Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୫୬୮ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୫୬୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦ ମୃତ

36

ନୂଆ ଦିଲ୍ଲୀ ୩-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୫୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୧୩୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୪୧,୮୮୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୯୧୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୮୪,୯୧୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୬୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୮୮୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୯, ୪୧, ୬୮, ୨୯୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୬, ୨୩, ୭୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୬ ୧୨୯
ଆନ୍ଧ୍ରପ୍ରଦେଶ ୩୪ ୨୩୦୪୯୩୯ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୭୧୬୨୧୯ ୭୯୮୬
ବିହାର ୪୧ ୮୧୮୨୭୫ ୧୨୨୫୬
ଚଣ୍ଡିଗଡ଼ ୭୧ ୯୦୮୪୨ ୧୧୬୫
ଛତିଶଗଡ ୪୪ ୧୧୩୮୨୦୫ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୭୪୪ ୧୮୫୩୭୧୭ ୧୩୨୯ ୨୬୧୭୫
୧୦ ଗୋଆ ୪୩ ୨୪୧୫୬୪ ୩୮୩୨
୧୧ ଗୁଜୁରାଟ ୧୧୧ ୧୨୧୩୩୨୦ ୨୭ ୧୦୯୪୩
୧୨ ହରିୟାଣା ୨୫୦୧ ୯୮୦୩୦୬ ୪୩୪ ୧୦୬୧୯
୧୩ ହିମାଚଳ ପ୍ରଦେଶ ୫୯ ୨୮୦୬୨୯ ୧୧ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୧ ୪୪୯୨୪୧ ୧୧ ୪୭୫୧
୧୫ ଝାଡଖଣ୍ଡ ୩୧ ୪୨୯୮୯୦ ୫୩୧୭
୧୬ କର୍ଣ୍ଣାଟକ ୧୮୧୫ ୩୯୦୫୯୨୦ ୭୬ ୪୦୧୦୨
୧୭ କେରଳ ୨୭୭୯ ୬୪୭୦୧୧୬ ୨୮୬ ୬୯୦୮୩ ୧୫
୧୮ ଲଦାଖ ୨୮୦୧୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୯୦ ୧୦୩୦୫୮୯ ୧୦୭୩୫
୨୧ ମହାରାଷ୍ଟ୍ର ୧୦୧୬ ୭୭୨୯୧୩୩ ୭୦ ୧୪୭୮୪୪
୨୨ ମଣିପୁର ୧୩୫୦୯୫ ୨୧୨୦
୨୩ ମେଘାଳୟ ୯୨୨୦୨ ୧୫୯୩
୨୪ ମିଜୋରାମ ୪୭୫ ୨୨୬୩୮୪ ୨୫୫ ୬୯୭
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୩୬ ୧୨୭୮୮୦୬ ୧୧ ୯୧୨୬
୨୭ ପୁଡୁଚେରୀ ୧୬୩୮୨୦ ୧୯୬୨
୨୮ ପଞ୍ଜାବ ୧୮୩ ୭୪୧୭୧୨ ୩୬ ୧୭୭୫୧
୨୯ ରାଜସ୍ଥାନ ୪୩୧ ୧୨୭୩୭୯୮ ୩୮ ୯୫୫୨
୩୦ ସିକ୍କିମ୍ ୩୮୬୯୭ ୪୫୨
୩୧ ତାମିଲନାଡୁ ୫୦୫ ୩୪୧୫୪୮୯ ୪୯ ୩୮୦୨୫
୩୨ ତେଲେଙ୍ଗାନା ୩୩୧ ୭୮୭୬୩୦ ୩୨ ୪୧୧୧
୩୩ ତ୍ରିପୁରା ୯୯୯୫୭ ୯୨୨
୩୪ ଉତ୍ତରାଖଣ୍ଡ ୪୭୨ ୪୨୯୩୪୩ ୨୧ ୭୬୯୩
୩୫ ଉତ୍ତରପ୍ରଦେଶ ୧୬୨୧ ୨୦୪୯୬୭୯ ୧୫୯ ୨୩୫୦୮
୩୬ ପଶ୍ଚିମବଙ୍ଗ ୪୦୫ ୧୯୯୬୭୩୩ ୧୯ ୨୧୨୦୨
ମୋଟ ୧୯୧୩୭ ୪୨୫୪୧୮୮୭ ୨୯୧୧ ୫୨୩୮୮୯ ୨୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.