Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୫୮୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୫୮୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩ ମୃତ

37

ନୂଆ ଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୫୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୩,୯୧୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୭୦,୫୧୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୭୪୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୧୦,୯୭୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୧୯୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୬,୫୪୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୬%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୧, ୫୬, ୦୧, ୯୪୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୦, ୫୮, ୮୭୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୯ ୧୨୯
ଆନ୍ଧ୍ରପ୍ରଦେଶ ୫୦୬ ୨୩୦୪୦୩୧ ୪୨ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୨ ୨୯୬
ଆସାମ ୧୩୬୫ ୭୧୬୧୮୮ ୬୬୩୯
ବିହାର ୩୬ ୮୧୮୧୨୭ ୧୨୨୫୬
ଚଣ୍ଡିଗଡ଼ ୨୮ ୯୦୬୯୯ ୧୧୬୫
ଛତିଶଗଡ ୧୩୨ ୧୧୩୭୭୭୩ ୩୧ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୫୦୫ ୧୮୩୭୨୪୭ ୯୮ ୨୬୧୪୭
୧୦ ଗୋଆ ୫୪ ୨୪୧୩୬୯ ୩୮୩୦
୧୧ ଗୁଜୁରାଟ ୩୨୬ ୧୨୧୨୫୧୩ ୩୬ ୧୦୯୪୧
୧୨ ହରିୟାଣା ୩୮୨ ୯୭୩୬୪୫ ୧୪୪ ୧୦୫୯୮
୧୩ ହିମାଚଳ ପ୍ରଦେଶ ୨୩୯ ୨୭୯୯୯୦ ୭୪ ୪୧୩୨
୧୪ ଜାମ୍ମୁ କାଶ୍ମୀର ୧୧୧ ୪୪୮୭୦୧ ୧୬ ୪୭୫୦
୧୫ ଝାଡଖଣ୍ଡ ୧୧୯ ୪୨୯୬୧୦ ୨୮ ୫୩୧୫
୧୬ କର୍ଣ୍ଣାଟକ ୧୯୩୩ ୩୯୦୨୮୧୩ ୧୭୩ ୪୦୦୩୯
୧୭ କେରଳ ୬୨୬୦ ୬୪୫୪୦୨୨ ୮୫୦ ୬୭୩୬୩ ୨୪
୧୮ ଲଦାଖ ୩୬ ୨୭୯୪୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୭୬ ୧୦୨୯୯୯୧ ୫୦ ୧୦୭୩୪
୨୧ ମହାରାଷ୍ଟ୍ର ୫୨୭୭ ୭୭୨୩୪୬୮ ୧୮୦ ୧୪୩୭୬୭
୨୨ ମଣିପୁର ୭୬ ୧୩୪୮୪୯ ୧୩ ୨୧୨୦
୨୩ ମେଘାଳୟ ୫୪ ୯୨୦୮୩ ୧୫୯୧
୨୪ ମିଜୋରାମ ୧୬୪୯ ୨୨୦୬୬୭ ୪୦୮ ୬୭୭
୨୫ ନାଗାଲାଣ୍ଡ ୩୭ ୩୪୬୭୧ ୭୫୮
୨୬ ଓଡ଼ିଶା ୫୮୦ ୧୨୭୭୪୯୭ ୭୩ ୯୧୧୬
୨୭ ପୁଡୁଚେରୀ ୧୩ ୧୬୩୭୯୭ ୧୯୬୨
୨୮ ପଞ୍ଜାବ ୧୭୫ ୭୪୧୦୨୯ ୫୦ ୧୭୭୩୮
୨୯ ରାଜସ୍ଥାନ ୩୫୯ ୧୨୭୨୭୪୭ ୭୯ ୯୫୫୧
୩୦ ସିକ୍କିମ୍ ୧୭ ୩୮୬୫୬ ୪୪୯
୩୧ ତାମିଲନାଡୁ ୫୭୬ ୩୪୧୩୮୪୧ ୯୬ ୩୮୦୨୫
୩୨ ତେଲେଙ୍ଗାନା ୬୩୯ ୭୮୬୧୧୪ ୯୧ ୪୧୧୧
୩୩ ତ୍ରିପୁରା ୯୯୯୫୧ ୯୧୯
୩୪ ଉତ୍ତରାଖଣ୍ଡ ୬୧୮ ୪୨୮୭୪୮ ୨୯ ୭୬୯୦
୩୫ ଉତ୍ତରପ୍ରଦେଶ ୭୭୭ ୨୦୪୬୦୭୦ ୫୫ ୨୩୪୯୨
୩୬ ପଶ୍ଚିମବଙ୍ଗ ୮୫୦ ୧୯୯୪୭୯୭ ୯୬ ୨୧୧୯୫
ମୋଟ ୨୩୯୧୩ ୪୨୪୭୦୫୧୫ ୨୭୪୧ ୫୧୬୫୪୩ ୩୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.