Home Coronavirus Outbreak ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୦୬,୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୦୬,୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩୯ ମୃତ

32

ନୂଆ ଦିଲ୍ଲୀ ୨୪-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୦୬,୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦୈନିକ ସକରାତ୍ମକତା ହାର (୨୦.୭୫%)
ସାପ୍ତାହିକ ସକରାତ୍ମକତା ହାର (୧୭.୦୩%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୨୪୯୩୩୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୬୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୬୮,୦୪,୧୪୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୪୩,୪୯୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୦୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୫,୪୩,୩୨୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୬୨,୧୩୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୯,୮୪୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୬୯%

ଆରୋଗ୍ୟ ହୋଇଛନ୍ତି ୯୩.୦୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୨, ୨୬, ୦୭, ୫୧୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୭, ୫୬, ୩୬୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୧, ୬୯, ୯୫, ୩୩୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୭୪, ୭୫୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୬୦୩ ୮୬୩୪ ୫୦ ୧୨୯
ଆନ୍ଧ୍ରପ୍ରଦେଶ ୮୩୬୧୦ ୨୦୮୨୪୮୨ ୩୯୬୯ ୧୪୫୪୨
ଅରୁଣାଚଳ ପ୍ରଦେଶ ୨୯୩୪ ୫୬୧୮୮ ୧୯୮ ୨୮୨
ଆସାମ ୪୫୧୬୩ ୬୪୧୩୪୭ ୬୧୧୮ ୬୩୦୧ ୧୩
ବିହାର ୧୭୮୪୯ ୭୮୧୪୮୮ ୪୪୯୬ ୧୨୧୮୫
ଚଣ୍ଡିଗଡ଼ ୮୦୬୪ ୭୬୫୨୬ ୧୩୫୬ ୧୧୦୨
ଛତିଶଗଡ ୩୧୯୯୦ ୧୦୪୯୯୯୨ ୩୦୨୧ ୧୩୭୨୭ ୧୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୨୦ ୧୦୯୭୪ ୪୪
ଦିଲ୍ଲୀ ୫୪୨୪୬ ୧୭୧୧୮୪୫ ୧୩୫୧୦ ୨୫୬୨୦ ୩୪
୧୦ ଗୋଆ ୧୯୭୨୫ ୨୦୬୧୦୩ ୩୨୩୨ ୩୬୧୦
୧୧ ଗୁଜୁରାଟ ୧୩୪୮୩୭ ୯୧୭୪୬୯ ୧୧୬୩୬ ୧୦୨୪୯ ୧୯
୧୨ ହରିୟାଣା ୫୭୭୭୬ ୮୪୦୮୬୬ ୭୬୮୩ ୧୦୧୭୭ ୧୨
୧୩ ହିମାଚଳ ପ୍ରଦେଶ ୧୬୮୨୧ ୨୩୯୫୬୭ ୧୨୨୭ ୩୯୩୩
୧୪ ଜାମ୍ମୁ କାଶ୍ମୀର ୪୨୮୬୬ ୩୪୯୭୩୧ ୨୪୯୩ ୪୬୦୫
୧୫ ଝାଡଖଣ୍ଡ ୧୯୪୬୬ ୩୯୫୭୦୦ ୩୪୨୩ ୫୨୬୧
୧୬ କର୍ଣ୍ଣାଟକ ୩୫୭୮୨୬ ୩୧୨୧୨୭୪ ୨୨୮୪୨ ୩୮୫୮୨ ୧୯
୧୭ କେରଳ ୨୬୫୩୪୯ ୫୩୨୫୯୩୨ ୨୭୯୬୧ ୫୧୮୧୬ ୭୭
୧୮ ଲଦାଖ ୧୨୫୫ ୨୩୧୭୮ ୧୭୯ ୨୨୨
୧୯ ଲକ୍ଷଦୀପ ୨୬୪ ୧୦୪୫୬ ୨୨ ୫୧
୨୦ ମଧ୍ୟପ୍ରଦେଶ ୬୭୧୩୬ ୮୧୬୪୫୩ ୫୪୯୭ ୧୦୫୭୦
୨୧ ମହାରାଷ୍ଟ୍ର ୨୯୭୧୧୫ ୭୦୬୭୯୯୫ ୨୭୩୭୭ ୧୪୨୧୧୫ ୪୪
୨୨ ମଣିପୁର ୩୪୧୩ ୧୨୪୬୩୪ ୧୩୪ ୨୦୨୫
୨୩ ମେଘାଳୟ ୨୧୨୧ ୮୪୮୪୧ ୧୯୮ ୧୪୯୭
୨୪ ମିଜୋରାମ ୯୪୬୮ ୧୫୦୦୯୯ ୮୭୨ ୫୮୧
୨୫ ନାଗାଲାଣ୍ଡ ୬୮୫ ୩୨୧୯୫ ୬୪ ୭୦୫
୨୬ ଓଡ଼ିଶା ୭୪୫୩୨ ୧୧୨୧୬୦୮ ୧୦୮୪୧ ୮୫୨୦
୨୭ ପୁଡୁଚେରୀ ୧୫୬୯୬ ୧୩୪୬୧୧ ୧୨୬୪ ୧୯୦୬
୨୮ ପଞ୍ଜାବ ୪୬୪୭୨ ୬୪୯୯୯୫ ୭୬୬୦ ୧୬୯୭୮ ୩୦
୨୯ ରାଜସ୍ଥାନ ୯୩୪୪୨ ୧୦୨୭୩୬୫ ୯୮୮୪ ୯୦୯୫ ୧୯
୩୦ ସିକ୍କିମ୍ ୨୩୪୮ ୩୪୨୧୧ ୩୪୦ ୪୨୨
୩୧ ତାମିଲନାଡୁ ୨୦୦୯୫୪ ୨୮୯୫୮୧୮ ୨୪୨୮୩ ୩୭୨୧୮ ୪୦
୩୨ ତେଲେଙ୍ଗାନା ୩୨୦୯୪ ୬୯୮୬୪୯ ୨୭୦୭ ୪୦୭୨
୩୩ ତ୍ରିପୁରା ୭୭୪୫ ୮୯୫୭୮ ୬୫୬ ୮୭୨
୩୪ ଉତ୍ତରାଖଣ୍ଡ ୩୧୩୧୦ ୩୬୧୬୧୧ ୧୩୧୯ ୭୪୮୦
୩୫ ଉତ୍ତରପ୍ରଦେଶ ୯୩୭୫୭ ୧୮୩୦୦୦୬ ୧୬୫୨୧ ୨୩୦୫୬ ୧୮
୩୬ ପଶ୍ଚିମବଙ୍ଗ ୧୧୦୧୮୩ ୧୮୩୪୭୨୪ ୨୦୪୧୮ ୨୦୩୩୮ ୩୬
ମୋଟ ୨୨୪୯୩୩୫ ୩୬୮୦୪୧୪୫ ୨୪୩୪୯୫ ୪୮୯୮୪୮ ୪୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.