Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୫୧୦ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩ ମୃତ

32

ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୬,୨୧୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୯,୭୨,୯୮୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୬୪୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୪୭,୫୯୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୬୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୪୦୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୦%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୬, ୯୫, ୫୧, ୫୯୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୨୭, ୦୫୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୫୦୩ ୧୨୯
ଆନ୍ଧ୍ରପ୍ରଦେଶ ୨୮୭ ୨୩୨୨୯୪୬ ୪୬ ୧୪୭୩୩
ଅରୁଣାଚଳ ପ୍ରଦେଶ ୩୧ ୬୬୪୮୯ ୨୯୬
ଆସାମ ୨୭୦୫ ୭୩୪୬୧୨ ୮୦୩୪
ବିହାର ୩୦୦ ୮୩୭୫୦୮ ୧୨୩ ୧୨୩୦୦
ଚଣ୍ଡିଗଡ଼ ୭୦ ୯୭୯୦୦ ୧୯ ୧୧୮୧
ଛତିଶଗଡ ୬୦୧ ୧୧୬୦୯୦୭ ୧୦୦ ୧୪୧୨୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୯
ଦିଲ୍ଲୀ ୪୬୩ ୧୯୭୫୬୦୯ ୬୮ ୨୬୫୦୦
୧୦ ଗୋଆ ୪୩୭ ୨୫୩୨୮୧ ୭୬ ୩୯୬୫
୧୧ ଗୁଜୁରାଟ ୧୧୧୧ ୧୨୬୧୫୦୪ ୧୯୮ ୧୧୦୨୮
୧୨ ହରିୟାଣା ୩୬୩ ୧୦୪୩୩୭୯ ୧୦୨ ୧୦୬୯୯
୧୩ ହିମାଚଳ ପ୍ରଦେଶ ୨୧୮ ୩୦୭୫୫୦ ୪୧ ୪୨୦୮
୧୪ ଜାମ୍ମୁ କାଶ୍ମୀର ୧୭୨ ୪୭୪୦୧୫ ୪୬ ୪୭୮୫
୧୫ ଝାଡଖଣ୍ଡ ୧୦୪ ୪୩୬୮୧୯ ୧୮ ୫୩୩୦
୧୬ କର୍ଣ୍ଣାଟକ ୩୪୩୪ ୪୦୧୮୩୭୨ ୫୦୦ ୪୦୨୭୮
୧୭ କେରଳ ୧୫୩୬୬ ୬୭୦୩୦୦୯ ୧୯୨୯ ୭୧୦୨୩
୧୮ ଲଦାଖ ୨୦ ୨୯୦୬୪ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୬୧ ୧୦୪୩୧୭୨ ୨୮ ୧୦୭୭୧
୨୧ ମହାରାଷ୍ଟ୍ର ୪୨୧୬ ୭୯୬୩୮୫୪ ୭୭୨ ୧୪୮୩୧୪
୨୨ ମଣିପୁର ୨୮ ୧୩୭୬୨୦ ୧୦ ୨୧୪୮
୨୩ ମେଘାଳୟ ୪୫ ୯୪୯୬୦ ୧୬୨୨
୨୪ ମିଜୋରାମ ୨୫୦ ୨୩୭୧୯୬ ୫୧ ୭୨୨
୨୫ ନାଗାଲାଣ୍ଡ ୧୪ ୩୫୧୫୪ ୭୮୧
୨୬ ଓଡ଼ିଶା ୧୩୦୨ ୧୩୨୧୫୯୪ ୨୫୦ ୯୧୮୬
୨୭ ପୁଡୁଚେରୀ ୫୦୨ ୧୭୧୫୨୯ ୮୮ ୧୯୭୧
୨୮ ପଞ୍ଜାବ ୩୧୮ ୭୬୩୪୯୯ ୪୬ ୧୭୯୧୧
୨୯ ରାଜସ୍ଥାନ ୧୦୮୯ ୧୩୦୧୭୭୩ ୧୭୪ ୯୬୩୭
୩୦ ସିକ୍କିମ୍ ୧୧୩ ୪୩୪୫୪ ୧୦ ୪୯୫
୩୧ ତାମିଲନାଡୁ ୫୦୭୦ ୩୫୩୪୬୯୮ ୪୨୧ ୩୮୦୪୦
୩୨ ତେଲେଙ୍ଗାନା ୭୨୬ ୮୩୨୦୭୦ ୧୨୯ ୪୧୧୧
୩୩ ତ୍ରିପୁରା ୧୦୬୮୧୧ ୯୩୮
୩୪ ଉତ୍ତରାଖଣ୍ଡ ୧୦୬୫ ୪୪୦୨୨୭ ୫୨ ୭୭୪୭
୩୫ ଉତ୍ତରପ୍ରଦେଶ ୬୮୭ ୨୧୦୧୩୦୨ ୧୪୬ ୨୩୬୧୮
୩୬ ପଶ୍ଚିମବଙ୍ଗ ୨୩୪୩ ୨୦୮୭୬୫୮ ୧୮୩ ୨୧୪୯୧
ମୋଟ ୪୬୨୧୬ ୪୩୯୭୨୯୮୦ ୫୬୪୦ ୫୨୮୪୦୩ ୧୪

 

କେରଳର ୧୯ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.