Home Top News ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ନୂଆ...

ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

29

ନୂଆ ଦିଲ୍ଲୀ ୨୪-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୮,୨୮୪ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୪୯,୦୫୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୨୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୯% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୬୨,୨୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪,୨୯୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୯୫୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୦%

ଆରୋଗ୍ୟ ହୋଇଛନ୍ତି ୯୮.୫୯%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୬, ୭୭, ୩୩, ୨୧୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୭୧, ୧୦୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୫ ୯୯୫୦ ୧୨୯
ଆନ୍ଧ୍ରପ୍ରଦେଶ ୪୦୬ ୨୩୦୫୫୪୫ ୫୦ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୪ ୨୯୬
ଆସାମ ୧୭୯ ୭୧୬୨୯୮ ୧୦ ୭୯୮୮
ବିହାର ୪୯୨ ୮୧୮୮୬୨ ୩୪ ୧୨୨୫୬
ଚଣ୍ଡିଗଡ଼ ୪୧୭ ୯୧୭୦୦ ୩୫ ୧୧୬୫
ଛତିଶଗଡ ୬୩୨ ୧୧୩୮୮୦୨ ୬୬ ୧୪୦୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୪୨
ଦିଲ୍ଲୀ ୫୭୫୫ ୧୮୯୫୩୯୭ ୧୨୩୩ ୨୬୨୪୨
୧୦ ଗୋଆ ୯୦୫ ୨୪୨୯୩୩ ୧୧୨ ୩୮୩୩
୧୧ ଗୁଜୁରାଟ ୧୯୨୭ ୧୨୧୬୦୩୬ ୨୩୦ ୧୦୯୪୬
୧୨ ହରିୟାଣା ୩୦୮୫ ୯୯୮୫୮୬ ୬୭୧ ୧୦୬୨୨
୧୩ ହିମାଚଳ ପ୍ରଦେଶ ୨୩୨ ୨୮୧୨୨୨ ୨୭ ୪୧୪୦
୧୪ ଜାମ୍ମୁ କାଶ୍ମୀର ୨୨୦ ୪୪୯୬୪୮ ୨୭ ୪୭୫୫
୧୫ ଝାଡଖଣ୍ଡ ୧୫୧ ୪୩୦୧୪୯ ୧୦ ୫୩୧୯
୧୬ କର୍ଣ୍ଣାଟକ ୫୦୬୭ ୩୯୧୮୪୫୨ ୬୮୨ ୪୦୧୧୪
୧୭ କେରଳ ୨୫୯୧୧ ୬୫୧୬୭୭୨ ୩୧୭୨ ୬୯୯୨୪
୧୮ ଲଦାଖ ୩୫ ୨୮୦୭୬ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୫୭ ୧୦୩୨୬୦୭ ୬୫ ୧୦୭୪୦
୨୧ ମହାରାଷ୍ଟ୍ର ୨୪୮୬୭ ୭୭୭୭୪୮୦ ୪୯୮୯ ୧୪୭୮୯୩
୨୨ ମଣିପୁର ୧୩୫୧୨୪ ୨୧୨୦
୨୩ ମେଘାଳୟ ୯୨୨୭୬ ୧୫୯୪
୨୪ ମିଜୋରାମ ୧୧୮ ୨୨୭୯୮୫ ୧୬ ୭୦୨
୨୫ ନାଗାଲାଣ୍ଡ ୩୪୭୪୨ ୭୬୧
୨୬ ଓଡ଼ିଶା ୪୦୭ ୧୨୭୯୫୩୫ ୯୧୨୬
୨୭ ପୁଡୁଚେରୀ ୧୬୮ ୧୬୪୦୩୭ ୧୬ ୧୯୬୨
୨୮ ପଞ୍ଜାବ ୭୧୨ ୭୪୩୨୫୯ ୮୦ ୧୭୭୬୩
୨୯ ରାଜସ୍ଥାନ ୭୫୧ ୧୨୭୭୨୪୨ ୯୭ ୯୫୬୧
୩୦ ସିକ୍କିମ୍ ୧୪ ୩୮୭୩୩ ୪୫୩
୩୧ ତାମିଲନାଡୁ ୫୧୭୪ ୩୪୨୦୯୩୧ ୫୬୭ ୩୮୦୨୬
୩୨ ତେଲେଙ୍ଗାନା ୩୦୪୮ ୭୯୦୪୭୩ ୧୨୬ ୪୧୧୧
୩୩ ତ୍ରିପୁରା ୯୯୯୬୭ ୯୨୩
୩୪ ଉତ୍ତରାଖଣ୍ଡ ୬୪୨ ୪୩୦୦୬୬ ୫୪ ୭୬୯୫
୩୫ ଉତ୍ତରପ୍ରଦେଶ ୩୪୨୩ ୨୦୫୯୮୧୦ ୪୬୮ ୨୩୫୩୨
୩୬ ପଶ୍ଚିମବଙ୍ଗ ୩୦୨୦ ୧୯୯୯୩୫୫ ୧୭୧ ୨୧୨୧୨
ମୋଟ ୮୮୨୮୪ ୪୨୭୪୯୦୫୬ ୧୩୦୨୯ ୫୨୪୯୫୪ ୧୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.