୁରା ୪୩୮୪ ୬୬୭୭୧ ୪୧୮ ୭୧୮
୩୪ ଉତ୍ତରାଖଣ୍ଡ ୮୧୯ ୩୩୩୧୦୪ ୧୪୭ ୭୩୫୧ ୧୦
୩୫ ଉତ୍ତରପ୍ରଦେଶ ୧୪୭୯ ୧୬୮୩୩୧୯ ୧୪୯ ୨୨୭୦୪
୩୬ ପଶ୍ଚିମବଙ୍ଗ ୧୪୧୯୧ ୧୪୮୧୭୪୨ ୧୧୮୬ ୧୭୯୪୪ ୧୭
ମୋଟ ୪୨୯୯୪୬ ୩୦୧୦୪୭୨୦ ୪୧୦୦୦ ୪୧୧୪୦୮ ୬୨୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.