Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮ ମୃତ

29

ନୂଆ ଦିଲ୍ଲୀ ୩୧-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୩୦୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୮୯,୦୦୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୪,୪୪୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୯୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୧୨୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୪, ୦୬, ୫୫, ୦୦୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୨, ୨୭, ୩୦୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୮, ୯୧, ୬୪, ୯୨୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୬, ୦୭, ୯୮୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୩ ୧୨୯
ଆନ୍ଧ୍ରପ୍ରଦେଶ ୨୮୮ ୨୩୦୪୫୦୬ ୪୧ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୮ ୨୯୬
ଆସାମ ୧୩୫୪ ୭୧୬୨୦୩ ୬୬୩୯
ବିହାର ୨୯ ୮୧୮୧୮୦ ୧୨୨୫୬
ଚଣ୍ଡିଗଡ଼ ୨୨ ୯୦୭୨୯ ୧୧୬୫
ଛତିଶଗଡ ୧୨୬ ୧୧୩୭୯୫୮ ୩୧ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୫୯ ୧୮୩୮୨୪୬ ୧୦୬ ୨୬୧୫୨
୧୦ ଗୋଆ ୨୪ ୨୪୧୪୩୨ ୩୮୩୨
୧୧ ଗୁଜୁରାଟ ୧୨୨ ୧୨୧୨୮୨୯ ୩୭ ୧୦୯୪୨
୧୨ ହରିୟାଣା ୩୧୩ ୯୭୪୨୩୩ ୬୭ ୧୦୬୧୬
୧୩ ହିମାଚଳ ପ୍ରଦେଶ ୧୬୪ ୨୮୦୨୨୫ ୧୮ ୪୧୩୩
୧୪ ଜାମ୍ମୁ କାଶ୍ମୀର ୧୪୬ ୪୪୮୮୨୪ ୨୬ ୪୭୫୦
୧୫ ଝାଡଖଣ୍ଡ ୫୭ ୪୨୯୭୭୧ ୧୩ ୫୩୧୫
୧୬ କର୍ଣ୍ଣାଟକ ୧୬୨୭ ୩୯୦୩୭୫୬ ୧୦୫ ୪୦୦୫୩
୧୭ କେରଳ ୪୨୪୨ ୬୪୬୦୧୪୭ ୫୬୨ ୬୭୮୬୫ ୨୧
୧୮ ଲଦାଖ ୧୦ ୨୭୯୮୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୪୫ ୧୦୩୦୨୧୮ ୨୧ ୧୦୭୩୪
୨୧ ମହାରାଷ୍ଟ୍ର ୯୩୯ ୭୭୨୫୧୨୦ ୧୩୮ ୧୪୭୭୮୨
୨୨ ମଣିପୁର ୩୮ ୧୩୪୯୩୫ ୨୧୨୦
୨୩ ମେଘାଳୟ ୨୭ ୯୨୧୪୧ ୧୫୯୩
୨୪ ମିଜୋରାମ ୧୦୪୮ ୨୨୨୬୨୮ ୧୫୨ ୬୮୪
୨୫ ନାଗାଲାଣ୍ଡ ୧୫ ୩୪୭୦୧ ୭୫୯
୨୬ ଓଡ଼ିଶା ୪୫୩ ୧୨୭୮୦୩୫ ୯୧୨୦
୨୭ ପୁଡୁଚେରୀ ୧୬୩୮୧୧ ୧୯୬୨
୨୮ ପଞ୍ଜାବ ୧୨୬ ୭୪୧୨୩୮ ୨୦ ୧୭୭୪୧
୨୯ ରାଜସ୍ଥାନ ୨୫୦ ୧୨୭୩୧୬୪ ୨୬ ୯୫୫୨
୩୦ ସିକ୍କିମ୍ ୧୧ ୩୮୬୭୬ ୪୫୨
୩୧ ତାମିଲନାଡୁ ୩୨୨ ୩୪୧୪୪୪୩ ୫୬ ୩୮୦୨୫
୩୨ ତେଲେଙ୍ଗାନା ୪୬୨ ୭୮୬୬୮୦ ୩୫ ୪୧୧୧
୩୩ ତ୍ରିପୁରା ୯୯୯୫୨ ୯୨୦
୩୪ ଉତ୍ତରାଖଣ୍ଡ ୪୯୩ ୪୨୯୦୫୫ ୭୬୯୧
୩୫ ଉତ୍ତରପ୍ରଦେଶ ୩୫୪ ୨୦୪୬୮୨୪ ୪୯ ୨୩୪୯୫
୩୬ ପଶ୍ଚିମବଙ୍ଗ ୬୩୬ ୧୯୯୫୪୮୨ ୬୬ ୨୧୧୯୭
ମୋଟ ୧୪୩୦୭ ୪୨୪୮୯୦୦୪ ୧୫୯୪ ୫୨୧୧୨୯ ୨୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.