Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ମୃତ

28

ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୦,୭୯୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୫୪,୫୪୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪,୪୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୦୧,୪୭୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୦୧୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୬,୧୩୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୭%

ଆରୋଗ୍ୟ ହୋଇଛନ୍ତି ୯୮.୭୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୦, ୮୦, ୨୪, ୧୪୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୭, ୮୬, ୪୭୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୬ ୧୨୯
ଆନ୍ଧ୍ରପ୍ରଦେଶ ୫୧୦ ୨୩୦୩୭୭୨ ୮୨ ୧୪୭୩୦
ଅରୁଣାଚଳ ପ୍ରଦେଶ ୧୩ ୬୪୧୭୪ ୨୯୬
ଆସାମ ୧୩୬୦ ୭୧୬୧୭୯ ୬୬୩୯
ବିହାର ୫୧ ୮୧୮୦୮୫ ୨୪ ୧୨୨୫୫
ଚଣ୍ଡିଗଡ଼ ୪୭ ୯୦୬୬୧ ୧୧୬୫
ଛତିଶଗଡ ୨୨୮ ୧୧୩୭୬୧୦ ୫୬ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୬୨୦ ୧୮୩୬୫୮୧ ୧୮୦ ୨୬୧୪୪
୧୦ ଗୋଆ ୭୨ ୨୪୧୩୨୪ ୧୯ ୩୮୩୦
୧୧ ଗୁଜୁରାଟ ୪୪୩ ୧୨୧୨୩୦୪ ୫୪ ୧୦୯୩୯
୧୨ ହରିୟାଣା ୬୫୩ ୯୭୩୦୭୩ ୧୨୮ ୧୦୫୯୧
୧୩ ହିମାଚଳ ପ୍ରଦେଶ ୩୯୨ ୨୭୯୭୩୬ ୬୪ ୪୧୩୦
୧୪ ଜାମ୍ମୁ କାଶ୍ମୀର ୧୬୩ ୪୪୮୫୮୦ ୩୯ ୪୭୫୦
୧୫ ଝାଡଖଣ୍ଡ ୧୮୫ ୪୨୯୫୧୫ ୨୫ ୫୩୧୫
୧୬ କର୍ଣ୍ଣାଟକ ୨୧୩୨ ୩୯୦୨୦୨୮ ୩୯୨ ୪୦୦୨୬
୧୭ କେରଳ ୮୩୫୯ ୬୪୪୮୬୯୯ ୧୪୪୪ ୬୭୦୦୮ ୫୦
୧୮ ଲଦାଖ ୬୬ ୨୭୮୯୮ ୨୨୮
୧୯ ଲକ୍ଷଦୀପ ୧୧୩୪୯ ୫୨
୨୦ ମଧ୍ୟପ୍ରଦେଶ ୪୨୦ ୧୦୨୯୬୪୭ ୯୧ ୧୦୭୩୩
୨୧ ମହାରାଷ୍ଟ୍ର ୬୦୭୯ ୭୭୨୧୯୬୫ ୪୫୫ ୧୪୩୭୫୯
୨୨ ମଣିପୁର ୧୧୪ ୧୩୪୭୯୬ ୨୧୧୮
୨୩ ମେଘାଳୟ ୬୪ ୯୨୦୩୪ ୧୪ ୧୫୯୦
୨୪ ମିଜୋରାମ ୨୪୮୮ ୨୧୮୮୧୭ ୪୦୦ ୬୭୨
୨୫ ନାଗାଲାଣ୍ଡ ୪୭ ୩୪୬୫୧ ୭୫୭
୨୬ ଓଡ଼ିଶା ୬୯୨ ୧୨୭୭୦୪୫ ୨୬୩ ୯୧୧୫
୨୭ ପୁଡୁଚେରୀ ୧୫ ୧୬୩୭୮୯ ୧୯୬୨
୨୮ ପଞ୍ଜାବ ୨୫୩ ୭୪୦୮୨୬ ୨୯ ୧୭୭୩୭
୨୯ ରାଜସ୍ଥାନ ୭୧୧ ୧୨୭୨୧୮୫ ୧୫୨ ୯୫୫୧
୩୦ ସିକ୍କିମ୍ ୧୬ ୩୮୬୪୮ ୪୪୭
୩୧ ତାମିଲନାଡୁ ୮୭୩ ୩୪୧୩୨୪୮ ୧୬୧ ୩୮୦୨୪
୩୨ ତେଲେଙ୍ଗାନା ୮୧୬ ୭୮୫୬୪୭ ୮୨ ୪୧୧୧
୩୩ ତ୍ରିପୁରା ୯୯୯୫୦ ୯୧୯
୩୪ ଉତ୍ତରାଖଣ୍ଡ ୬୪୩ ୪୨୮୬୫୩ ୧୯ ୭୬୮୯
୩୫ ଉତ୍ତରପ୍ରଦେଶ ୧୦୫୯ ୨୦୪୫୫୬୩ ୧୫୦ ୨୩୪୯୨
୩୬ ପଶ୍ଚିମବଙ୍ଗ ୧୨୦୮ ୧୯୯୪୧୮୨ ୧୩୭ ୨୧୧୯୧
ମୋଟ ୩୦୭୯୯ ୪୨୪୫୪୫୪୬ ୪୪୯୧ ୫୧୬୧୩୨ ୬୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.