Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୦୭୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୦୭୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୯ ମୃତ

38

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୦୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୩୩,୯୨୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୬,୮୦,୬୨୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୪,୧୫୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୪୯,୩୦୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୯,୪୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୪,୭୫୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୩%

ଆରୋଗ୍ୟ ହୋଇଛନ୍ତି ୯୭.୬୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୮, ୨୫, ୪୯, ୫୯୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭, ୯୫, ୫୪୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୦, ୭୫, ୫୧, ୩୯୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୯୫, ୧୬୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୨୦ ୧୨୯
ଆନ୍ଧ୍ରପ୍ରଦେଶ ୧୪୬୭୭ ୧୯୭୩୯୪୦ ୧୫୪୧ ୧୩୭୨୩
ଅରୁଣାଚଳ ପ୍ରଦେଶ ୧୨୬୦ ୫୦୬୯୫ ୧୬୯ ୨୫୯
ଆସାମ ୮୦୧୧ ୫୭୦୮୪୭ ୫୩୯ ୫୫୭୬ ୧୦
ବିହାର ୧୪୧ ୭୧୫୭୯୮ ୨୬ ୯୬୪୯
ଚଣ୍ଡିଗଡ଼ ୪୧ ୬୪୨୧୩ ୩୦୦୭ ୮୧୨
ଛତିଶଗଡ ୮୬୩ ୯୮୯୭୨୮ ୬୦ ୧୩୫୫୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୧
ଦିଲ୍ଲୀ ୩୯୮ ୧୪୧୧୮୪୦ ୫୬ ୨୫୦୭୯
୧୦ ଗୋଆ ୮୯୯ ୧୬୯୦୮୦ ୯୧ ୩୧୮୫
୧୧ ଗୁଜୁରାଟ ୧୮୨ ୮୧୫୦୪୧ ୧୭ ୧୦୦୭୯
୧୨ ହରିୟାଣା ୬୭୬ ୭୬୦୦୦୪ ୧୪ ୯୬୬୭
୧୩ ହିମାଚଳ ପ୍ରଦେଶ ୨୦୭୪ ୨୦୬୧୦୩ ୩୧୦ ୩୫୬୯
୧୪ ଜାମ୍ମୁ କାଶ୍ମୀର ୧୧୬୫ ୩୧୮୬୩୫ ୧୦୦ ୪୪୦୨
୧୫ ଝାଡଖଣ୍ଡ ୧୭୭ ୩୪୨୪୨୧ ୪୧ ୫୧୩୨
୧୬ କର୍ଣ୍ଣାଟକ ୨୦୫୮୨ ୨୮୮୦୮୮୯ ୧୪୫୬ ୩୭୧୪୫ ୨୨
୧୭ କେରଳ ୧୬୩୭୪୫ ୩୬୩୧୦୬୬ ୨୫୫୮୬ ୧୯୪୯୪ ୬୬
୧୮ ଲଦାଖ ୬୧ ୨୦୨୨୩ ୨୦୭
୧୯ ଲକ୍ଷଦୀପ ୨୩ ୧୦୨୩୫ ୫୧
୨୦ ମଧ୍ୟପ୍ରଦେଶ ୮୬ ୭୮୧୪୯୯ ୧୦୫୧୬
୨୧ ମହାରାଷ୍ଟ୍ର ୫୬୬୯୦ ୬୨୩୧୯୯୯ ୪୭୮୦ ୧୩୫୯୬୨ ୧୪୫
୨୨ ମଣିପୁର ୩୯୯୪ ୧୦୫୧୯୭ ୪୨୬ ୧୭୫୧
୨୩ ମେଘାଳୟ ୩୦୬୨ ୬୯୪୨୫ ୩୮୨ ୧୨୭୮
୨୪ ମିଜୋରାମ ୫୯୮୨ ୪୬୨୯୦ ୮୭୨ ୨୦୦
୨୫ ନାଗାଲାଣ୍ଡ ୯୭୫ ୨୮୦୦୪ ୫୩ ୬୧୦
୨୬ ଓଡ଼ିଶା ୮୨୭୭ ୯୮୫୩୦୨ ୧୦୭୮ ୭୩୫୮ ୬୯
୨୭ ପୁଡୁଚେରୀ ୮୪୭ ୧୨୦୨୩୭ ୧୨୧ ୧୮୦୮
୨୮ ପଞ୍ଜାବ ୪୮୮ ୫୮୩୪୨୬ ୪୬ ୧୬୩୫୨
୨୯ ରାଜସ୍ଥାନ ୧୫୨ ୯୪୪୯୧୭ ୨୦ ୮୯୫୪
୩୦ ସିକ୍କିମ୍ ୧୫୮୩ ୨୭୩୬୬ ୧୧୬ ୩୬୫
୩୧ ତାମିଲନାଡୁ ୧୯୧୭୧ ୨୫୪୭୦୦୫ ୧୮୨୭ ୩୪୭୦୯ ୨୩
୩୨ ତେଲେଙ୍ଗାନା ୬୩୮୪ ୬୪୪୭୪୭ ୪୫୩ ୩୮୫୮
୩୩ ତ୍ରିପୁରା ୧୦୯୫ ୮୦୨୧୩ ୧୯୭ ୭୮୭
୩୪ ଉତ୍ତରାଖଣ୍ଡ ୩୧୭ ୩୩୫୦୫୫ ୧୬ ୭୩୭୭
୩୫ ଉତ୍ତରପ୍ରଦେଶ ୩୭୩ ୧୬୮୫୯୫୪ ୫୩ ୨୨୭୯୨
୩୬ ପଶ୍ଚିମବଙ୍ଗ ୯୪୬୧ ୧୫୧୫୧୬୧ ୬୮୬ ୧୮୩୬୪
ମୋଟ ୩୩୩୯୨୪ ୩୧୬୮୦୬୨୬ ୪୪୧୫୭ ୪୩୪୭୫୬ ୩୮୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.