Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨, ୮୨୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨, ୮୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪ ମୃତ

35

ନୂଆ ଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨, ୮୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯, ୦୬୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪୨୫୭୦୧୬୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୨୩୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧୧୩୪୧୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୨୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୪୧୮୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୦, ୮୩, ୯୬, ୭୮୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୮୫, ୨୯୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୪, ୨୪, ୫୮, ୧୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୭୧, ୨୭୬

ରାଜ୍ୟୱାରୀ ସମସ୍ତ ତଥ୍ୟ

 

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୭ ୧୨୯
ଆନ୍ଧ୍ରପ୍ରଦେଶ ୪୮ ୨୩୦୪୯୭୮ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୨୦୧ ୨୯୬
ଆସାମ ୭୧୬୨୨୯ ୭୯୮୬
ବିହାର ୫୯ ୮୧୮୩୨୯ ୧୨୨୫୬
ଚଣ୍ଡିଗଡ଼ ୯୩ ୯୦୯୩୨ ୧୧୬୫
ଛତିଶଗଡ ୩୩ ୧୧୩୮୨୬୦ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୨୦୨ ୧୮୬୫୭୫୫ ୧୨୩୮ ୨୬୧୮୪
୧୦ ଗୋଆ ୬୭ ୨୪୧୬୨୬ ୩୮୩୨
୧୧ ଗୁଜୁରାଟ ୧୮୩ ୧୨୧୩୪୬୭ ୨୧ ୧୦୯୪୪
୧୨ ହରିୟାଣା ୨୧୫୩ ୯୮୪୯୮୫ ୬୫୮ ୧୦୬୨୧
୧୩ ହିମାଚଳ ପ୍ରଦେଶ ୫୫ ୨୮୦୭୦୫ ୧୨ ୪୧୩୬
୧୪ ଜାମ୍ମୁ କାଶ୍ମୀର ୫୭ ୪୪୯୩୧୭ ୪୭୫୧
୧୫ ଝାଡଖଣ୍ଡ ୩୨ ୪୨୯୯୨୨ ୫୩୧୮
୧୬ କର୍ଣ୍ଣାଟକ ୧୯୪୩ ୩୯୦୭୦୮୫ ୧୫୦ ୪୦୧୦୫
୧୭ କେରଳ ୩୧୫୦ ୬୪୭୨୯୧୧ ୩୧୭ ୬୯୩୪୨ ୧୭
୧୮ ଲଦାଖ ୨୮୦୧୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୧୯ ୧୦୩୦୮୩୮ ୨୬ ୧୦୭୩୫
୨୧ ମହାରାଷ୍ଟ୍ର ୧୪୧୨ ୭୭୩୦୫୮୧ ୨୧୧ ୧୪୭୮୫୦
୨୨ ମଣିପୁର ୧୩୫୧୦୦ ୨୧୨୦
୨୩ ମେଘାଳୟ ୧୨ ୯୨୨୦୭ ୧୫୯୩
୨୪ ମିଜୋରାମ ୨୦୯ ୨୨୬୯୪୩ ୪୬ ୬୯୭
୨୫ ନାଗାଲାଣ୍ଡ ୩୪୭୩୦ ୭୬୦
୨୬ ଓଡ଼ିଶା ୧୭୪ ୧୨୭୮୯୩୯ ୧୦ ୯୧୨୬
୨୭ ପୁଡୁଚେରୀ ୧୬୩୮୩୨ ୧୯୬୨
୨୮ ପଞ୍ଜାବ ୧୬୪ ୭୪୨୦୬୧ ୮୨ ୧୭୭୫୧
୨୯ ରାଜସ୍ଥାନ ୬୨୫ ୧୨୭୪୨୮୯ ୫୦ ୯୫୫୪
୩୦ ସିକ୍କିମ୍ ୩୮୭୦୧ ୪୫୨
୩୧ ତାମିଲନାଡୁ ୪୩୯ ୩୪୧୬୦୦୬ ୪୧ ୩୮୦୨୫
୩୨ ତେଲେଙ୍ଗାନା ୩୯୧ ୭୮୭୯୩୩ ୩୨ ୪୧୧୧
୩୩ ତ୍ରିପୁରା ୯୯୯୫୯ ୯୨୩
୩୪ ଉତ୍ତରାଖଣ୍ଡ ୪୮୦ ୪୨୯୪୭୭ ୧୬ ୭୬୯୩
୩୫ ଉତ୍ତରପ୍ରଦେଶ ୧୪୩୨ ୨୦୫୨୦୮୨ ୨୩୧ ୨୩୫୧୩
୩୬ ପଶ୍ଚିମବଙ୍ଗ ୩୯୫ ୧୯୯୭୦୭୩ ୪୭ ୨୧୨୦୩
ମୋଟ ୧୯୦୬୭ ୪୨୫୭୦୧୬୫ ୩୨୩୦ ୫୨୪୧୮୧ ୨୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.