Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୪୦ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ

22

ନୂଆ ଦିଲ୍ଲୀ ୯-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୫,୦୨୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୯,୫୩,୯୮୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୦୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୦୪,୩୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୬୯୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୩୮୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୯%

ଆରୋଗ୍ୟ ହୋଇଛନ୍ତି ୯୮.୫୧%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୮, ୬୫, ୩୬, ୨୮୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୨୬, ୭୯୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୬, ୫୭, ୨୩, ୧୫୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୭୯, ୪୭୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୦ ୧୦୦୫୫ ୧୨୯
ଆନ୍ଧ୍ରପ୍ରଦେଶ ୧୮୧୬ ୨୩୦୭୧୧୬ ୧୯୧ ୧୪୭୩୧
ଅରୁଣାଚଳ ପ୍ରଦେଶ ୧୨୫ ୬୪୨୨୭ ୨୯୬
ଆସାମ ୧୩୭୦ ୭୧୬୮୮୩ ୬୦ ୭୯୯୧
ବିହାର ୧୭୪୨ ୮୨୦୯୬୦ ୨୫୪ ୧୨୨୬୨
ଚଣ୍ଡିଗଡ଼ ୩୭୫ ୯୨୭୫୯ ୭୦ ୧୧୬୫
ଛତିଶଗଡ ୧୩୬୩ ୧୧୪୦୩୮୮ ୧୩୬ ୧୪୦୪୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୩ ୧୧୪୮୦
ଦିଲ୍ଲୀ ୨୩୨୯ ୧୯୧୧୧୪୯ ୬୭୯ ୨୬୨୮୦
୧୦ ଗୋଆ ୭୯୫ ୨୪୫୦୭୮ ୧୫୩ ୩୮୪୨
୧୧ ଗୁଜୁରାଟ ୩୮୯୩ ୧୨୨୧୮୬୬ ୬୨୨ ୧୦୯୪୮
୧୨ ହରିୟାଣା ୧୯୧୮ ୧୦୦୬୫୪୯ ୩୬୭ ୧୦୬୨୮
୧୩ ହିମାଚଳ ପ୍ରଦେଶ ୧୦୧୦ ୨୮୨୧୩୩ ୧୧୦ ୪୧୪୨
୧୪ ଜାମ୍ମୁ କାଶ୍ମୀର ୬୯୨ ୪୫୦୩୫୮ ୭୪ ୪୭୫୭
୧୫ ଝାଡଖଣ୍ଡ ୫୪୨ ୪୩୦୬୫୩ ୫୮ ୫୩୨୧
୧୬ କର୍ଣ୍ଣାଟକ ୬୫୦୬ ୩୯୩୦୪୬୧ ୯୮୪ ୪୦୧୨୩
୧୭ କେରଳ ୨୮୮୯୧ ୬୫୬୭୯୬୦ ୪୧୭୨ ୭୦୧୦୮ ୧୯
୧୮ ଲଦାଖ ୧୨୫ ୨୮୨୦୨ ୧୨ ୨୨୮
୧୯ ଲକ୍ଷଦୀପ ୧୧୩୫୯ ୫୨
୨୦ ମଧ୍ୟପ୍ରଦେଶ ୭୭୮ ୧୦୩୩୭୬୬ ୧୨୫ ୧୦୭୪୫
୨୧ ମହାରାଷ୍ଟ୍ର ୧୮୮୫୧ ୭୮୩୧୮୫୧ ୩୪୯୯ ୧୪୭୯୭୧
୨୨ ମଣିପୁର ୧୧୮ ୧୩୫୧୫୧ ୨୧୨୦
୨୩ ମେଘାଳୟ ୯୮ ୯୨୩୮୫ ୧୬ ୧୫୯୫
୨୪ ମିଜୋରାମ ୫୨୫ ୨୨୮୪୩୯ ୩୩ ୭୦୬
୨୫ ନାଗାଲାଣ୍ଡ ୩୧ ୩୪୭୪୮ ୭୬୨
୨୬ ଓଡ଼ିଶା ୨୩୩୬ ୧୨୮୦୯୫୪ ୨୦୪ ୯୧୨୬
୨୭ ପୁଡୁଚେରୀ ୭୪୮ ୧୬୪୬୯୮ ୧୦୯ ୧୯୬୨
୨୮ ପଞ୍ଜାବ ୧୧୨୫ ୭୪୫୪୦୩ ୧୫୨ ୧୭୭୮୪
୨୯ ରାଜସ୍ଥାନ ୯୫୩ ୧୨୭୮୯୨୦ ୧୨୯ ୯୫୭୦
୩୦ ସିକ୍କିମ୍ ୧୦୧ ୩୮୭୮୫ ୪୫୬
୩୧ ତାମିଲନାଡୁ ୧୮୬୮୭ ୩୪୩୯୬୦୬ ୨୪୧୩ ୩୮୦୨୮
୩୨ ତେଲେଙ୍ଗାନା ୫୧୪୬ ୭୯୫୮୮୦ ୪୫୯ ୪୧୧୧
୩୩ ତ୍ରିପୁରା ୭୨ ୯୯୯୮୯ ୯୨୩
୩୪ ଉତ୍ତରାଖଣ୍ଡ ୮୦୭ ୪୩୦୫୬୭ ୧୮ ୭୬୯୭
୩୫ ଉତ୍ତରପ୍ରଦେଶ ୨୨୫୦ ୨୦୬୭୫୧୩ ୩୪୬ ୨୩୫୪୭
୩୬ ପଶ୍ଚିମବଙ୍ଗ ୧୮୮୫୬ ୨୦୦୫୬୮୯ ୬୩୭ ୨୧୨୩୬
ମୋଟ ୧୨୫୦୨୮ ୪୨୯୫୩୯୮୦ ୧୬୧୦୪ ୫୨୫୩୮୬ ୪୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.