Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭ ମୃତ

69

ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୬,୧୬୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୪୧,୪୪୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪,୩୭୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୯୩,୪୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୯୦୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୫,୮୭୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୮%

ଆରୋଗ୍ୟ ହୋଇଛନ୍ତି ୯୮.୭୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୦, ୧୯, ୪୫, ୭୭୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪, ୬୧, ୩୧୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୫ ୧୨୯
ଆନ୍ଧ୍ରପ୍ରଦେଶ ୬୦୬ ୨୩୦୩୫୨୨ ୮୪ ୧୪୭୩୦
ଅରୁଣାଚଳ ପ୍ରଦେଶ ୨୯ ୬୪୧୫୭ ୨୯୬
ଆସାମ ୧୩୬୪ ୭୧୬୧୬୮ ୬୬୩୯
ବିହାର ୮୩ ୮୧୮୦୩୩ ୨୧ ୧୨୨୫୫
ଚଣ୍ଡିଗଡ଼ ୫୭ ୯୦୬୩୮ ୧୧୬୫
ଛତିଶଗଡ ୩୩୭ ୧୧୩୭୪୨୮ ୫୨ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୭୨୯ ୧୮୩୬୦୬୪ ୧୯୫ ୨୬୧୪୧
୧୦ ଗୋଆ ୮୯ ୨୪୧୨୮୫ ୧୪ ୩୮୩୦
୧୧ ଗୁଜୁରାଟ ୫୩୭ ୧୨୧୨୧୨୪ ୬୦ ୧୦୯୩୮
୧୨ ହରିୟାଣା ୮୨୭ ୯୭୨୬୦୪ ୧୦୫ ୧୦୫୮୬
୧୩ ହିମାଚଳ ପ୍ରଦେଶ ୪୪୨ ୨୭୯୫୩୦ ୨୨ ୪୧୨୬
୧୪ ଜାମ୍ମୁ କାଶ୍ମୀର ୨୪୨ ୪୪୮୪୫୬ ୩୫ ୪୭୫୦
୧୫ ଝାଡଖଣ୍ଡ ୨୧୫ ୪୨୯୪୧୮ ୪୫ ୫୩୧୫
୧୬ କର୍ଣ୍ଣାଟକ ୨୬୯୫ ୩୯୦୧୦୯୩ ୧୩୦ ୪୦୦୧୮
୧୭ କେରଳ ୯୬୬୬ ୬୪୪୪୬୨୪ ୧୫୫୪ ୬୬୮୦୮ ୧୫
୧୮ ଲଦାଖ ୬୦ ୨୭୮୮୯ ୨୨୮
୧୯ ଲକ୍ଷଦୀପ ୧୧୩୪୮ ୫୨
୨୦ ମଧ୍ୟପ୍ରଦେଶ ୫୯୭ ୧୦୨୯୩୬୨ ୧୩୭ ୧୦୭୩୩
୨୧ ମହାରାଷ୍ଟ୍ର ୬୫୨୮ ୭୭୨୦୯୨୨ ୪୪୮ ୧୪୩୭୫୨
୨୨ ମଣିପୁର ୯୭ ୧୩୪୭୭୬ ୨୧୧୮
୨୩ ମେଘାଳୟ ୮୪ ୯୧୯୯୭ ୧୮ ୧୫୮୯
୨୪ ମିଜୋରାମ ୩୨୨୦ ୨୧୭୦୮୩ ୩୧୯ ୬୭୧
୨୫ ନାଗାଲାଣ୍ଡ ୫୯ ୩୪୬୩୧ ୭୫୭
୨୬ ଓଡ଼ିଶା ୮୪୦ ୧୨୭୬୬୭୫ ୧୧୦ ୯୧୧୧
୨୭ ପୁଡୁଚେରୀ ୧୭ ୧୬୩୭୮୦ ୧୯୬୨
୨୮ ପଞ୍ଜାବ ୨୫୮ ୭୪୦୭୨୩ ୨୭ ୧୭୭୨୩
୨୯ ରାଜସ୍ଥାନ ୯୧୫ ୧୨୭୧୭୬୦ ୨୬୨ ୯୫୫୦
୩୦ ସିକ୍କିମ୍ ୨୦ ୩୮୬୩୯ ୪୪୬
୩୧ ତାମିଲନାଡୁ ୧୧୭୩ ୩୪୧୨୭୧୪ ୨୨୩ ୩୮୦୨୩
୩୨ ତେଲେଙ୍ଗାନା ୯୫୦ ୭୮୫୨୯୦ ୧୬୪ ୪୧୧୧
୩୩ ତ୍ରିପୁରା ୯୯୯୪୯ ୯୧୯
୩୪ ଉତ୍ତରାଖଣ୍ଡ ୬୬୩ ୪୨୮୫୪୫ ୩୧ ୭୬୮୯
୩୫ ଉତ୍ତରପ୍ରଦେଶ ୧୩୧୩ ୨୦୪୫୦୯୨ ୧୬୨ ୨୩୪୯୨
୩୬ ପଶ୍ଚିମବଙ୍ଗ ୧୪୫୨ ୧୯୯୩୭୯୯ ୧୧୮ ୨୧୧୮୭
ମୋଟ ୩୬୧୬୮ ୪୨୪୪୧୪୪୯ ୪୩୭୭ ୫୧୫୮୭୭ ୨୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.