Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ

25

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୧,୦୫୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୦୩,୩୮୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯୨୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୩୬,୧୩୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୬୯୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୫, ୭୪, ୧୮, ୮୨୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨, ୪୪, ୮୭୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୯, ୪୧, ୧୮, ୯୫୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୭୧, ୨୧୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୪ ୧୨୯
ଆନ୍ଧ୍ରପ୍ରଦେଶ ୫୭ ୨୩୦୪୮୨୫ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୦ ୨୯୬
ଆସାମ ୧୩୪୯ ୭୧୬୨୧୦ ୬୬୩୯
ବିହାର ୧୬ ୮୧୮୨୨୧ ୧୨୨୫୬
ଚଣ୍ଡିଗଡ଼ ୧୩ ୯୦୭୬୩ ୧୧୬୫
ଛତିଶଗଡ ୪୭ ୧୧୩୮୧୨୧ ୧୨ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୬୦୮ ୧୮୩୯୪୭୮ ୧୧୩ ୨୬୧୫୭
୧୦ ଗୋଆ ୧୭ ୨୪୧୪୯୫ ୧୪ ୩୮୩୨
୧୧ ଗୁଜୁରାଟ ୧୨୯ ୧୨୧୨୯୭୬ ୧୦୯୪୨
୧୨ ହରିୟାଣା ୪୨୦ ୯୭୪୮୪୦ ୫୫ ୧୦୬୧୭
୧୩ ହିମାଚଳ ପ୍ରଦେଶ ୬୮ ୨୮୦୪୨୯ ୪୧୩୪
୧୪ ଜାମ୍ମୁ କାଶ୍ମୀର ୯୨ ୪୪୯୦୪୭ ୧୮ ୪୭୫୦
୧୫ ଝାଡଖଣ୍ଡ ୧୫ ୪୨୯୮୩୪ ୫୩୧୫
୧୬ କର୍ଣ୍ଣାଟକ ୧୪୮୩ ୩୯୦୪୪୬୨ ୪୫ ୪୦୦୫୭
୧୭ କେରଳ ୩୦୫୨ ୬୪୬୪୫୧୦ ୨୯୯ ୬୮୩୬୫
୧୮ ଲଦାଖ ୧୦ ୨୭୯୯୬ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୫୦ ୧୦୩୦୪୨୦ ୧୦୭୩୫
୨୧ ମହାରାଷ୍ଟ୍ର ୭୭୮ ୭୭୨୬୫୭୬ ୧୧୫ ୧୪୭୮୧୬
୨୨ ମଣିପୁର ୪୪ ୧୩୪୯୯୨ ୨୧୨୦
୨୩ ମେଘାଳୟ ୧୫ ୯୨୧୭୬ ୧୫୯୩
୨୪ ମିଜୋରାମ ୭୯୫ ୨୨୪୧୦୦ ୩୧ ୬୮୮
୨୫ ନାଗାଲାଣ୍ଡ ୩୪୭୧୪ ୭୫୯
୨୬ ଓଡ଼ିଶା ୨୦୫ ୧୨୭୮୫୧୬ ୩୧ ୯୧୨୧
୨୭ ପୁଡୁଚେରୀ ୧୬୩୮୧୨ ୧୯୬୨
୨୮ ପଞ୍ଜାବ ୫୬ ୭୪୧୪୦୩ ୧୭୭୪୨
୨୯ ରାଜସ୍ଥାନ ୭୬ ୧୨୭୩୪୭୩ ୧୪ ୯୫୫୨
୩୦ ସିକ୍କିମ୍ ୩୮୬୮୯ ୪୫୨
୩୧ ତାମିଲନାଡୁ ୨୨୮ ୩୪୧୪୮୩୧ ୩୧ ୩୮୦୨୫
୩୨ ତେଲେଙ୍ଗାନା ୨୧୪ ୭୮୭୧୭୩ ୩୧ ୪୧୧୧
୩୩ ତ୍ରିପୁରା ୯୯୯୫୬ ୯୨୨
୩୪ ଉତ୍ତରାଖଣ୍ଡ ୪୫୪ ୪୨୯୧୪୯ ୭୬୯୨
୩୫ ଉତ୍ତରପ୍ରଦେଶ ୨୯୬ ୨୦୪୭୨୯୦ ୩୩ ୨୩୪୯୯
୩୬ ପଶ୍ଚିମବଙ୍ଗ ୪୫୭ ୧୯୯୬୦୨୫ ୪୧ ୨୧୨୦୦
ମୋଟ ୧୧୦୫୮ ୪୨୫୦୩୩୮୩ ୯୨୯ ୫୨୧୬୯୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.