Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪,୦୪୩ ନୂଆ ଆକ୍ରାନ୍ତ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪,୦୪୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

45

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୦୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୭,୩୭୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୯,୬୭,୩୪୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪,୬୭୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୪୩,୦୮୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୪୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୩୭୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୧%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୬, ୮୩, ୨୪, ୫୩୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୧୦, ୪୧୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୯, ୨୦, ୪୯, ୦୧୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୯୫, ୮୯୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୫୦୨ ୧୨୯
ଆନ୍ଧ୍ରପ୍ରଦେଶ ୨୮୪ ୨୩୨୨୯୦୦ ୩୬ ୧୪୭୩୩
ଅରୁଣାଚଳ ପ୍ରଦେଶ ୩୨ ୬୬୪୮୭ ୨୯୬
ଆସାମ ୨୭୦୫ ୭୩୪୬୧୨ ୫୧ ୮୦୩୪
ବିହାର ୪୦୦ ୮୩୭୩୮୫ ୩୬ ୧୨୩୦୦
ଚଣ୍ଡିଗଡ଼ ୮୫ ୯୭୮୮୧ ୧୧୮୧
ଛତିଶଗଡ ୬୧୩ ୧୧୬୦୮୦୭ ୧୩୨ ୧୪୧୨୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୮
ଦିଲ୍ଲୀ ୪୫୧ ୧୯୭୫୫୪୧ ୧୦୨ ୨୬୪୯୯
୧୦ ଗୋଆ ୪୪୪ ୨୫୩୨୦୫ ୫୩ ୩୯୬୫
୧୧ ଗୁଜୁରାଟ ୧୧୭୧ ୧୨୬୧୩୦୬ ୧୩୧ ୧୧୦୨୮
୧୨ ହରିୟାଣା ୪୦୫ ୧୦୪୩୨୭୭ ୧୦୦ ୧୦୬୯୯
୧୩ ହିମାଚଳ ପ୍ରଦେଶ ୨୨୭ ୩୦୭୫୦୯ ୫୯ ୪୨୦୮
୧୪ ଜାମ୍ମୁ କାଶ୍ମୀର ୧୯୪ ୪୭୩୯୬୯ ୨୯ ୪୭୮୪
୧୫ ଝାଡଖଣ୍ଡ ୧୦୬ ୪୩୬୮୦୧ ୧୫ ୫୩୩୦
୧୬ କର୍ଣ୍ଣାଟକ ୩୫୬୮ ୪୦୧୭୮୭୨ ୪୩୧ ୪୦୨୭୬
୧୭ କେରଳ ୧୫୮୩୧ ୬୭୦୧୦୮୦ ୧୭୩୯ ୭୧୦୦୪
୧୮ ଲଦାଖ ୧୭ ୨୯୦୬୩ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୭୦ ୧୦୪୩୧୪୪ ୩୦ ୧୦୭୭୧
୨୧ ମହାରାଷ୍ଟ୍ର ୪୪୪୦ ୭୯୬୩୦୮୨ ୩୯୦ ୧୪୮୩୧୨
୨୨ ମଣିପୁର ୩୨ ୧୩୭୬୧୦ ୨୧୪୮
୨୩ ମେଘାଳୟ ୪୧ ୯୪୯୫୨ ୧୬୨୨
୨୪ ମିଜୋରାମ ୨୫୬ ୨୩୭୧୪୫ ୩୮ ୭୨୨
୨୫ ନାଗାଲାଣ୍ଡ ୧୨ ୩୫୧୫୪ ୭୮୧
୨୬ ଓଡ଼ିଶା ୧୩୮୮ ୧୩୨୧୩୪୪ ୨୧୮ ୯୧୮୬
୨୭ ପୁଡୁଚେରୀ ୫୨୮ ୧୭୧୪୪୧ ୩୮ ୧୯୭୦
୨୮ ପଞ୍ଜାବ ୨୯୮ ୭୬୩୪୫୩ ୭୬ ୧୭୯୧୦
୨୯ ରାଜସ୍ଥାନ ୧୧୫୭ ୧୩୦୧୫୯୯ ୧୨୨ ୯୬୩୪
୩୦ ସିକ୍କିମ୍ ୧୦୪ ୪୩୪୪୪ ୪୯୫
୩୧ ତାମିଲନାଡୁ ୪୯୯୫ ୩୫୩୪୨୭୭ ୪୨୯ ୩୮୦୪୦
୩୨ ତେଲେଙ୍ଗାନା ୭୪୫ ୮୩୧୯୪୧ ୧୧୧ ୪୧୧୧
୩୩ ତ୍ରିପୁରା ୧୦୬୮୧୦ ୯୩୮
୩୪ ଉତ୍ତରାଖଣ୍ଡ ୧୦୯୧ ୪୪୦୧୭୫ ୩୩ ୭୭୪୭
୩୫ ଉତ୍ତରପ୍ରଦେଶ ୭୫୫ ୨୧୦୧୧୫୬ ୪୯ ୨୩୬୧୭
୩୬ ପଶ୍ଚିମବଙ୍ଗ ୨୨୩୧ ୨୦୮୭୪୭୫ ୧୯୦ ୨୧୪୯୦
ମୋଟ ୪୭୩୭୯ ୪୩୯୬୭୩୪୦ ୪୬୭୬ ୫୨୮୩୭୦

କେରଳର ୬ଟି ମୃତ୍ୟୁ ସମନ୍ବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.