Home Coronavirus Outbreak ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୭୧ ନୂଆ ଆକ୍ରାନ୍ତ...

ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

57

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୩,୬୦୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୫,୬୧,୬୩୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୫୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୫୮,୮୨୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୨୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୩,୫୮୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୩%

ଆରୋଗ୍ୟ ହୋଇଛନ୍ତି ୯୭.୫୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୭, ୨୨, ୮୧, ୪୮୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୪, ୭୧, ୨୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୦, ୨୬, ୯୯, ୭୦୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୮୬, ୨୭୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୫୭୩୮ ୧୯୬୯୧୬୯ ୧୬୯୭ ୧୩୬୯୬ ୧୦
ଅରୁଣାଚଳ ପ୍ରଦେଶ ୧୫୬୪ ୫୦୧୦୦ ୨୪୦ ୨୫୫
ଆସାମ ୮୨୯୬ ୫୬୮୯୧୬ ୭୭୯ ୫୫୩୮ ୧୦
ବିହାର ୧୭୯ ୭୧୫୭୨୧ ୨୪ ୯୬୪୯
ଚଣ୍ଡିଗଡ଼ ୪୪ ୬୧୧୯୬ ୮୧୧
ଛତିଶଗଡ ୯୫୯ ୯୮୯୪୮୫ ୭୪ ୧୩୫୫୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୯
ଦିଲ୍ଲୀ ୪୪୮ ୧୪୧୧୬୯୦ ୨୫୦୭୯
୧୦ ଗୋଆ ୯୦୨ ୧୬୮୭୬୪ ୫୯ ୩୧୮୦
୧୧ ଗୁଜୁରାଟ ୧୮୩ ୮୧୪୯୯୪ ୨୨ ୧୦୦୭୮
୧୨ ହରିୟାଣା ୬୭୧ ୭୫୯୯୫୬ ୧୮ ୯୬୬୪
୧୩ ହିମାଚଳ ପ୍ରଦେଶ ୨୬୬୩ ୨୦୫୦୫୫ ୩୬୬ ୩୫୫୯
୧୪ ଜାମ୍ମୁ କାଶ୍ମୀର ୧୧୦୯ ୩୧୮୨୮୩ ୧୨୬ ୪୪୦୦
୧୫ ଝାଡଖଣ୍ଡ ୨୨୩ ୩୪୨୩୩୫ ୨୫ ୫୧୩୨
୧୬ କର୍ଣ୍ଣାଟକ ୨୧୧୫୯ ୨୮୭୬୩୭୭ ୧୫୩୮ ୩୭୦୮୮ ୨୭
୧୭ କେରଳ ୧୭୯୮୩୫ ୩୫୬୭୪୯୨ ୧୯୨୯୬ ୧୯୨୪୬ ୧୯୭
୧୮ ଲଦାଖ ୮୧ ୨୦୧୯୨ ୨୦୭
୧୯ ଲକ୍ଷଦୀପ ୩୫ ୧୦୨୧୫ ୫୧
୨୦ ମଧ୍ୟପ୍ରଦେଶ ୯୫ ୭୮୧୪୭୧ ୧୬ ୧୦୫୧୫
୨୧ ମହାରାଷ୍ଟ୍ର ୬୧୦୮୨ ୬୨୧୪୯୨୧ ୫୫୫୭ ୧୩୫୫୬୭ ୧୫୪
୨୨ ମଣିପୁର ୫୫୦୮ ୧୦୨୬୦୩ ୫୨୦ ୧୭୩୨
୨୩ ମେଘାଳୟ ୩୪୨୧ ୬୮୩୦୭ ୩୦୮ ୧୨୫୭
୨୪ ମିଜୋରାମ ୭୬୨୪ ୪୩୧୪୫ ୧୧୨୬ ୧୯୦
୨୫ ନାଗାଲାଣ୍ଡ ୧୦୨୪ ୨୭୭୫୮ ୯୧ ୬୦୮
୨୬ ଓଡ଼ିଶା ୮୭୧୪ ୯୮୨୩୧୯ ୧୦୦୩ ୭୧୫୪ ୬୮
୨୭ ପୁଡୁଚେରୀ ୯୭୧ ୧୧୯୮୯୯ ୯୫ ୧୮୦୬
୨୮ ପଞ୍ଜାବ ୫୭୧ ୫୮୩୨୦୫ ୩୫ ୧୬୩୪୭
୨୯ ରାଜସ୍ଥାନ ୧୫୩ ୯୪୪୮୭୪ ୧୨ ୮୯୫୪
୩୦ ସିକ୍କିମ୍ ୧୮୦୬ ୨୬୯୦୫ ୧୪୬ ୩୬୪
୩୧ ତାମିଲନାଡୁ ୧୯୮୬୪ ୨୫୪୧୪୩୨ ୧୮୯୨ ୩୪୬୩୯ ୨୯
୩୨ ତେଲେଙ୍ଗାନା ୬୮୬୫ ୬୪୩୩୧୮ ୪୫୩ ୩୮୫୨
୩୩ ତ୍ରିପୁରା ୧୪୦୭ ୭୯୬୩୪ ୧୮୪ ୭୮୫
୩୪ ଉତ୍ତରାଖଣ୍ଡ ୩୪୨ ୩୩୪୯୮୩ ୨୦ ୭୩୭୬
୩୫ ଉତ୍ତରପ୍ରଦେଶ ୪୦୭ ୧୬୮୫୮୫୪ ୩୫ ୨୨୭୮୯
୩୬ ପଶ୍ଚିମବଙ୍ଗ ୯୬୫୩ ୧୫୧୨୯୯୯ ୭୮୧ ୧୮୩୩୭ ୧୨
ମୋଟ ୩୬୩୬୦୫ ୩୧୫୬୧୬୩୫ ୩୬୫୫୫ ୪୩୩୫୮୯ ୫୪୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.