Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪୯ ମୃତ

30

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୬,୧୮୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୮୨,୨୬୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୮୨୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୧୯,୪୫୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୫୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୦୦୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୩, ୨୦, ୧୦, ୦୩୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୯, ୯୦, ୬୫୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୮, ୬୯, ୨୨, ୯୬୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୬, ୨୦, ୨୫୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୧ ୧୨୯
ଆନ୍ଧ୍ରପ୍ରଦେଶ ୩୯୫ ୨୩୦୪୩୨୩ ୭୫ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୮ ୨୯୬
ଆସାମ ୧୩୬୨ ୭୧୬୧୯୪ ୬୬୩୯
ବିହାର ୩୨ ୮୧୮୧୬୨ ୧୨୨୫୬
ଚଣ୍ଡିଗଡ଼ ୨୭ ୯୦୭୧୭ ୧୧୬୫
ଛତିଶଗଡ ୧୪୭ ୧୧୩୭୮୬୯ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୬୪ ୧୮୩୭୮୬୪ ୧୨୨ ୨୬୧୫୦
୧୦ ଗୋଆ ୩୭ ୨୪୧୪୦୯ ୩୮୩୦
୧୧ ଗୁଜୁରାଟ ୨୭୬ ୧୨୧୨୬୪୪ ୨୩ ୧୦୯୪୨
୧୨ ହରିୟାଣା ୩୯୦ ୯୭୩୯୮୦ ୫୭ ୧୦୬୦୭
୧୩ ହିମାଚଳ ପ୍ରଦେଶ ୧୯୧ ୨୮୦୧୫୦ ୩୫ ୪୧୩୨
୧୪ ଜାମ୍ମୁ କାଶ୍ମୀର ୧୩୮ ୪୪୮୭୬୪ ୧୨ ୪୭୫୦
୧୫ ଝାଡଖଣ୍ଡ ୭୮ ୪୨୯୭୨୮ ୫୩୧୫
୧୬ କର୍ଣ୍ଣାଟକ ୧୮୧୮ ୩୯୦୩୩୮୦ ୯୪ ୪୦୦୪୯
୧୭ କେରଳ ୪୮୮୧ ୬୪୫୭୯୯୩ ୬୯୩ ୬୭୭୭୨ ୧୪୧
୧୮ ଲଦାଖ ୧୮ ୨୭୯୭୨ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୧୮ ୧୦୩୦୧୪୦ ୧୪ ୧୦୭୩୪
୨୧ ମହାରାଷ୍ଟ୍ର ୮୯୩ ୭୭୨୪୬୯୭ ୧୩୭ ୧୪୭୭୭୯
୨୨ ମଣିପୁର ୪୦ ୧୩୪୯୨୧ ୨୧୨୦
୨୩ ମେଘାଳୟ ୪୯ ୯୨୧୧୫ ୧୫୯୩
୨୪ ମିଜୋରାମ ୧୨୨୭ ୨୨୧୮୮୫ ୧୯୨ ୬୮୧
୨୫ ନାଗାଲାଣ୍ଡ ୧୮ ୩୪୬୯୪ ୭୫୮
୨୬ ଓଡ଼ିଶା ୪୮୪ ୧୨୭୭୮୧୯ ୯୧୧୮
୨୭ ପୁଡୁଚେରୀ ୧୬୩୮୦୮ ୧୯୬୨
୨୮ ପଞ୍ଜାବ ୧୧୩ ୭୪୧୧୬୬ ୧୯ ୧୭୭୪୦
୨୯ ରାଜସ୍ଥାନ ୨୭୧ ୧୨୭୩୦୪୧ ୪୨ ୯୫୫୧
୩୦ ସିକ୍କିମ୍ ୨୧ ୩୮୬୬୫ ୪୫୧
୩୧ ତାମିଲନାଡୁ ୪୧୮ ୩୪୧୪୨୦୪ ୬୩ ୩୮୦୨୫
୩୨ ତେଲେଙ୍ଗାନା ୫୩୬ ୭୮୬୪୬୩ ୭୫ ୪୧୧୧
୩୩ ତ୍ରିପୁରା ୯୯୯୫୧ ୯୧୯
୩୪ ଉତ୍ତରାଖଣ୍ଡ ୫୧୯ ୪୨୮୯୫୪ ୫୧ ୭୬୯୧
୩୫ ଉତ୍ତରପ୍ରଦେଶ ୪୯୦ ୨୦୪୬୫୦୨ ୨୩୪୯୪
୩୬ ପଶ୍ଚିମବଙ୍ଗ ୭୨୯ ୧୯୯୫୨୧୨ ୭୫ ୨୧୧୯୭
ମୋଟ ୧୬୧୮୭ ୪୨୪୮୨୨୬୨ ୧୮୨୬ ୫୨୧୦୦୪ ୧୪୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.