Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬ ମୃତ

39

ନୂଆ ଦିଲ୍ଲୀ ୧-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୮,୨୯୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୪୦,୨୪,୧୬୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୦୬୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୯୧,୧୧୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୨୯୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୬୫୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୯%

ଆରୋଗ୍ୟ ହୋଇଛନ୍ତି ୯୮.୭୩%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୮, ୬୮, ୪୫, ୮୪୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୬, ୨୯, ୧୩୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୯, ୫୩, ୪୯, ୯୧୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୯୫, ୪୧୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୧ ୧୦୫୩୫ ୧୨୯
ଆନ୍ଧ୍ରପ୍ରଦେଶ ୨୧୯ ୨୩୨୩୩୬୮ ୩୪ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୮ ୬୬୫୩୩ ୨୯୬
ଆସାମ ୨୭୦୫ ୭୩୪୮୭୫ ୩୦ ୮୦୩୪
ବିହାର ୨୦୯ ୮୩୮୦୦୩ ୩୩ ୧୨୩୦୨
ଚଣ୍ଡିଗଡ଼ ୩୦ ୯୭୯୯୪ ୧୩ ୧୧୮୧
ଛତିଶଗଡ ୪୬୫ ୧୧୬୧୭୧୫ ୭୦ ୧୪୧୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୮୨
ଦିଲ୍ଲୀ ୩୮୯ ୧୯୭୬୪୭୮ ୭୬ ୨୬୫୦୨
୧୦ ଗୋଆ ୨୪୧ ୨୫୩୮୮୩ ୪୪ ୩୯୬୬
୧୧ ଗୁଜୁରାଟ ୮୫୪ ୧୨୬୨୮୬୩ ୧୧୭ ୧୧୦୩୪
୧୨ ହରିୟାଣା ୨୧୭ ୧୦୪୪୦୦୨ ୪୬ ୧୦୭୦୫
୧୩ ହିମାଚଳ ପ୍ରଦେଶ ୧୩୪ ୩୦୭୮୬୩ ୪୩ ୪୨୧୦
୧୪ ଜାମ୍ମୁ କାଶ୍ମୀର ୧୨୩ ୪୭୪୨୪୧ ୨୫ ୪୭୮୫
୧୫ ଝାଡଖଣ୍ଡ ୭୩ ୪୩୬୯୫୭ ୧୦ ୫୩୩୦
୧୬ କର୍ଣ୍ଣାଟକ ୨୮୨୧ ୪୦୨୧୭୨୧ ୧୨୫ ୪୦୨୮୪
୧୭ କେରଳ ୧୦୬୦୫ ୬୭୨୩୮୯୮ ୨୩୫୧ ୭୧୧୫୮
୧୮ ଲଦାଖ ୧୫ ୨୯୦୯୨ ୨୩୧
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୨୪ ୧୦୪୩୪୧୪ ୧୪ ୧୦୭୭୧
୨୧ ମହାରାଷ୍ଟ୍ର ୩୧୯୨ ୭୯୬୯୮୭୮ ୫୩୮ ୧୪୮୩୪୩
୨୨ ମଣିପୁର ୧୩୭୬୫୪ ୨୧୪୮
୨୩ ମେଘାଳୟ ୪୩ ୯୫୦୨୯ ୧୦ ୧୬୨୨
୨୪ ମିଜୋରାମ ୧୪୫ ୨୩୭୫୬୮ ୫୨ ୭୨୩
୨୫ ନାଗାଲାଣ୍ଡ ୩୫୧୭୧ ୭୮୧
୨୬ ଓଡ଼ିଶା ୧୨୫୧ ୧୩୨୩୬୪୬ ୨୦୯ ୯୧୯୩
୨୭ ପୁଡୁଚେରୀ ୨୯୭ ୧୭୨୩୩୧ ୭୫ ୧୯୭୪
୨୮ ପଞ୍ଜାବ ୧୬୩ ୭୬୩୯୧୮ ୪୩ ୧୭୯୧୬
୨୯ ରାଜସ୍ଥାନ ୪୪୫ ୧୩୦୩୦୬୫ ୮୩ ୯୬୪୧
୩୦ ସିକ୍କିମ୍ ୭୦ ୪୩୬୧୨ ୧୪ ୪୯୮
୩୧ ତାମିଲନାଡୁ ୫୪୯୬ ୩୫୩୯୫୬୨ ୫୩୩ ୩୮୦୪୬
୩୨ ତେଲେଙ୍ଗାନା ୬୫୮ ୮୩୩୧୧୬ ୧୦୩ ୪୧୧୧
୩୩ ତ୍ରିପୁରା ୨୭ ୧୦୬୮୩୧ ୯୩୯
୩୪ ଉତ୍ତରାଖଣ୍ଡ ୯୯୪ ୪୪୦୪୫୦ ୧୫ ୭୭୫୧
୩୫ ଉତ୍ତରପ୍ରଦେଶ ୪୭୨ ୨୧୦୨୧୦୭ ୬୦ ୨୩୬୨୨
୩୬ ପଶ୍ଚିମବଙ୍ଗ ୩୧୬୯ ୨୦୮୯୮୪୬ ୨୮୫ ୨୧୫୦୬
ମୋଟ ୩୮୨୯୩ ୪୪୦୨୪୧୬୪ ୫୦୬୯ ୫୨୮୬୫୫ ୧୩

କେରଳର ୧୩ଟି ମୃତ୍ୟୁ ସମନ୍ବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.