Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫୬୨ ମୃତ

64

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୧୦,୩୫୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୯,୩୩,୦୨୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୬,୬୬୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୬୯,୧୩୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୫,୩୯୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୬୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୫,୭୫୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୯%

ଆରୋଗ୍ୟ ହୋଇଛନ୍ତି ୯୭.୩୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୩୬% ରେ ଅଛି।

ଦୈନିକ ସକରାତ୍ମକତା ହାର ୨.୨୧% ରେ, ୩% ରୁ କମ୍।

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୮, ୫୨, ୮୬, ୫୭୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୨, ୫୩, ୭୪୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୭, ୩୧, ୪୨, ୩୦୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୪୭, ୫୧୮

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୦୫ ୧୨୯
ଆନ୍ଧ୍ରପ୍ରଦେଶ ୨୦୧୭୦ ୧୯୩୭୯୫୬ ୧୯୪୦ ୧୩୪୨୮ ୧୮
ଅରୁଣାଚଳ ପ୍ରଦେଶ ୩୩୫୨ ୪୫୨୯୮ ୪୭୫ ୨୩୪
ଆସାମ ୧୨୪୪୦ ୫୫୧୬୯୨ ୧୧୫୮ ୫୩୦୭ ୧୩
ବିହାର ୩୮୪ ୭୧୪୯୪୯ ୭୭ ୯୬୪୪
ଚଣ୍ଡିଗଡ଼ ୩୪ ୬୧୧୨୦ ୮୧୧
ଛତିଶଗଡ ୧୮୮୧ ୯୮୭୧୮୯ ୧୭୭ ୧୩୫୩୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୪ ୧୦୬୩୩
ଦିଲ୍ଲୀ ୫୧୯ ୧୪୧୦୮୭୪ ୬୫ ୨୫୦୫୮
୧୦ ଗୋଆ ୯୯୯ ୧୬୭୨୪୫ ୧୨୭ ୩୧୫୨
୧୧ ଗୁଜୁରାଟ ୨୨୬ ୮୧୪୬୩୭ ୪୨ ୧୦୦୭୬
୧୨ ହରିୟାଣା ୭୦୮ ୭୫୯୬୩୩ ୧୯ ୯୬୪୧
୧୩ ହିମାଚଳ ପ୍ରଦେଶ ୧୪୧୪ ୨୦୧୬୫୨ ୧୦୯ ୩୫୨୩
୧୪ ଜାମ୍ମୁ କାଶ୍ମୀର ୧୨୯୩ ୩୧୬୧୮୮ ୯୮ ୪୩୮୪
୧୫ ଝାଡଖଣ୍ଡ ୨୩୪ ୩୪୧୮୮୩ ୨୮ ୫୧୨୯
୧୬ କର୍ଣ୍ଣାଟକ ୨୪୩୦୫ ୨୮୪୯୦୦୩ ୧୩୭୬ ୩୬୬୫୦ ୩୮
୧୭ କେରଳ ୧୭୩୭୩୬ ୩୨୫୮୩୧୦ ୧୫୬୨୬ ୧୭୧୦୩ ୧୪୮
୧୮ ଲଦାଖ ୭୧ ୨୦୦୮୭ ୨୦୭
୧୯ ଲକ୍ଷଦୀପ ୯୦ ୧୦୦୮୬ ୫୦
୨୦ ମଧ୍ୟପ୍ରଦେଶ ୧୩୯ ୭୮୧୨୨୮ ୧୧ ୧୦୫୧୩
୨୧ ମହାରାଷ୍ଟ୍ର ୭୭୭୨୯ ୬୧୧୦୧୨୪ ୬୭୯୯ ୧୩୩୨୧୫ ୧୭୭
୨୨ ମଣିପୁର ୯୪୯୦ ୮୯୫୪୩ ୧୦୬୩ ୧୫୯୨ ୧୪
୨୩ ମେଘାଳୟ ୫୫୭୪ ୫୯୮୦୩ ୮୧୬ ୧୧୧୮
୨୪ ମିଜୋରାମ ୧୨୬୬୩ ୨୮୧୭୭ ୫୩୫ ୧୫୬
୨୫ ନାଗାଲାଣ୍ଡ ୧୨୬୧ ୨୬୨୩୪ ୧୦୪ ୫୭୭
୨୬ ଓଡ଼ିଶା ୧୨୬୭୬ ୯୬୨୦୮୮ ୧୭୦୨ ୬୧୦୨ ୬୯
୨୭ ପୁଡୁଚେରୀ ୮୮୫ ୧୧୮୪୫୨ ୧୩୨ ୧୭୯୫
୨୮ ପଞ୍ଜାବ ୪୬୩ ୫୮୨୪୪୨ ୪୭ ୧୬୨୯୯
୨୯ ରାଜସ୍ଥାନ ୨୨୦ ୯୪୪୫୪୧ ୩୨ ୮୯୫୪
୩୦ ସିକ୍କିମ୍ ୩୪୦୧ ୨୩୩୭୬ ୧୬୫ ୩୪୮
୩୧ ତାମିଲନାଡୁ ୨୦୨୧୭ ୨୫୧୧୦୭୬ ୨୦୪୭ ୩୪୧୫୯ ୨୯
୩୨ ତେଲେଙ୍ଗାନା ୮୭୭୭ ୬୩୪୦୧୮ ୬୪୭ ୩୮୧୧
୩୩ ତ୍ରିପୁରା ୨୯୬୨ ୭୫୫୬୯ ୪୦୨ ୭୫୭
୩୪ ଉତ୍ତରାଖଣ୍ଡ ୫୮୧ ୩୩୪୨୯୯ ୩୮ ୭୩୬୬
୩୫ ଉତ୍ତରପ୍ରଦେଶ ୬୭୨ ୧୬୮୫୧୨୫ ୩୪ ୨୨୭୬୫
୩୬ ପଶ୍ଚିମବଙ୍ଗ ୧୦୭୬୭ ୧୫୦୧୦୮୭ ୭୫୬ ୧୮୧୭୦
ମୋଟ ୪୧୦୩୫୩ ୩୦୯୩୩୦୨୨ ୩୬୬୬୮ ୪୨୫୭୫୭ ୫୬୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.