Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧ ମୃତ

33

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୭୦୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୮୭,୪୧୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୮୭୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୩,୨୧୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୧୦୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୩, ୮୨, ୪୧, ୭୪୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୬, ୩୪, ୦୮୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୮, ୮୫, ୫୬, ୯୩୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୬, ୨୪, ୦୨୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୨ ୧୨୯
ଆନ୍ଧ୍ରପ୍ରଦେଶ ୩୧୪ ୨୩୦୪୪୬୫ ୩୭ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୮ ୨୯୬
ଆସାମ ୧୩୫୬ ୭୧୬୨୦୧ ୬୬୩୯
ବିହାର ୩୦ ୮୧୮୧୭୮ ୧୨୨୫୬
ଚଣ୍ଡିଗଡ଼ ୨୧ ୯୦୭୨୮ ୧୧୬୫
ଛତିଶଗଡ ୧୫୦ ୧୧୩୭୯୨୭ ୨୪ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୪୩ ୧୮୩୮୧୪୦ ୯୬ ୨୬୧୫୧
୧୦ ଗୋଆ ୨୭ ୨୪୧୪୨୮ ୩୮୩୦
୧୧ ଗୁଜୁରାଟ ୧୫୦ ୧୨୧୨୭୯୨ ୮୯ ୧୦୯୪୨
୧୨ ହରିୟାଣା ୩୩୯ ୯୭୪୧୬୬ ୪୧ ୧୦୬୧୬
୧୩ ହିମାଚଳ ପ୍ରଦେଶ ୧୬୪ ୨୮୦୨୦୭ ୨୦ ୪୧୩୩
୧୪ ଜାମ୍ମୁ କାଶ୍ମୀର ୧୪୨ ୪୪୮୭୯୮ ୧୭ ୪୭୫୦
୧୫ ଝାଡଖଣ୍ଡ ୬୪ ୪୨୯୭୫୮ ୫୩୧୫
୧୬ କର୍ଣ୍ଣାଟକ ୧୬୯୮ ୩୯୦୩୬୫୧ ୧୦୪ ୪୦୦୫୨
୧୭ କେରଳ ୪୩୮୭ ୬୪୫୯୫୮୫ ୫୨୮ ୬୭୮୪୪ ୨୨
୧୮ ଲଦାଖ ୧୨ ୨୭୯୮୨ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୫୨ ୧୦୩୦୧୯୭ ୨୪ ୧୦୭୩୪
୨୧ ମହାରାଷ୍ଟ୍ର ୯୬୦ ୭୭୨୪୯୮୨ ୧୦୭ ୧୪୭୭୮୦
୨୨ ମଣିପୁର ୩୬ ୧୩୪୯୩୧ ୨୧୨୦
୨୩ ମେଘାଳୟ ୩୦ ୯୨୧୩୬ ୧୫୯୩
୨୪ ମିଜୋରାମ ୧୧୦୧ ୨୨୨୪୭୬ ୨୧୮ ୬୮୪
୨୫ ନାଗାଲାଣ୍ଡ ୧୪ ୩୪୭୦୧ ୭୫୯
୨୬ ଓଡ଼ିଶା ୩୯୪ ୧୨୭୮୦୩୫ ୧୧୪ ୯୧୨୦
୨୭ ପୁଡୁଚେରୀ ୧୬୩୮୧୦ ୧୯୬୨
୨୮ ପଞ୍ଜାବ ୧୩୫ ୭୪୧୨୧୮ ୨୨ ୧୭୭୪୧
୨୯ ରାଜସ୍ଥାନ ୨୪୯ ୧୨୭୩୧୩୮ ୩୩ ୯୫୫୨
୩୦ ସିକ୍କିମ୍ ୧୨ ୩୮୬୭୪ ୪୫୨
୩୧ ତାମିଲନାଡୁ ୩୩୯ ୩୪୧୪୩୮୭ ୬୪ ୩୮୦୨୫
୩୨ ତେଲେଙ୍ଗାନା ୪୫୭ ୭୮୬୬୪୫ ୬୭ ୪୧୧୧
୩୩ ତ୍ରିପୁରା ୯୯୯୫୨ ୯୨୦
୩୪ ଉତ୍ତରାଖଣ୍ଡ ୪୮୭ ୪୨୯୦୫୪ ୨୫ ୭୬୯୧
୩୫ ଉତ୍ତରପ୍ରଦେଶ ୩୭୧ ୨୦୪୬୭୭୫ ୧୩୬ ୨୩୪୯୪
୩୬ ପଶ୍ଚିମବଙ୍ଗ ୬୬୫ ୧୯୯୫୪୧୬ ୬୦ ୨୧୧୯୭
ମୋଟ ୧୪୭୦୪ ୪୨୪୮୭୪୧୦ ୧୮୭୬ ୫୨୧୧୦୧ ୩୧

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.