Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୨୪୦ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୨୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ

37

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୨୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୨,୪୯୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୪୦,୩୦୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୫୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୯୭,୫୨୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩୬୪୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୨୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୮%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୪, ୫୯, ୮୧, ୬୯୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୪୩, ୭୪୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୩୮, ୬୩, ୨୩୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୪୦, ୬୧୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୮ ୧୨୯
ଆନ୍ଧ୍ରପ୍ରଦେଶ ୯୭ ୨୩୦୫୨୧୦ ୧୨ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୦ ୨୯୬
ଆସାମ ୧୩ ୭୧୬୨୪୩ ୭୯୮୬
ବିହାର ୮୨ ୮୧୮୫୨୮ ୧୧ ୧୨୨୫୬
ଚଣ୍ଡିଗଡ଼ ୧୩୧ ୯୧୨୯୬ ୨୨ ୧୧୬୫
ଛତିଶଗଡ ୭୬ ୧୧୩୮୪୩୨ ୧୬ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୬୯୧ ୧୮୮୨୦୮୬ ୪୦୬ ୨୬୨୧୪
୧୦ ଗୋଆ ୩୭୬ ୨୪୧୯୮୪ ୨୯ ୩୮୩୨
୧୧ ଗୁଜୁରାଟ ୪୪୫ ୧୨୧୪୩୦୯ ୨୯ ୧୦୯୪୪
୧୨ ହରିୟାଣା ୯୩୩ ୯୯୨୭୧୯ ୧୫୫ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୦୩ ୨୮୦୯୩୧ ୪୧୩୬
୧୪ ଜାମ୍ମୁ କାଶ୍ମୀର ୫୮ ୪୪୯୪୯୧ ୪୭୫୨
୧୫ ଝାଡଖଣ୍ଡ ୫୦ ୪୩୦୦୨୩ ୫୩୧୯
୧୬ କର୍ଣ୍ଣାଟକ ୨୬୨୩ ୩୯୧୧୫୮୨ ୨୩୧ ୪୦୧୦୮
୧୭ କେରଳ ୧୧୨୬୩ ୬୪୮୭୯୮୮ ୮୫୯ ୬୯୮୦୭
୧୮ ଲଦାଖ ୨୮୦୪୦ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୪୫ ୧୦୩୧୮୯୩ ୩୦ ୧୦୭୩୭
୨୧ ମହାରାଷ୍ଟ୍ର ୯୮୦୬ ୭୭୪୧୧୪୩ ୧୩୨୭ ୧୪୭୮୬୬
୨୨ ମଣିପୁର ୧୩୫୧୧୯ ୨୧୨୦
୨୩ ମେଘାଳୟ ୯୨୨୩୩ ୧୫୯୩
୨୪ ମିଜୋରାମ ୧୨୨ ୨୨୭୬୫୬ ୧୬ ୭୦୦
୨୫ ନାଗାଲାଣ୍ଡ ୩୪୭୩୬ ୭୬୧
୨୬ ଓଡ଼ିଶା ୧୪୯ ୧୨୭୯୨୭୦ ୯୧୨୬
୨୭ ପୁଡୁଚେରୀ ୩୩ ୧୬୩୯୧୫ ୧୪ ୧୯୬୨
୨୮ ପଞ୍ଜାବ ୧୩୮ ୭୪୨୬୨୬ ୧୬ ୧୭୭୫୪
୨୯ ରାଜସ୍ଥାନ ୩୯୨ ୧୨୭୬୨୩୯ ୩୦ ୯୫୫୭
୩୦ ସିକ୍କିମ୍ ୩୮୭୧୩ ୪୫୨
୩୧ ତାମିଲନାଡୁ ୧୦୨୧ ୩୪୧୭୪୬୬ ୧୦୧ ୩୮୦୨୫
୩୨ ତେଲେଙ୍ଗାନା ୭୩୧ ୭୮୯୦୬୫ ୪୩ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୫୦୬ ୪୨୯୮୧୩ ୭୬୯୩
୩୫ ଉତ୍ତରପ୍ରଦେଶ ୯୧୪ ୨୦୫୬୫୧୫ ୧୫୯ ୨୩୫୨୩
୩୬ ପଶ୍ଚିମବଙ୍ଗ ୪୬୯ ୧୯୯୮୧୫୮ ୪୮ ୨୧୨୦୫
ମୋଟ ୩୨୪୯୮ ୪୨୬୪୦୩୦୧ ୩୫୯୧ ୫୨୪୭୨୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.