Home Coronavirus Outbreak ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୫ ମୃତ, ୮, ୨୦୯ ଓମିକ୍ରନ୍ ମାମଲା

143

ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮, ୨୦୯ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି; ଗତକାଲି ଠାରୁ ୬.୦୨% ବୃଦ୍ଧି।

ଦୈ ନିକ ସକରାତ୍ମକତା ହାର (୧୯.୬୫%)

ସାପ୍ତାହିକ ସକରାତ୍ମକତା ହାର (୧୪.୪୧%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୬୫୬୩୪୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୪୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୫୨,୩୭,୪୬୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୭୪୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୪.୨୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୮୦୨୫୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୦୫୯୬୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬,୪୫୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୪୩%

ଆରୋଗ୍ୟ ହୋଇଛନ୍ତି ୯୪.୨୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୭, ୨୦, ୪୧, ୮୨୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୯, ୪୬, ୩୪୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୦, ୩୭, ୬୨, ୨୮୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୧୩, ୪୪୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୬୬ ୮୦୫୧ ୬୨ ୧୨୯
ଆନ୍ଧ୍ରପ୍ରଦେଶ ୨୬୭୭୦ ୨୦୬୫୦୦୦ ୬୬୯ ୧୪୫୧୦
ଅରୁଣାଚଳ ପ୍ରଦେଶ ୧୧୫୬ ୫୫୧୯୫ ୫୪ ୨୮୨
ଆସାମ ୨୦୬୦୫ ୬୧୯୯୨୪ ୧୨୨୩ ୬୨୦୬
ବିହାର ୩୫୫୦୯ ୭୩୯୪୮୨ ୫୮୦୯ ୧୨୧୩୬
ଚଣ୍ଡିଗଡ଼ ୯୨୦୩ ୬୭୩୩୮ ୬୬୫ ୧୦୮୭
ଛତିଶଗଡ ୩୨୭୯୨ ୧୦୧୩୨୭୦ ୩୩୦୩ ୧୩୬୫୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୧୨ ୧୦୭୭୦ ୨୨
ଦିଲ୍ଲୀ ୮୯୮୧୯ ୧୫୯୪୭୮୮ ୨୧୮୪୬ ୨୫୩୬୩ ୨୮
୧୦ ଗୋଆ ୨୧୩୮୧ ୧୮୫୫୩୭ ୧୯୨୨ ୩୫୫୭
୧୧ ଗୁଜୁରାଟ ୬୩୬୧୦ ୮୫୨୪୭୧ ୬୦୯୬ ୧୦୧୫୯
୧୨ ହରିୟାଣା ୫୧୨୭୬ ୭୮୫୫୧୮ ୪୩୬୧ ୧୦୧୦୪
୧୩ ହିମାଚଳ ପ୍ରଦେଶ ୧୧୦୦୦ ୨୨୮୪୭୪ ୬୨୭ ୩୮୯୧
୧୪ ଜାମ୍ମୁ କାଶ୍ମୀର ୧୫୮୮୩ ୩୩୮୯୨୩ ୪୭୦ ୪୫୬୭
୧୫ ଝାଡଖଣ୍ଡ ୩୧୭୪୭ ୩୬୮୩୫୯ ୪୧୧୪ ୫୨୦୩
୧୬ କର୍ଣ୍ଣାଟକ ୧୯୮୦୧୧ ୨୯୮୩୬୪୫ ୫୯୦୨ ୩୮୪୩୧ ୧୩
୧୭ କେରଳ ୧୦୪୫୬୯ ୫୨୨୩୪୩୦ ୪୭୪୯ ୫୦୮୩୨ ୧୫୮
୧୮ ଲଦାଖ ୮୨୦ ୨୨୩୪୨ ୯୬ ୨୨୨
୧୯ ଲକ୍ଷଦୀପ ୭୪ ୧୦୩୬୯ ୫୧
୨୦ ମଧ୍ୟପ୍ରଦେଶ ୩୦୧୦୯ ୭୯୦୨୬୯ ୧୭୮୫ ୧୦୫୪୫
୨୧ ମହାରାଷ୍ଟ୍ର ୨୬୯୧୦୨ ୬୮୦୦୯୦୦ ୪୦୩୮୬ ୧୪୧୮୦୮ ୨୯
୨୨ ମଣିପୁର ୧୨୮୨ ୧୨୩୯୬୧ ୫୯ ୨୦୧୫
୨୩ ମେଘାଳୟ ୧୧୨୮ ୮୩୭୪୦ ୭୪ ୧୪୯୦
୨୪ ମିଜୋରାମ ୮୪୨୨ ୧୪୩୪୮୬ ୭୨୨ ୫୭୦
୨୫ ନାଗାଲାଣ୍ଡ ୪୫୭ ୩୧୭୫୬ ୨୯ ୭୦୩
୨୬ ଓଡ଼ିଶା ୬୫୩୬୪ ୧୦୬୦୦୬୭ ୪୪୫୨ ୮୪୮୧
୨୭ ପୁଡୁଚେରୀ ୭୮୦୨ ୧୨୮୦୨୧ ୧୪୨ ୧୮୮୭
୨୮ ପଞ୍ଜାବ ୪୧୨୫୦ ୬୦୫୮୪୮ ୩୫୯୯ ୧୬୭୬୯ ୧୫
୨୯ ରାଜସ୍ଥାନ ୬୩୪୦୫ ୯୬୫୨୪୯ ୪୬୮୬ ୯୦୦୫
୩୦ ସିକ୍କିମ୍ ୧୯୮୯ ୩୨୩୧୦ ୫୦ ୪୧୩
୩୧ ତାମିଲନାଡୁ ୧୪୨୪୭୬ ୨୭୬୦୪୫୮ ୧୨୪୮୪ ୩୬୯୮୯ ୨୨
୩୨ ତେଲେଙ୍ଗାନା ୨୨୦୪୮ ୬୮୩୧୦୪ ୨୦୧୩ ୪୦୫୭
୩୩ ତ୍ରିପୁରା ୫୬୦୨ ୮୫୧୩୪ ୧୪୩ ୮୪୦
୩୪ ଉତ୍ତରାଖଣ୍ଡ ୧୭୨୨୩ ୩୪୫୨୯୧ ୩୫୧ ୭୪୪୦
୩୫ ଉତ୍ତରପ୍ରଦେଶ ୧୦୩୪୭୪ ୧୭୦୭୬୭୫ ୮୮୦୨ ୨୨୯୬୩ ୧୦
୩୬ ପଶ୍ଚିମବଙ୍ଗ ୧୬୦୩୦୫ ୧୭୧୭୩୦୬ ୯୯୭୩ ୨୦୦୮୮ ୩୬
ମୋଟ ୨E+୦୬ ୩୫୨୩୭୪୬୧ ୧୫୧୭୪୦ ୪୮୬୪୫୧ ୩୮୫

୮, ୨୦୯ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି; ଗତକାଲି ଠାରୁ ୬.୦୨% ବୃଦ୍ଧି ହୋଇଛି।

କ୍ର.ସଂଖ୍ୟା ରାଜ୍ୟ ଓମିକ୍ରନ ସଂକ୍ରମଣ ଆରୋଗ୍ୟ
ମହାରାଷ୍ଟ୍ର ୧୭୩୮ ୯୩୨
ପଶ୍ଚିମବଙ୍ଗ ୧୬୭୨ ୨୨
ରାଜସ୍ଥାନ ୧୨୭୬ ୧୦୪୦
ଦିଲ୍ଲୀ ୫୪୯ ୫୭
କର୍ଣ୍ଣାଟକ ୫୪୮ ୨୬
କେରଳ ୫୩୬ ୧୪୦
ଉତ୍ତରପ୍ରଦେଶ ୨୭୫
ତେଲେଙ୍ଗାନା ୨୬୦ ୪୭
ତାମିଲନାଡୁ ୨୪୧ ୨୪୧
୧୦ ଗୁଜୁରାଟ ୨୩୬ ୧୮୬
୧୧ ଓଡ଼ିଶା ୨୦୧
୧୨ ହରିୟାଣା ୧୬୯ ୧୬୦
୧୩ ଆନ୍ଧ୍ରପ୍ରଦେଶ ୧୫୫
୧୪ ଉତ୍ତରାଖଣ୍ଡ ୯୩ ୮୩
୧୫ ମେଘାଳୟ ୭୫ ୧୦
୧୬ ପଞ୍ଜାବ ୬୧ ୬୧
୧୭ ବିହାର ୨୭
୧୮ J&K (UT) ୨୩ ୧୦
୧୯ ଗୋଆ ୨୧ ୨୧
୨୦ ଝାଡଖଣ୍ଡ ୧୪ ୧୪
୨୧ ମଧ୍ୟପ୍ରଦେଶ ୧୦ ୧୦
୨୨ ଆସାମ
୨୩ ଛତିଶଗଡ
୨୪ A&N ଦ୍ୱୀପପୁଞ୍ଜ
୨୫ ଚଣ୍ଡିଗଡ଼
୨୬ ଲଦାଖ
୨୭ ପୁଡୁଚେରୀ
୨୮ ହିମାଚଳ ପ୍ରଦେଶ
୨୯ ମଣିପୁର
୩୦ ମୋଟ ୮୨୦୯ ୩୧୦୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.