Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ ନୂଆ...

ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧ ମୃତ

29

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୪,୪୨୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୮୭,୬୦୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୨୦୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୪,୦୭,୦୪୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୮୪୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୦୨୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୨%

ଆରୋଗ୍ୟ ହୋଇଛନ୍ତି ୯୮.୫୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୭, ୧୧, ୯୧, ୩୨୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨, ୪୯, ୬୪୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୬, ୧୦, ୧୫, ୬୮୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୦୩, ୬୦୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୭ ୯୯୬୫ ୧୨୯
ଆନ୍ଧ୍ରପ୍ରଦେଶ ୫୭୬ ୨୩୦୫୬୮୫ ୫୨ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୬ ୨୯୬
ଆସାମ ୨୫୬ ୭୧୬୩୪୩ ୨୦ ୭୯୮୮
ବିହାର ୬୯୪ ୮୧୯୧୦୮ ୮୭ ୧୨୨୫୭
ଚଣ୍ଡିଗଡ଼ ୪୯୫ ୯୧୮୯୨ ୭୩ ୧୧୬୫
ଛତିଶଗଡ ୬୯୬ ୧୧୩୯୦୧୦ ୪୨ ୧୪୦୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୪୯
ଦିଲ୍ଲୀ ୪୯୩୯ ୧୯୦୦୨୦୬ ୧୬୬୫ ୨୬୨୫୩
୧୦ ଗୋଆ ୯୨୮ ୨୪୩୨୭୮ ୭୮ ୩୮୩୫
୧୧ ଗୁଜୁରାଟ ୨୪୬୩ ୧୨୧୬୭୧୯ ୨୫୬ ୧୦୯୪୬
୧୨ ହରିୟାଣା ୩୦୮୯ ୧୦୦୦୨୮୩ ୫୭୬ ୧୦୬୨୨
୧୩ ହିମାଚଳ ପ୍ରଦେଶ ୩୧୯ ୨୮୧୨୮୨ ୧୦ ୪୧୪୧
୧୪ ଜାମ୍ମୁ କାଶ୍ମୀର ୩୨୧ ୪୪୯୭୨୧ ୨୮ ୪୭୫୬
୧୫ ଝାଡଖଣ୍ଡ ୨୩୨ ୪୩୦୧୭୭ ୧୫ ୫୩୨୦
୧୬ କର୍ଣ୍ଣାଟକ ୪୪୩୮ ୩୯୨୦୨୮୩ ୫୧୭ ୪୦୧୧୪
୧୭ କେରଳ ୨୭୭୭୨ ୬୫୨୬୩୪୧ ୩୪୯୧ ୬୯୯୫୧
୧୮ ଲଦାଖ ୪୯ ୨୮୦୮୫ ୨୨୮
୧୯ ଲକ୍ଷଦୀପ ୧୧୩୫୧ ୫୨
୨୦ ମଧ୍ୟପ୍ରଦେଶ ୪୬୨ ୧୦୩୨୮୦୫ ୬୬ ୧୦୭୪୦
୨୧ ମହାରାଷ୍ଟ୍ର ୨୪୬୦୮ ୭୭୯୦୧୫୩ ୬୨୧୩ ୧୪୭୯୦୫
୨୨ ମଣିପୁର ୧୧ ୧୩୫୧୨୪ ୨୧୨୦
୨୩ ମେଘାଳୟ ୨୯ ୯୨୨୮୨ ୧୫୯୪
୨୪ ମିଜୋରାମ ୧୭୧ ୨୨୮୦୩୧ ୧୧ ୭୦୨
୨୫ ନାଗାଲାଣ୍ଡ ୩୪୭୪୨ ୭୬୧
୨୬ ଓଡ଼ିଶା ୪୪୦ ୧୨୭୯୬୯୩ ୪୪ ୯୧୨୬
୨୭ ପୁଡୁଚେରୀ ୨୩୮ ୧୬୪୧୦୫ ୨୦ ୧୯୬୨
୨୮ ପଞ୍ଜାବ ୯୦୮ ୭୪୩୫୩୫ ୮୯ ୧୭୭୬୬
୨୯ ରାଜସ୍ଥାନ ୮୫୮ ୧୨୭୭୫୩୬ ୧୨୫ ୯୫୬୩
୩୦ ସିକ୍କିମ୍ ୧୪ ୩୮୭୩୮ ୪୫୩
୩୧ ତାମିଲନାଡୁ ୭୪୫୮ ୩୪୨୨୮୬୦ ୬୯୧ ୩୮୦୨୬
୩୨ ତେଲେଙ୍ଗାନା ୩୭୬୨ ୭୯୧୧୮୨ ୨୮୫ ୪୧୧୧
୩୩ ତ୍ରିପୁରା ୯୯୯୬୭ ୯୨୩
୩୪ ଉତ୍ତରାଖଣ୍ଡ ୭୦୨ ୪୩୦୧୩୦ ୭୬୯୫
୩୫ ଉତ୍ତରପ୍ରଦେଶ ୩୬୫୩ ୨୦୬୧୩୫୦ ୫୨୫ ୨୩୫୩୩
୩୬ ପଶ୍ଚିମବଙ୍ଗ ୩୭୭୭ ୧୯୯୯୯୭୯ ୨୧୨ ୨୧୨୧୬
ମୋଟ ୯୪୪୨୦ ୪୨୭୮୭୬୦୬ ୧୫୨୦୮ ୫୨୫୦୨୦ ୨୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.