Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୫ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ

40

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୨,୩୩୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୯,୩୭,୮୭୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୯୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୫,୮୫,୫୫୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୮୭୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୩୪୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮%

ଆରୋଗ୍ୟ ହୋଇଛନ୍ତି ୯୮.୫୧%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୮, ୫୧, ୭୭, ୯୬୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୭, ୬୨, ୪୪୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୬, ୫୭, ୨୩, ୧୫୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୭୯, ୪୭୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୯ ୧୦୦୫୦ ୧୨୯
ଆନ୍ଧ୍ରପ୍ରଦେଶ ୧୬୬୦ ୨୩୦୬୯୨୫ ୨୦୧ ୧୪୭୩୧
ଅରୁଣାଚଳ ପ୍ରଦେଶ ୧୦୧ ୬୪୨୨୬ ୨୯୬
ଆସାମ ୧୧୩୮ ୭୧୬୮୨୩ ୯୦ ୭୯୮୯
ବିହାର ୧୫୭୪ ୮୨୦୭୦୬ ୧୫୮ ୧୨୨୬୨
ଚଣ୍ଡିଗଡ଼ ୩୮୨ ୯୨୬୮୯ ୬୯ ୧୧୬୫
ଛତିଶଗଡ ୧୨୦୩ ୧୧୪୦୨୫୨ ୧୭୧ ୧୪୦୪୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୪ ୧୧୪୭୯
ଦିଲ୍ଲୀ ୨୪୮୦ ୧୯୧୦୪୭୦ ୬୮୮ ୨୬୨୭୭
୧୦ ଗୋଆ ୭୯୯ ୨୪୪୯୨୫ ୧୮୪ ୩୮୪୧
୧୧ ଗୁଜୁରାଟ ୩୮୭୯ ୧୨୨୧୨୪୪ ୫୬୨ ୧୦୯୪୮
୧୨ ହରିୟାଣା ୧୯୩୨ ୧୦୦୬୧୮୨ ୪୨୦ ୧୦୬୨୮
୧୩ ହିମାଚଳ ପ୍ରଦେଶ ୯୩୦ ୨୮୨୦୨୩ ୮୧ ୪୧୪୧
୧୪ ଜାମ୍ମୁ କାଶ୍ମୀର ୬୬୫ ୪୫୦୨୮୪ ୯୪ ୪୭୫୭
୧୫ ଝାଡଖଣ୍ଡ ୪୬୮ ୪୩୦୫୯୫ ୫୬ ୫୩୨୧
୧୬ କର୍ଣ୍ଣାଟକ ୬୪୫୪ ୩୯୨୯୪୭୭ ୧୦୮୦ ୪୦୧୨୨
୧୭ କେରଳ ୨୯୭୭୨ ୬୫୬୩୭୮୮ ୪୦୪୨ ୭୦୦୮୯ ୧୬
୧୮ ଲଦାଖ ୧୨୫ ୨୮୧୯୦ ୨୨୮
୧୯ ଲକ୍ଷଦୀପ ୧୧୩୫୯ ୫୨
୨୦ ମଧ୍ୟପ୍ରଦେଶ ୭୮୮ ୧୦୩୩୬୪୧ ୧୧୩ ୧୦୭୪୫
୨୧ ମହାରାଷ୍ଟ୍ର ୧୯୪୧୩ ୭୮୨୮୩୫୨ ୩୨୩୮ ୧୪୭୯୬୪
୨୨ ମଣିପୁର ୯୭ ୧୩୫୧୫୦ ୨୧୨୦
୨୩ ମେଘାଳୟ ୯୯ ୯୨୩୬୯ ୩୩ ୧୫୯୫
୨୪ ମିଜୋରାମ ୪୯୭ ୨୨୮୪୦୬ ୫୮ ୭୦୬
୨୫ ନାଗାଲାଣ୍ଡ ୨୭ ୩୪୭୪୬ ୭୬୧
୨୬ ଓଡ଼ିଶା ୨୦୭୦ ୧୨୮୦୭୫୦ ୩୬୮ ୯୧୨୬
୨୭ ପୁଡୁଚେରୀ ୬୬୩ ୧୬୪୫୮୯ ୮୯ ୧୯୬୨
୨୮ ପଞ୍ଜାବ ୧୦୭୦ ୭୪୫୨୫୧ ୧୮୮ ୧୭୭୮୩
୨୯ ରାଜସ୍ଥାନ ୯୪୫ ୧୨୭୮୭୯୧ ୧୨୦ ୯୫୭୦
୩୦ ସିକ୍କିମ୍ ୮୨ ୩୮୭୭୬ ୪୫୫
୩୧ ତାମିଲନାଡୁ ୧୮୩୭୮ ୩୪୩୭୧୯୩ ୨୧୦୩ ୩୮୦୨୮
୩୨ ତେଲେଙ୍ଗାନା ୪୯୯୭ ୭୯୫୪୨୧ ୪୭୭ ୪୧୧୧
୩୩ ତ୍ରିପୁରା ୪୩ ୯୯୯୮୬ ୯୨୩
୩୪ ଉତ୍ତରାଖଣ୍ଡ ୭୭୯ ୪୩୦୫୪୯ ୭୯ ୭୬୯୬
୩୫ ଉତ୍ତରପ୍ରଦେଶ ୨୨୨୫ ୨୦୬୭୧୬୭ ୪୯୫ ୨୩୫୪୫
୩୬ ପଶ୍ଚିମବଙ୍ଗ ୧୬୫୪୬ ୨୦୦୫୦୫୨ ୬୧୧ ୨୧୨୩୩
ମୋଟ ୧୨୨୩୩୫ ୪୨୯୩୭୮୭୬ ୧୫୮୯୯ ୫୨୫୩୪୩ ୩୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.