Home Top News ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୨୩୩ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ

36

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୮,୮୫୭ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୩୬,୭୧୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୩୪୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୨% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୯୦,୨୮୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୮୮୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୧୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୭%

ଆରୋଗ୍ୟ ହୋଇଛନ୍ତି ୯୮.୭୨%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୪, ୪୩, ୨୬, ୪୧୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୯୪, ୦୮୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୩୫, ୨୨, ୬୨୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୧୩, ୩୬୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୭ ୧୨୯
ଆନ୍ଧ୍ରପ୍ରଦେଶ ୭୯ ୨୩୦୫୧୯୮ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୦ ୨୯୬
ଆସାମ ୧୦ ୭୧୬୨୪୧ ୭୯୮୬
ବିହାର ୮୦ ୮୧୮୫୧୭ ୧୨୨୫୬
ଚଣ୍ଡିଗଡ଼ ୧୩୧ ୯୧୨୭୪ ୨୩ ୧୧୬୫
ଛତିଶଗଡ ୭୪ ୧୧୩୮୪୧୬ ୧୨ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୫୩୪ ୧୮୮୧୬୮୦ ୨୬୪ ୨୬୨୧୩
୧୦ ଗୋଆ ୩୨୮ ୨୪୧୯୫୫ ୩୮୩୨
୧୧ ଗୁଜୁରାଟ ୩୬୩ ୧୨୧୪୨୮୦ ୫୩ ୧୦୯୪୪
୧୨ ହରିୟାଣା ୮୪୧ ୯୯୨୫୬୪ ୨୦୭ ୧୦୬୨୧
୧୩ ହିମାଚଳ ପ୍ରଦେଶ ୯୮ ୨୮୦୯୨୪ ୪୧୩୬
୧୪ ଜାମ୍ମୁ କାଶ୍ମୀର ୫୫ ୪୪୯୪୮୩ ୪୭୫୨
୧୫ ଝାଡଖଣ୍ଡ ୫୧ ୪୩୦୦୨୦ ୫୩୧୯
୧୬ କର୍ଣ୍ଣାଟକ ୨୪୭୮ ୩୯୧୧୩୫୧ ୩୧୧ ୪୦୧୦୮
୧୭ କେରଳ ୯୮୫୭ ୬୪୮୭୧୨୯ ୧୦୩୭ ୬୯୮୦୧
୧୮ ଲଦାଖ ୨୮୦୪୦ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୩୬ ୧୦୩୧୮୬୩ ୩୪ ୧୦୭୩୭
୨୧ ମହାରାଷ୍ଟ୍ର ୮୪୩୨ ୭୭୩୯୮୧୬ ୮୭୮ ୧୪୭୮୬୬
୨୨ ମଣିପୁର ୧୩୫୧୧୮ ୨୧୨୦
୨୩ ମେଘାଳୟ ୯୨୨୩୩ ୧୫୯୩
୨୪ ମିଜୋରାମ ୧୦୯ ୨୨୭୬୪୦ ୨୩ ୭୦୦
୨୫ ନାଗାଲାଣ୍ଡ ୩୪୭୩୬ ୭୬୧
୨୬ ଓଡ଼ିଶା ୧୪୩ ୧୨୭୯୨୬୧ ୯୧୨୬
୨୭ ପୁଡୁଚେରୀ ୪୧ ୧୬୩୯୦୧ ୧୯୬୨
୨୮ ପଞ୍ଜାବ ୧୩୧ ୭୪୨୬୧୦ ୧୯ ୧୭୭୫୪
୨୯ ରାଜସ୍ଥାନ ୩୪୯ ୧୨୭୬୨୦୯ ୬୧ ୯୫୫୭
୩୦ ସିକ୍କିମ୍ ୩୮୭୧୩ ୪୫୨
୩୧ ତାମିଲନାଡୁ ୯୨୭ ୩୪୧୭୩୬୫ ୭୯ ୩୮୦୨୫
୩୨ ତେଲେଙ୍ଗାନା ୬୫୮ ୭୮୯୦୨୨ ୪୩ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୪୮୫ ୪୨୯୮୦୭ ୧୨ ୭୬୯୩
୩୫ ଉତ୍ତରପ୍ରଦେଶ ୯୧୦ ୨୦୫୬୩୫୬ ୧୮୪ ୨୩୫୨୩
୩୬ ପଶ୍ଚିମବଙ୍ଗ ୪୩୨ ୧୯୯୮୧୧୦ ୪୧ ୨୧୨୦୫
ମୋଟ ୨୮୮୫୭ ୪୨୬୩୬୭୧୦ ୩୩୪୫ ୫୨୪୭୧୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.