Home Coronavirus Outbreak ଦେଶରେ କମିଲା ସଂକ୍ରମଣ କିନ୍ତୁ ଡରେଇଲାଣି ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ...

ଦେଶରେ କମିଲା ସଂକ୍ରମଣ କିନ୍ତୁ ଡରେଇଲାଣି ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୯୨ ମୃତ

52

ନୂଆ ଦିଲ୍ଲୀ ୧ -୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ କିନ୍ତୁ ଡରେଇଲାଣି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୭,୪୩,୦୫୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୨୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୯୨,୩୦,୧୯୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୫୪,୦୭୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୪.୬୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪,୬୯,୪୯୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୮,୨୦୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୯୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୬,୨୪୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୨୦%

ଆରୋଗ୍ୟ ହୋଇଛନ୍ତି ୯୪.୬୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୬, ୬୮, ୪୮, ୨୦୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୧, ୪୫, ୭୬୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୩,୦୬,୯୭,୧୯୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪,୨୮,୬୭୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୬୫ ୯୩୦୦ ୫୪ ୧୨୯
ଆନ୍ଧ୍ରପ୍ରଦେଶ ୧୧୦୫୧୭ ୨୧୫୧୨୩୮ ୧୧୩୮୪ ୧୪୬୧୫
ଅରୁଣାଚଳ ପ୍ରଦେଶ ୨୮୩୫ ୫୯୨୮୮ ୪୪୦ ୨୮୭
ଆସାମ ୨୧୯୭୪ ୬୮୭୯୭୧ ୩୬୧୩ ୬୪୬୧ ୧୯
ବିହାର ୫୦୮୨ ୮୦୬୪୯୭ ୨୨୨୩ ୧୨୨୨୨
ଚଣ୍ଡିଗଡ଼ ୩୨୨୮ ୮୫୧୩୮ ୫୬୪ ୧୧୨୨
ଛତିଶଗଡ ୨୩୫୩୭ ୧୦୮୮୪୭୩ ୪୮୭୧ ୧୩୮୫୩ ୧୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୯୪ ୧୧୨୦୯ ୧୩
ଦିଲ୍ଲୀ ୧୮୭୨୯ ୧୭୮୫୬୭୪ ୫୫୦୨ ୨୫୮୬୫ ୩୮
୧୦ ଗୋଆ ୮୭୬୦ ୨୨୬୪୫୩ ୧୩୮୭ ୩୬୯୩ ୧୧
୧୧ ଗୁଜୁରାଟ ୮୩୭୯୩ ୧୦୬୬୩୯୩ ୧୪୧୭୧ ୧୦୪୭୩ ୩୫
୧୨ ହରିୟାଣା ୨୫୫୯୦ ୯୧୩୬୩୭ ୬୭୯୧ ୧୦୩୦୫ ୧୯
୧୩ ହିମାଚଳ ପ୍ରଦେଶ ୯୨୮୧ ୨୫୮୨୬୮ ୧୬୩୭ ୪୦୦୦
୧୪ ଜାମ୍ମୁ କାଶ୍ମୀର ୩୬୩୭୨ ୩୯୪୩୭୯ ୬୪୩୩ ୪୬୭୪ ୧୫
୧୫ ଝାଡଖଣ୍ଡ ୫୨୫୮ ୪୧୭୯୯୧ ୧୮୭୪ ୫୩୦୧
୧୬ କର୍ଣ୍ଣାଟକ ୨୪୪୩୬୧ ୩୫୨୬୧୦୮ ୩୦୮୬୯ ୩୮୯୯୮ ୫୬
୧୭ କେରଳ ୩୫୮୨୮୧ ୫୬୧୨୯୯୩ ୩୮୪୫୮ ୫୪୩୯୫ ୭୨୯
୧୮ ଲଦାଖ ୧୦୮୭ ୨୪୭୧୦ ୨୫୦ ୨୨୪
୧୯ ଲକ୍ଷଦୀପ ୨୫୪ ୧୦୭୭୮ ୩୧ ୫୨
୨୦ ମଧ୍ୟପ୍ରଦେଶ ୬୦୬୦୯ ୮୯୬୨୭୪ ୧୦୭୪୮ ୧୦୬୧୮
୨୧ ମହାରାଷ୍ଟ୍ର ୨୧୧୨୩୯ ୭୩୬୭୨୫୯ ୩୫୪୫୩ ୧୪୨୬୧୧ ୩୯
୨୨ ମଣିପୁର ୩୯୮୪ ୧୨୭୨୨୬ ୩୩୩ ୨୦୪୬
୨୩ ମେଘାଳୟ ୨୩୧୩ ୮୭୨୫୫ ୨୪୬ ୧୫୨୬
୨୪ ମିଜୋରାମ ୧୫୦୮୯ ୧୫୯୩୨୪ ୧୭୪୦ ୬୦୯
୨୫ ନାଗାଲାଣ୍ଡ ୮୪୭ ୩୨୮୨୧ ୯୯ ୭୩୬
୨୬ ଓଡ଼ିଶା ୩୯୦୮୨ ୧୨୦୧୫୪୬ ୮୧୮୧ ୮୬୧୨ ୧୮
୨୭ ପୁଡୁଚେରୀ ୯୭୦୦ ୧୪୯୬୨୦ ୧୮୨୮ ୧୯୩୧
୨୮ ପଞ୍ଜାବ ୨୩୬୨୬ ୭୦୨୬୫୩ ୫୪୭୩ ୧୭୨୫୩ ୩୯
୨୯ ରାଜସ୍ଥାନ ୬୭୦୧୭ ୧୧୩୦୧୩୬ ୧୧୬୧୮ ୯୨୬୮ ୨୩
୩୦ ସିକ୍କିମ୍ ୯୩୧ ୩୬୭୯୨ ୨୩୨ ୪୨୯
୩୧ ତାମିଲନାଡୁ ୧୯୮୧୩୦ ୩୧୦୯୫୨୬ ୨୫୦୫୬ ୩୭୫୬୪ ୨୦
୩୨ ତେଲେଙ୍ଗାନା ୩୭୧୬୮ ୭୨୨୬୫୪ ୪୪୧୩ ୪୦୮୯
୩୩ ତ୍ରିପୁରା ୩୫୨୫ ୯୫୯୩୪ ୯୧୯ ୯୦୫
୩୪ ଉତ୍ତରାଖଣ୍ଡ ୨୯୮୫୬ ୩୮୩୯୮୬ ୨୪୯୯ ୭୫୪୬ ୧୦
୩୫ ଉତ୍ତରପ୍ରଦେଶ ୫୪୮୩୬ ୧୯୪୧୫୦୬ ୬୯୪୬ ୨୩୨୦୭ ୧୮
୩୬ ପଶ୍ଚିମବଙ୍ଗ ୨୫୭୦୯ ୧୯୪୯୧୮୮ ୭୭୨୭ ୨୦୬୧୯ ୩୬
ମୋଟ ୧୭୪୩୦୫୯ ୩୯୨୩୦୧୯୮ ୨୫୪୦୭୬ ୪୯୬୨୪୨ ୧୧୯୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.