Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦୩ ମୃତ

29

ନୂଆ ଦିଲ୍ଲୀ ୨୨-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୫୩,୩୯୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୬,୩୬,୪୬୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୪୮୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୨୪,୨୩୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭,୯୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୪,୩୬୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୯%

ଆରୋଗ୍ୟ ହୋଇଛନ୍ତି ୯୭.୫୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୮, ୧୪, ୮୯, ୩୭୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୨, ୨୩, ୬୧୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୦, ୬୨, ୫୬, ୨୩୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୮୫, ୬୮୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୪୧ ୧୯୭୨୩୯୯ ୧୫୩୫ ୧୩୭୧୫ ୧୩
ଅରୁଣାଚଳ ପ୍ରଦେଶ ୧୩୮୨ ୫୦୫୨୬ ୨୦୯ ୨୫୭
ଆସାମ ୮୨୨୪ ୫୭୦୩୦୮ ୬୫୮ ୫୫୬୬ ୧୫
ବିହାର ୧୪୭ ୭୧୫୭୭୨ ୩୦ ୯୬୪୯
ଚଣ୍ଡିଗଡ଼ ୪୪ ୬୧୨୦୬ ୮୧୨
ଛତିଶଗଡ ୮୯୭ ୯୮୯୬୬୮ ୧୦୮ ୧୩୫୫୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୧
ଦିଲ୍ଲୀ ୪୩୦ ୧୪୧୧୭୮୪ ୪୮ ୨୫୦୭୯
୧୦ ଗୋଆ ୯୧୫ ୧୬୮୯୮୯ ୧୧୧ ୩୧୮୪
୧୧ ଗୁଜୁରାଟ ୧୮୪ ୮୧୫୦୨୪ ୧୬ ୧୦୦୭୯
୧୨ ହରିୟାଣା ୬୭୫ ୭୫୯୯୯୦ ୧୮ ୯୬୬୬
୧୩ ହିମାଚଳ ପ୍ରଦେଶ ୨୨୭୬ ୨୦୫୭୯୩ ୩୩୬ ୩୫୬୩
୧୪ ଜାମ୍ମୁ କାଶ୍ମୀର ୧୧୫୯ ୩୧୮୫୩୫ ୧୨୬ ୪୪୦୧
୧୫ ଝାଡଖଣ୍ଡ ୨୧୩ ୩୪୨୩୮୦ ୨୦ ୫୧୩୨
୧୬ କର୍ଣ୍ଣାଟକ ୨୦୮୭୧ ୨୮୭୯୪୩୩ ୧୬୪୮ ୩୭୧୨୩ ୧୮
୧୭ କେରଳ ୧୭୮୯୯୫ ୩୬୦୫୪୮୦ ୨୦୮୪୬ ୧୯୪୨୮ ୮୩
୧୮ ଲଦାଖ ୬୮ ୨୦୨୧୬ ୧୨ ୨୦୭
୧୯ ଲକ୍ଷଦୀପ ୨୬ ୧୦୨୩୧ ୫୧
୨୦ ମଧ୍ୟପ୍ରଦେଶ ୮୮ ୭୮୧୪୯୩ ୧୪ ୧୦୫୧୫
୨୧ ମହାରାଷ୍ଟ୍ର ୫୭୪୭୪ ୬୨୨୭୨୧୯ ୫୯୧୪ ୧୩୫୮୧୭ ୧୪୫
୨୨ ମଣିପୁର ୪୧୩୯ ୧୦୪୭୭୧ ୫୯୮ ୧୭୪୭
୨୩ ମେଘାଳୟ ୩୧୩୬ ୬୯୦୪୩ ୪୬୦ ୧୨୬୯
୨୪ ମିଜୋରାମ ୬୫୬୮ ୪୫୪୧୮ ୧୦୫୦ ୧୯୪
୨୫ ନାଗାଲାଣ୍ଡ ୯୯୪ ୨୭୯୫୧ ୧୧୦ ୬୦୯
୨୬ ଓଡ଼ିଶା ୮୫୭୧ ୯୮୪୨୨୪ ୯୭୯ ୭୨୮୯ ୬୬
୨୭ ପୁଡୁଚେରୀ ୯୦୮ ୧୨୦୧୧୬ ୧୧୨ ୧୮୦୮
୨୮ ପଞ୍ଜାବ ୪୯୩ ୫୮୩୩୮୦ ୮୯ ୧୬୩୫୨
୨୯ ରାଜସ୍ଥାନ ୧୬୭ ୯୪୪୮୯୭ ୧୧ ୮୯୫୪
୩୦ ସିକ୍କିମ୍ ୧୬୩୦ ୨୭୨୫୦ ୧୬୩ ୩୬୪
୩୧ ତାମିଲନାଡୁ ୧୯୩୯୧ ୨୫୪୫୧୭୮ ୧୮୫୯ ୩୪୬୮୬ ୨୩
୩୨ ତେଲେଙ୍ଗାନା ୬୬୦୮ ୬୪୪୨୯୪ ୪୮୨ ୩୮୫୬
୩୩ ତ୍ରିପୁରା ୧୨୪୯ ୮୦୦୧୬ ୧୪୫ ୭୮୫
୩୪ ଉତ୍ତରାଖଣ୍ଡ ୩୨୧ ୩୩୫୦୩୯ ୩୨ ୭୩୭୭
୩୫ ଉତ୍ତରପ୍ରଦେଶ ୪୦୭ ୧୬୮୫୯୦୧ ୨୪ ୨୨୭୯୨
୩୬ ପଶ୍ଚିମବଙ୍ଗ ୯୫୯୪ ୧୫୧୪୪୭୫ ୭୦୯ ୧୮୩୫୬ ୧୦
ମୋଟ ୩୫୩୩୯୮ ୩୧୬୩୬୪୬୯ ୩୮୪୮୭ ୪୩୪୩୬୭ ୪୦୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.