Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୫ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮ ମୃତ

38

ନୂଆ ଦିଲ୍ଲୀ ୦୨-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୭,୪୪୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୪୦,୨୮,୩୭୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪,୨୦୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୯୪,୪୮୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୪୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୬୭୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୮%

ଆରୋଗ୍ୟ ହୋଇଛନ୍ତି ୯୮.୭୩%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୮, ୭୫, ୩୬, ୦୪୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬, ୯୦, ୧୯୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୪ ୧୦୫୩୬ ୧୨୯
ଆନ୍ଧ୍ରପ୍ରଦେଶ ୨୨୫ ୨୩୨୩୩୯୨ ୨୪ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୫ ୬୬୫୩୭ ୨୯୬
ଆସାମ ୨୭୦୩ ୭୩୪୯୦୨ ୨୭ ୮୦୩୪
ବିହାର ୨୦୫ ୮୩୮୦୪୨ ୩୯ ୧୨୩୦୨
ଚଣ୍ଡିଗଡ଼ ୨୫ ୯୮୦୦୦ ୧୧୮୧
ଛତିଶଗଡ ୪୧୮ ୧୧୬୧୮୧୧ ୯୬ ୧୪୧୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୮୨
ଦିଲ୍ଲୀ ୩୭୯ ୧୯୭୬୫୮୦ ୧୦୨ ୨୬୫୦୨
୧୦ ଗୋଆ ୨୩୭ ୨୫୩୯୧୭ ୩୪ ୩୯୬୬
୧୧ ଗୁଜୁରାଟ ୮୧୦ ୧୨୬୨୯୯୮ ୧୩୫ ୧୧୦୩୪
୧୨ ହରିୟାଣା ୨୪୧ ୧୦୪୪୦୩୧ ୨୯ ୧୦୭୦୫
୧୩ ହିମାଚଳ ପ୍ରଦେଶ ୧୧୫ ୩୦୭୮୯୩ ୩୦ ୪୨୧୦
୧୪ ଜାମ୍ମୁ କାଶ୍ମୀର ୧୧୮ ୪୭୪୨୫୪ ୧୩ ୪୭୮୫
୧୫ ଝାଡଖଣ୍ଡ ୬୪ ୪୩୬୯୭୩ ୧୬ ୫୩୩୦
୧୬ କର୍ଣ୍ଣାଟକ ୨୮୩୫ ୪୦୨୧୮୬୦ ୧୩୯ ୪୦୨୮୪
୧୭ କେରଳ ୧୦୦୯୦ ୬୭୨୫୫୫୬ ୧୬୫୮ ୭୧୧୭୦
୧୮ ଲଦାଖ ୧୧ ୨୯୦୯୭ ୨୩୧
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୦୮ ୧୦୪୩୪୪୧ ୨୭ ୧୦୭୭୧
୨୧ ମହାରାଷ୍ଟ୍ର ୩୦୩୪ ୭୯୭୦୪୯୩ ୬୧୫ ୧୪୮୩୪୬
୨୨ ମଣିପୁର ୧୩୭୬୫୭ ୨୧୪୮
୨୩ ମେଘାଳୟ ୪୨ ୯୫୦୩୬ ୧୬୨୨
୨୪ ମିଜୋରାମ ୧୨୭ ୨୩୭୫୯୬ ୨୮ ୭୨୩
୨୫ ନାଗାଲାଣ୍ଡ ୩୫୧୭୧ ୭୮୧
୨୬ ଓଡ଼ିଶା ୧୩୯୬ ୧୩୨୩୬୪୬ ୯୧୯୪
୨୭ ପୁଡୁଚେରୀ ୨୮୦ ୧୭୨୩୮୨ ୫୧ ୧୯୭୪
୨୮ ପଞ୍ଜାବ ୧୬୮ ୭୬୩୯୩୭ ୧୯ ୧୭୯୧୬
୨୯ ରାଜସ୍ଥାନ ୪୦୬ ୧୩୦୩୧୫୧ ୮୬ ୯୬୪୧
୩୦ ସିକ୍କିମ୍ ୬୩ ୪୩୬୨୬ ୧୪ ୪୯୮
୩୧ ତାମିଲନାଡୁ ୫୪୬୬ ୩୫୪୦୧୦୦ ୫୩୮ ୩୮୦୪୭
୩୨ ତେଲେଙ୍ଗାନା ୬୪୩ ୮୩୩୨୧୫ ୯୯ ୪୧୧୧
୩୩ ତ୍ରିପୁରା ୨୯ ୧୦୬୮୩୩ ୯୩୯
୩୪ ଉତ୍ତରାଖଣ୍ଡ ୯୮୩ ୪୪୦୪୭୨ ୨୨ ୭୭୫୧
୩୫ ଉତ୍ତରପ୍ରଦେଶ ୪୬୨ ୨୧୦୨୧୬୪ ୫୭ ୨୩୬୨୨
୩୬ ପଶ୍ଚିମବଙ୍ଗ ୩୧୧୬ ୨୦୯୦୧୨୬ ୨୮୦ ୨୧୫୦୭
ମୋଟ ୩୭୪୪୪ ୪୪୦୨୮୩୭୦ ୪୨୦୬ ୫୨୮୬୭୩

କେରଳରେ ୧୧ଟି ମୃତ୍ୟୁ ସମନ୍ବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.