Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୯ ମୃତ

28

ନୂଆ ଦିଲ୍ଲୀ ୦୬-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୪,୮୭୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୧,୮୧,୯୯୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୩,୯୦୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୨୭,୬୨୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫,୧୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୧୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୦,୭୫୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୩%

ଆରୋଗ୍ୟ ହୋଇଛନ୍ତି ୯୭.୪୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୮, ୭୫, ୪୧, ୭୬୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୫, ୨୩, ୦୮୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୩, ୧୪, ୬୮, ୮୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୧୦, ୬୪୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୭ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୫୮ ୧୯୯୨୨୫୬ ୧୩୪୦ ୧୩୯୧୧
ଅରୁଣାଚଳ ପ୍ରଦେଶ ୬୯୧ ୫୨୩୮୩ ୧୦୭ ୨୬୪
ଆସାମ ୬୩୪୬ ୫୭୯୯୩୫ ୩୭୨ ୫୬୯୯
ବିହାର ୬୫ ୭୧୬୦୩୩ ୯୬୫୫
ଚଣ୍ଡିଗଡ଼ ୪୦ ୬୪୨୬୭ ୮୧୪
ଛତିଶଗଡ ୩୬୮ ୯୯୦୭୧୧ ୩୭ ୧୩୫୫୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୯
ଦିଲ୍ଲୀ ୩୫୧ ୧୪୧୨୫୨୬ ୩୩ ୨୫୦୮୨
୧୦ ଗୋଆ ୯୦୦ ୧୭୦୩୧୧ ୮୯ ୩୨୦୮
୧୧ ଗୁଜୁରାଟ ୧୪୬ ୮୧୫୨୬୨ ୧୬ ୧୦୦୮୨
୧୨ ହରିୟାଣା ୬୩୧ ୭୬୦୨୪୩ ୨୨ ୯୬୮୩
୧୩ ହିମାଚଳ ପ୍ରଦେଶ ୧୬୩୩ ୨୦୯୨୬୦ ୨୧୯ ୩୬୧୧
୧୪ ଜାମ୍ମୁ କାଶ୍ମୀର ୧୩୨୨ ୩୨୦୨୦୮ ୧୧୫ ୪୪୧୦
୧୫ ଝାଡଖଣ୍ଡ ୧୩୨ ୩୪୨୬୯୨ ୧୬ ୫୧୩୩
୧୬ କର୍ଣ୍ଣାଟକ ୧୭୫୨୭ ୨୯୦୦୨୨୮ ୧୩୫୪ ୩୭୪୦୯
୧୭ କେରଳ ୨୪୮୩୪୬ ୩୯୩୭୯୯୬ ୨୮୯୦୦ ୨୧୪୯୬ ୭୪
୧୮ ଲଦାଖ ୫୭ ୨୦୩୧୯ ୨୦୭
୧୯ ଲକ୍ଷଦୀପ ୧୨ ୧୦୨୮୫ ୫୧
୨୦ ମଧ୍ୟପ୍ରଦେଶ ୧୨୨ ୭୮୧୬୨୧ ୧୪ ୧୦୫୧୬
୨୧ ମହାରାଷ୍ଟ୍ର ୫୩୬୩୩ ୬୨୯୪୭୬୭ ୫୯୧୬ ୧୩୭୭୭୪ ୬୭
୨୨ ମଣିପୁର ୩୨୬୦ ୧୧୦୩୪୧ ୩୩୮ ୧୭୯୮
୨୩ ମେଘାଳୟ ୨୨୩୪ ୭୩୪୫୮ ୨୨୨ ୧୩୨୯
୨୪ ମିଜୋରାମ ୧୦୫୩୮ ୫୩୪୬୬ ୮୮୫ ୨୨୪
୨୫ ନାଗାଲାଣ୍ଡ ୭୩୬ ୨୮୯୯୪ ୬୯ ୬୨୬
୨୬ ଓଡ଼ିଶା ୬୪୪୮ ୯୯୭୦୬୩ ୭୬୩ ୮୦୪୭
୨୭ ପୁଡୁଚେରୀ ୯୬୧ ୧୨୧୩୭୪ ୭୮ ୧୮୧୭
୨୮ ପଞ୍ଜାବ ୩୪୧ ୫୮୪୦୩୩ ୩୬ ୧୬୪୩୯
୨୯ ରାଜସ୍ଥାନ ୮୨ ୯୪୫୦୯୩ ୮୯୫୪
୩୦ ସିକ୍କିମ୍ ୯୬୭ ୨୮୯୦୨ ୯୫ ୩୭୩
୩୧ ତାମିଲନାଡୁ ୧୬୨୮୨ ୨୫୭୧୩୭୮ ୧୬୦୭ ୩୫୦୧୮ ୧୮
୩୨ ତେଲେଙ୍ଗାନା ୫୫୪୫ ୬୫୦୧୧୪ ୩୫୭ ୩୮୮୪
୩୩ ତ୍ରିପୁରା ୭୧୬ ୮୧୭୮୬ ୯୭ ୮୦୩
୩୪ ଉତ୍ତରାଖଣ୍ଡ ୩୮୯ ୩୩୫୩୨୩ ୨୦ ୭୩୮୮
୩୫ ଉତ୍ତରପ୍ରଦେଶ ୨୩୫ ୧୬୮୬୩୫୪ ୩୧ ୨୨୮୫୬
୩୬ ପଶ୍ଚିମବଙ୍ଗ ୮୬୫୨ ୧୫୨୪୯୧୭ ୭୨୩ ୧୮୫୦୨ ୧୧
ମୋଟ ୪୦୪୮୭୪ ୩୨୧୮୧୯୯୫ ୪୩୯୦୩ ୪୪୦୭୫୨ ୨୧୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.