Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୩୯ ନୂଆ ଆକ୍ରାନ୍ତ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ

29

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯,୮୭୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୭,୧୨,୨୧୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୮୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୩୯,୪୨୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୨,୮୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୩୩୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୩%

ଆରୋଗ୍ୟ ହୋଇଛନ୍ତି ୯୮.୫୯%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୯, ୬୭, ୦୬, ୮୯୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୬, ୫୮, ୭୫୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୬ ୧୦୩୮୮ ୧୨୯
ଆନ୍ଧ୍ରପ୍ରଦେଶ ୧୦୯୭ ୨୩୧୯୯୬୧ ୧୮୨ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୨୯ ୬୬୧୨୩ ୨୧ ୨୯୬
ଆସାମ ୨୯୩୫ ୭୩୨୪୬୯ ୧୧୩ ୮୦୨୮
ବିହାର ୭୩୬ ୮୩୩୬୦୬ ୧୨୭ ୧୨୨୯୦
ଚଣ୍ଡିଗଡ଼ ୪୬୯ ୯୬୭୧୨ ୮୦ ୧୧୭୭
ଛତିଶଗଡ ୧୫୧୩ ୧୧୫୬୫୪୫ ୨୯୩ ୧୪୦୯୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୬୧
ଦିଲ୍ଲୀ ୫୫୫୯ ୧୯୬୦୯୦୨ ୧୬୮୭ ୨୬୪୨୦
୧୦ ଗୋଆ ୧୦୩୨ ୨୪୯୯୭୦ ୧୫୮ ୩୮୫୭
୧୧ ଗୁଜୁରାଟ ୨୫୫୩ ୧୨୫୩୯୯୮ ୬୩୭ ୧୦୯୯୯
୧୨ ହରିୟାଣା ୩୭୦୯ ୧୦୩୨୮୨୩ ୮୨୩ ୧୦୬୬୨
୧୩ ହିମାଚଳ ପ୍ରଦେଶ ୧୮୭୬ ୩୦୩୨୩୬ ୪୦୩ ୪୧୮୯
୧୪ ଜାମ୍ମୁ କାଶ୍ମୀର ୨୯୧୦ ୪୬୮୦୭୯ ୫୯୬ ୪୭୭୯
୧୫ ଝାଡଖଣ୍ଡ ୩୭୦ ୪୩୫୯୫୩ ୭୮ ୫୩୩୦
୧୬ କର୍ଣ୍ଣାଟକ ୧୦୪୫୨ ୩୯୮୯୪୫୧ ୧୦୩୪ ୪୦୨୦୮
୧୭ କେରଳ ୭୭୭୪ ୬୬୬୪୮୨୧ ୧୧୦୮ ୭୦୭୦୩
୧୮ ଲଦାଖ ୬୯ ୨୮୮୪୫ ୧୧ ୨୨୯
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୭୦୧ ୧୦୪୧୩୨୮ ୮୯ ୧୦୭୬୫
୨୧ ମହାରାଷ୍ଟ୍ର ୧୧୮୬୬ ୭୯୨୨୪୯୨ ୧୭୨୦ ୧୪୮୧୯୩
୨୨ ମଣିପୁର ୯୬ ୧୩୭୩୬୦ ୨୮ ୨୧୪୩
୨୩ ମେଘାଳୟ ୩୬୩ ୯୪୩୨୭ ୩୭ ୧୬୧୫
୨୪ ମିଜୋରାମ ୭୭୫ ୨୩୪୫୫୮ ୭୭ ୭୧୭
୨୫ ନାଗାଲାଣ୍ଡ ୨୦ ୩୫୦୯୨ ୭୭୬
୨୬ ଓଡ଼ିଶା ୨୭୧୧ ୧୩୧୨୯୦୧ ୯୧୬୨
୨୭ ପୁଡୁଚେରୀ ୨୯୬ ୧୭୦୧୦୯ ୮୧ ୧୯୬୭
୨୮ ପଞ୍ଜାବ ୧୬୦୫୨ ୭୪୭୧୦୧ ୧୭୮୭୫
୨୯ ରାଜସ୍ଥାନ ୪୩୧୩ ୧୨୯୦୮୦୯ ୬୫୨ ୯୬୦୬
୩୦ ସିକ୍କିମ୍ ୨୩୨ ୪୨୬୧୮ ୩୯ ୪୮୩
୩୧ ତାମିଲନାଡୁ ୬୦୮୭ ୩୫୧୮୫୯୯ ୭୬୯ ୩୮୦୩୩
୩୨ ତେଲେଙ୍ଗାନା ୨୭୧୧ ୮୨୪୮୦୦ ୪୪୦ ୪୧୧୧
୩୩ ତ୍ରିପୁରା ୯୮ ୧୦୬୬୩୬ ୨୯ ୯୩୮
୩୪ ଉତ୍ତରାଖଣ୍ଡ ୧୬୬୮ ୪୩୭୭୭୮ ୨୬୧ ୭୭୩୪
୩୫ ଉତ୍ତରପ୍ରଦେଶ ୪୫୭୬ ୨୦୮୯୯୬୩ ୬୭୪ ୨୩୫୯୩
୩୬ ପଶ୍ଚିମବଙ୍ଗ ୪୦୮୧ ୨୦୭୮୯୪୧ ୫୨୭ ୨୧୪୩୭
ମୋଟ ୯୯୮୭୯ ୪୩୭୧୨୨୧୮ ୧୨୭୮୩ ୫୨୭୩୩୨ ୩୪

 

କେରଳରେ ୯ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.