Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୦୯ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୨ ମୃତ

33

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪୩୯୮୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪୩୩୦୯୪୮୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୯୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯୭୯୭୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୩୩୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୬୨୫୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୩%

ଆରୋଗ୍ୟ ହୋଇଛନ୍ତି ୯୮.୪୮%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୩, ୬୦, ୪୬, ୩୦୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୮, ୬୩, ୯୬୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୪୪, ୦୬, ୭୯୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୯୮, ୭୬୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୫ ୧୦୨୪୬ ୧୨୯
ଆନ୍ଧ୍ରପ୍ରଦେଶ ୨୩୫୫ ୨୩୧୪୦୦୪ ୪୭୧ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୮୭ ୬୪୮୯୭ ୬୯ ୨୯୬
ଆସାମ ୫୬୧୩ ୭୨୪୧୨୮ ୭୨୯ ୮୦୧୫
ବିହାର ୧୪୮୮ ୮୨୮୯୯୨ ୩୭୮ ୧୨୨୮୨
ଚଣ୍ଡିଗଡ଼ ୮୪୮ ୯୪୦୯୨ ୧୧୫ ୧୧୬୮
ଛତିଶଗଡ ୩୪୨୭ ୧୧୪୭୦୫୭ ୬୬୪ ୧୪୦୬୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୧୨
ଦିଲ୍ଲୀ ୩୫୨୬ ୧୯୨୨୦୯୭ ୮୪୧ ୨୬୩୦୭
୧୦ ଗୋଆ ୮୦୭ ୨୪୭୧୪୬ ୧୫୪ ୩୮୫୦
୧୧ ଗୁଜୁରାଟ ୫୯୯୫ ୧୨୩୫୧୨୯ ୮୮୬ ୧୦୯୬୫
୧୨ ହରିୟାଣା ୨୭୫୮ ୧୦୧୪୬୫୩ ୫୫୩ ୧୦୬୩୬
୧୩ ହିମାଚଳ ପ୍ରଦେଶ ୫୨୩୯ ୨୮୮୧୨୩ ୬୦୫ ୪୧୫୮
୧୪ ଜାମ୍ମୁ କାଶ୍ମୀର ୪୩୧୬ ୪୫୩୫୫୧ ୪୪୩ ୪୭୬୬
୧୫ ଝାଡଖଣ୍ଡ ୧୧୩୭ ୪୩୩୧୬୧ ୧୮୦ ୫୩୨୭
୧୬ କର୍ଣ୍ଣାଟକ ୯୧୩୫ ୩୯୫୨୩୮୧ ୧୫୮୭ ୪୦୧୩୯
୧୭ କେରଳ ୧୬୯୫୭ ୬୬୨୮୮୫୦ ୨୬୬୬ ୭୦୪୪୦
୧୮ ଲଦାଖ ୧୪୨ ୨୮୪୮୨ ୧୭ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୫୮୦ ୧୦୩୬୮୫୬ ୨୯୩ ୧୦୭୫୨
୨୧ ମହାରାଷ୍ଟ୍ର ୧୩୬୬୫ ୭୮୭୯୭୬୬ ୨୪୭୮ ୧୪୮୦୯୧
୨୨ ମଣିପୁର ୫୯୦ ୧୩୬୧୬୭ ୧୦୧ ୨୧୨୯
୨୩ ମେଘାଳୟ ୬୮୭ ୯୨୯୦୬ ୫୫ ୧୬୦୫
୨୪ ମିଜୋରାମ ୯୨୨ ୨୩୦୭୫୨ ୧୫୧ ୭୧୦
୨୫ ନାଗାଲାଣ୍ଡ ୧୦୪ ୩୪୮୭୮ ୭୬୯
୨୬ ଓଡ଼ିଶା ୫୮୨୧ ୧୨୯୫୧୫୭ ୨୨୭୨ ୯୧୩୭
୨୭ ପୁଡୁଚେରୀ ୮୯୫ ୧୬୭୬୮୧ ୨୨୧ ୧୯୬୫
୨୮ ପଞ୍ଜାବ ୭୬୫୮ ୭୪୭୧୦୧ ୧୭୮୦୯
୨୯ ରାଜସ୍ଥାନ ୧୮୮୪ ୧୨୮୧୯୯୫ ୧୮୦ ୯୫୭୮
୩୦ ସିକ୍କିମ୍ ୧୦୫୨ ୪୦୨୬୦ ୧୯୮ ୪୬୯
୩୧ ତାମିଲନାଡୁ ୧୩୮୯୦ ୩୪୮୭୬୮୫ ୨୧୦୬ ୩୮୦୩୨
୩୨ ତେଲେଙ୍ଗାନା ୪୯୮୬ ୮୦୮୨୭୦ ୭୬୫ ୪୧୧୧
୩୩ ତ୍ରିପୁରା ୧୯୮୫ ୧୦୩୧୬୩ ୪୦୯ ୯୨୯
୩୪ ଉତ୍ତରାଖଣ୍ଡ ୧୯୬୯ ୪୩୨୪୪୪ ୨୫୭ ୭୭୦୭
୩୫ ଉତ୍ତରପ୍ରଦେଶ ୨୮୭୧ ୨୦୭୪୫୪୮ ୩୯୮ ୨୩୫୬୨
୩୬ ପଶ୍ଚିମବଙ୍ଗ ୧୯୧୪୩ ୨୦୪୯୯୯୪ ୨୪୩୯ ୨୧୩୪୬
ମୋଟ ୧୪୩୯୮୮ ୪୩୩୦୯୪୮୪ ୨୨୬୯୭ ୫୨୬୨୫୮ ୩୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.